୨୪ ଘଣ୍ଟାରେ ଭାରତରେ କରୋନାରେ ୬ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସକାଳେ ଏଠାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ପୁଣେ, ସଙ୍ଗଲି ଏବଂ ନାଗପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି କେରଳରେ […]

corona-3-1

corona-3-1

Subhransu Sekhar
  • Published: Sunday, 29 March 2020
  • Updated: 29 March 2020, 11:26 AM IST

Sports

Latest News

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସକାଳେ ଏଠାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ପୁଣେ, ସଙ୍ଗଲି ଏବଂ ନାଗପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି କେରଳରେ ୧୮୨ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ଆଜି ସକାଳେ ଅହମଦାବାଦରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗୁଜୁରାଟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ମୃତକ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

ତେଲେଙ୍ଗାନାରେ ମଧ୍ୟ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ବିଦେଶ ଯାତ୍ରା କରି ନଥିଲେ। ହେଲେ ନିକଟରେ ବିମାନରେ ଦିଲ୍ଲୀରୁ ଫେରିଥିଲେ।

ସୂଚନାଯୋଗ୍ୟ, ବିଶ୍ୱର ୧୯୯ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବା ବେଳେ ୩୦, ୮୮୨ ଜଣଙ୍କର ମୃତ୍ୟୁ ଘଟିଛି। ୬୬୪,୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି।ଅନ୍ୟପକ୍ଷରେ କରୋନା ଭାଇରସ୍‌କୁ ମାତ୍ ଦେବାକୁ ସାରା ଦେଶ ଏବେ ଲକ୍‌ଡାଉନ୍‌ରେ ରହିଛି। ଦେଶରେ ଏବେ କରୋନା ତୃତୀୟ ଷ୍ଟେଜରେ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story