ଉଦ୍ଧାର ହେଲା ସହର ଭିତରେ ପଶିଥିବା କୁମ୍ଭୀର

ଭଦୋଦରା: ଗୁଜରାଟ ଭଦୋଦରା ସହରର ସ୍ଥାୟୀ ନାଗରିକ କୁହାଯାଉଥିବା କୁମ୍ଭୀରମାନେ ଏବେ ସହରର ଗଳିକନ୍ଦିରେ ଉପସ୍ଥିତି ଜାହିର କରିବା ଆରମ୍ଭ କରିଛନ୍ତି। ବନ୍ୟା କାରଣରୁ ଜଳ ଘେରରେ ଥିବା ଏହି ଅଞ୍ଚଳର ଲୋକଙ୍କ ଭିତରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଶୁକ୍ରବାର ରାତିରେ ଲାଲବାଗ୍‌ ଅଞ୍ଚଳରେ ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ୍‌ ଏଭଳି ଏକ କୁମ୍ଭୀରକୁ ଅତି କଷ୍ଟରେ ଧରିଛନ୍ତି। https://www.instagram.com/p/B0uqyNSnXLW/?utm_source=ig_web_copy_link ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଥରେ ମଧ୍ୟ ଜନବସତିକୁ ପଶିଆସିଥିବା ଏକ […]

crocodile

crocodile

Subrat Kumar Nayak
  • Published: Sunday, 04 August 2019
  • Updated: 04 August 2019, 05:27 PM IST

Sports

Latest News

ଭଦୋଦରା: ଗୁଜରାଟ ଭଦୋଦରା ସହରର ସ୍ଥାୟୀ ନାଗରିକ କୁହାଯାଉଥିବା କୁମ୍ଭୀରମାନେ ଏବେ ସହରର ଗଳିକନ୍ଦିରେ ଉପସ୍ଥିତି ଜାହିର କରିବା ଆରମ୍ଭ କରିଛନ୍ତି। ବନ୍ୟା କାରଣରୁ ଜଳ ଘେରରେ ଥିବା ଏହି ଅଞ୍ଚଳର ଲୋକଙ୍କ ଭିତରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଶୁକ୍ରବାର ରାତିରେ ଲାଲବାଗ୍‌ ଅଞ୍ଚଳରେ ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ୍‌ ଏଭଳି ଏକ କୁମ୍ଭୀରକୁ ଅତି କଷ୍ଟରେ ଧରିଛନ୍ତି।
https://www.instagram.com/p/B0uqyNSnXLW/?utm_source=ig_web_copy_link
ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଥରେ ମଧ୍ୟ ଜନବସତିକୁ ପଶିଆସିଥିବା ଏକ କୁମ୍ଭୀରର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଘର ବାହାରେ ମାଡ଼ିଆସିଥିବା ବନ୍ୟା ପାଣିରେ କୁମ୍ଭୀରଟି ପଶିଆସିଥିଲା। ଏହି କୁମ୍ଭୀରଠାରୁ ଏକ ବୁଲା କୁକୁର ଅଳ୍ପକେ ବର୍ତ୍ତିଯାଇଥିବା ଦୃଶ୍ୟ ଏଥିରେ ଥିଲା। ଏହି କୁମ୍ଭୀରଟି ଏକ ଘରର ଫାଟକ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଘର ଭିତରୁ ଲୋକେ ଭୟାତୁର ହୋଇ ଚାହିଁ ରହିଥିଲେ।

ଆଜିର ଘଟଣାରେ ମଧ୍ୟ କୁମ୍ଭୀରଟି ଏକ ଘରର ଫାଟକ ପାଖରେ ପହଞ୍ଚିଯାଇଥିଲା। ବନ ବିଭାଗର ଜଣେ ଉଦ୍ଧାରକାରୀ କହିଥିଲେ, ସେହି ଅଞ୍ଚଳର ଜଣେ ବାସିନ୍ଦା ଆମ ଉଦ୍ଧାରକାରୀ ଟିମ୍‌କୁ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ଏହା ପରେ ଆମ ଟିମ୍‌ ସେଠାରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅଞ୍ଚଳ ଲାଲବାଗ୍‌ ହ୍ରଦ ନିକଟରେ ଅଛି। ଏହାର ଜଳସ୍ତର ବଢ଼ିଲେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ମୌସୁମୀ ସମୟରେ ହିଁ ଏପରି କାରଣରୁ କୁମ୍ଭୀର ଜନବସତି ଆଡ଼କୁ ମାଡ଼ିଯାଉଛନ୍ତି। ଆଜି ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବା ୪.୫ ଫୁଟ୍‌ ବୋଲି ସେ କହିଥିଲେ। ୩ ବର୍ଷ ପୂର୍ବରୁ ଏକ କୁମ୍ଭୀର ସ୍ଥାନୀୟ ଜଣେ ବାସିନ୍ଦାଙ୍କ ଘରର ବାଥ୍‌ରୁମ୍‌ରେ ପଶିଯାଇଥିଲା। ତେବେ ଚଳିତ ବର୍ଷ ଲଗାତାର ଏଭଳି ଘଟଣା ଦେଖିବାକୁ ମିଳୁଛି।
https://twitter.com/pkumarias/status/1157278591614406656?s=20
https://twitter.com/PranavShah308/status/1157627546801823744?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story