ଏହି ୧୦ କାରଣରୁ ବାୟୁସେନା ପାଇଁ ରାଫେଲ୍‌ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଆଜିଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫେଲ୍‌। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଶବ୍ଦର ଅର୍ଥ ଓଡ଼ିଆରେ ଝଡ଼। ଆଉ ଏହା ଭାରତୀୟ ବାୟୁସେନାର କ୍ଷମତାକୁ ବହୁଗୁଣିତ କରିଦେବ। ବିଶେଷ କରି ପାକିସ୍ତାନ ସହ ଯେଉଁ ସ୍ଥିତି ଉପୁଜିଛି ଏଭଳି ସମୟରେ ରାଫେଲ୍‌ କ’ଣ ସହାୟତା କରିପାରିବ ତା’କୁ ନେଇ ଏହି ଉପସ୍ଥାପନା। ଏହି ଦୁଇ ଇଞ୍ଜିନ୍‌ ବିଶିଷ୍ଟ […]

Rafale-flight

Rafale-flight

Subrat Kumar Nayak
  • Published: Tuesday, 08 October 2019
  • Updated: 08 October 2019, 10:39 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫେଲ୍‌। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଶବ୍ଦର ଅର୍ଥ ଓଡ଼ିଆରେ ଝଡ଼। ଆଉ ଏହା ଭାରତୀୟ ବାୟୁସେନାର କ୍ଷମତାକୁ ବହୁଗୁଣିତ କରିଦେବ। ବିଶେଷ କରି ପାକିସ୍ତାନ ସହ ଯେଉଁ ସ୍ଥିତି ଉପୁଜିଛି ଏଭଳି ସମୟରେ ରାଫେଲ୍‌ କ’ଣ ସହାୟତା କରିପାରିବ ତା’କୁ ନେଇ ଏହି ଉପସ୍ଥାପନା।

  • ଏହି ଦୁଇ ଇଞ୍ଜିନ୍‌ ବିଶିଷ୍ଟ ଲଢ଼ୁଆ ବିମାନ ବହୁଦିନ ଧରି ଭାରତୀୟ ବାୟୁସେନାର ପ୍ରଥମ ପସନ୍ଦ ଥିଲା। ଏହାକୁ ସମସ୍ତ ପ୍ରକାରର ମିଶନ୍‌ରେ ପଠାଯାଇ ପାରିବ।
  • ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ରାଫେଲ୍‌। ଏହି ବିମାନ ସହ ମିସାଇଲ୍‌ ମଧ୍ୟ ପ୍ରସ୍ତୁତ ରହିବ।
  • ୧୫୦ କିଲୋମିଟରରୁ ଅଧିକ ବା ଆମ ଦୃଷ୍ଟିଶକ୍ତିର କ୍ଷମତାଠୁ ଅଧିକ ଦୂର ଟାର୍ଗେଟ୍‌ କରିବା ପରି ମିସାଇଲ୍, ଆକାଶମାର୍ଗରୁ ସ୍ଥଳ ଭାଗକୁ ଟାର୍ଗେଟ୍‌ କରିହେଇଥିବା ମିସାଇଲ୍।
  • ସ୍କେଲ୍ପ ମିସାଇଲ୍‌ର ରେଞ୍ଜ ୩୦୦କିମି, ଏଥିରେ ଅସ୍ତ୍ରଶସ୍ତ୍ରର ଷ୍ଟୋରେଜ୍‌ ପାଇଁ ରହିଛି ୬ ମାସର ଗ୍ୟାରେଣ୍ଟି।
  • ଘଣ୍ଟାପ୍ରତି ସର୍ବାଧିକ ୨,୨୨୨.୬ କିଲୋମିଟର ସ୍ପିଡ୍‌ ଏବଂ ୩୭୦୦କିମି ପର୍ଯ୍ୟନ୍ତ ଟାର୍ଗେଟ୍‌ କ୍ଷମତା।
  • ଏହା ୫୦,୦୦୦ ଫୁଟ୍‌ ଉଚ୍ଚ ଯାଏ ଉଡ଼ିପାରିବ ଏବଂ ଏହାର ୪.୫ ଜେନେରେସନ୍‌ର ଟ୍ୱିନ୍‌ ଇଞ୍ଜିନ୍‌ ରହିଛି।
  • ୯,୫୦୦ କେଜିର ବୋମା ଏବଂ ଗୁଳିଗୋଳା ବୋହିବାରେ ସକ୍ଷମ ଏବଂ ୬୦ଘଣ୍ଟାର ଅତିରିକ୍ତ ସମୟ ଉଡ଼ିପାରୁଥିବା ବିମାନ। ସୁଖୋଇ ୩୦ ଏମ୍‌କେ-୮୦୦୦ କେଜି ବୋହିପାରେ।
  • ବିମାନ ସବୁବେଳେ ଯୁଦ୍ଧ ପାଇଁ ୭୫% ପ୍ରସ୍ତୁତ ରହିଥାଏ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ନେବା ପାଇଁ ସକ୍ଷମ।
  • ଆଫଗାନିସ୍ତାନ ଏବଂ ଲିବିୟାରେ ଶକ୍ତି ପ୍ରଦର୍ଶନ କରିସାରିଛି ରାଫେଲ୍‌।
  • ଭାରତୀୟ ବାୟୁ ସେନାର ଆବଶ୍ୟକତା ଆଧାରରେ ଏଥିରେ ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି। ଭାରତର ଆବଶ୍ୟକତା ଅନୁଯାୟୀ, ଏଥିରେ ଇସ୍ରାଏଲ୍‌ର ହେଲମେଟ୍‌ ମାଉଣ୍ଟେଡ୍‌ ଡିସ୍‌ପ୍ଲେ, ରାଡାର ୱାର୍ଣ୍ଣିଂ ରିସିଭର, ଲୋ’ ବ୍ୟାଣ୍ଡ ଜାମର୍‌ ଏବଂ ୧୦ ଘଣ୍ଟାର ବିମାନ ତଥ୍ୟ ରେକର୍ଡିଂ ଆଦି ରହିଛି। ଇନ୍‌ଫ୍ରାରେଡ୍‌ ଏବଂ ଟ୍ରାକିଂ ସିଷ୍ଟମ୍‌ ଆଦି ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story