ସମାନ ଆସନରୁ ପତି ପତ୍ନୀଙ୍କ ନାମାଙ୍କନ

ମୁମ୍ବାଇ: ବିଜେପି ପକ୍ଷରୁ ସୁଜୟ ଭିଖେ ପାଟିଲଙ୍କୁ ଦଳ ପକ୍ଷରୁ ଅହମଦନଗରରୁ ପ୍ରାର୍ଥୀ କରାଯାଇଛି। ତେବେ ଆଜି ତାଙ୍କ ପତ୍ନୀ ଧନଶ୍ରୀ ମଧ୍ୟ ସମାନ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। କାଳେ କୌଣସି ବୈଷୟିକ କିମ୍ବା ଅନ୍ୟ କୌଣସି କାରଣରୁ ସୁଜୟ ପାଟିଲଙ୍କ ନାମାଙ୍କନ ଖାରଜ ହୋଇଯିବ, ଏହାକୁ ଦୃଷ୍ଟିରେ ରଖି ଧନଶ୍ରୀ ପ୍ରାର୍ଥିପତ୍ର ଦାଖଲ କରିଥିବା କହିଛନ୍ତି। ସୁଜୟଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, “ ଏଥିରେ କୌଣସି ବିବାଦ ନାହିଁ। କେବଳ ଆଗୁଆ ପ୍ରତିଷେଧକ […]

sr

sr

Hemant Lenka
  • Published: Friday, 05 April 2019
  • Updated: 05 April 2019, 05:27 PM IST

Sports

Latest News

ମୁମ୍ବାଇ: ବିଜେପି ପକ୍ଷରୁ ସୁଜୟ ଭିଖେ ପାଟିଲଙ୍କୁ ଦଳ ପକ୍ଷରୁ ଅହମଦନଗରରୁ ପ୍ରାର୍ଥୀ କରାଯାଇଛି। ତେବେ ଆଜି ତାଙ୍କ ପତ୍ନୀ ଧନଶ୍ରୀ ମଧ୍ୟ ସମାନ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। କାଳେ କୌଣସି ବୈଷୟିକ କିମ୍ବା ଅନ୍ୟ କୌଣସି କାରଣରୁ ସୁଜୟ ପାଟିଲଙ୍କ ନାମାଙ୍କନ ଖାରଜ ହୋଇଯିବ, ଏହାକୁ ଦୃଷ୍ଟିରେ ରଖି ଧନଶ୍ରୀ ପ୍ରାର୍ଥିପତ୍ର ଦାଖଲ କରିଥିବା କହିଛନ୍ତି।

ସୁଜୟଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, “ ଏଥିରେ କୌଣସି ବିବାଦ ନାହିଁ। କେବଳ ଆଗୁଆ ପ୍ରତିଷେଧକ ପାଇଁ ସୁଜୟଙ୍କ ପତ୍ନୀ ଧନଶ୍ରୀ ଏଭଳି ନାମାଙ୍କନ ଦାଖଲ କରିଛନ୍ତି। ଯଦି ସୁଜୟଙ୍କ ନାମାଙ୍କନ କୌଣସି କାରଣରୁ ଖାରଜ ହୋଇଯାଏ,ତା’ହେଲେ ତାଙ୍କ ପତ୍ନୀ ନିର୍ବାଚନ ଲଢ଼ିବେ।”

ସୁଜୟ ହେଉଛନ୍ତି ମହାରାଷ୍ଟ୍ର ବିଧାନସଭାର ବିରୋଧୀଦଳ ନେତା ରାଧାକ୍ରିଷ୍ଣ ଭିକେ ପାଟିଲ୍‌ଙ୍କ ପୁଅ। ତାଙ୍କୁ କଂଗ୍ରେସ ଟିକେଟ୍‌ ଦେବାକୁ ମନା କରିବାକୁ ସେ ବିଜେପିରେ ଯୋଗଦେଇଥିଲେ। ଏହାର କିଛିଦିନ ପରେ ରାଧାକ୍ରିଷ୍ଣ ମଧ୍ୟ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ।

ସୁଜୟ କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ତାଙ୍କ ପତ୍ନୀ କହିଛନ୍ତି, “ଜଣେ ପତ୍ନୀ ହିସାବରେ ମୁଁ ମୋ ସ୍ୱାମୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲି। ମୋର ରାଜନୀତିରେ କୌଣସି ରୁଚି ନାହିଁ। ସେହିଭଳି ଆମେ ଘରେ ମଧ୍ୟ ରାଜନୀତି ସମ୍ପର୍କରେ କଥା କେବେ ବି ହେଇନାହୁଁ। ତେଣୁ ତାଙ୍କର ମୋର କୌଣସି ମତାନ୍ତର ହୁଏନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story