ସ୍ୱାମୀ ଆକ୍ରମଣରେ କ୍ଷତାକ୍ତ ହୋଇ ସାହାଯ୍ୟ ମାଗୁଥିଲା ସ୍ତ୍ରୀ,ମୋବାଇଲରେ ଭିଡିଓ ସୁଟ୍‌ କଲେ ପଡ଼ୋଶୀ

ଜିନ୍ଦ(ହରିୟାନା): ହରିୟାନାର  ବାରୋଲି ସ୍ଥିତ  ଜିନ୍ଦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର ଆକ୍ରମଣରେ କ୍ଷତାକ୍ତ ହୋଇ  ଜଣେ ମହିଳା ବଞ୍ଚାଅ ବଞ୍ଚାଅ ବୋଲି ନେହୁରା  ହେଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀମାନେ ମୋବାଇଲରେ ଭିଡିଓ ସୁଟ୍‌ କରିଥିଲେ। ଗୁରୁତର ଅବସ୍ଥାରେ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା  ବେଳେ ତାଙ୍କୁ ବଞ୍ଚାଇବା ବଦଳରେ ଅନ୍ୟମାନେ ମୋବାଇଲର ଫଟୋ ଉଠାଇଥିଲେ। ସଞ୍ଜୁ ନାମ୍ନୀ ସମ୍ପୃକ୍ତ ମହିଳା ଜଣକ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତିରେ ତାଙ୍କ ସ୍ୱାମୀ ପ୍ରବଳ ମଦ୍ୟପାନ […]

attack

attack

Rakesh Mallick
  • Published: Monday, 03 July 2017
  • Updated: 03 July 2017, 09:12 PM IST

ଜିନ୍ଦ(ହରିୟାନା): ହରିୟାନାର  ବାରୋଲି ସ୍ଥିତ  ଜିନ୍ଦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର ଆକ୍ରମଣରେ କ୍ଷତାକ୍ତ ହୋଇ  ଜଣେ ମହିଳା ବଞ୍ଚାଅ ବଞ୍ଚାଅ ବୋଲି ନେହୁରା  ହେଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀମାନେ ମୋବାଇଲରେ ଭିଡିଓ ସୁଟ୍‌ କରିଥିଲେ। ଗୁରୁତର ଅବସ୍ଥାରେ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା  ବେଳେ ତାଙ୍କୁ ବଞ୍ଚାଇବା ବଦଳରେ ଅନ୍ୟମାନେ ମୋବାଇଲର ଫଟୋ ଉଠାଇଥିଲେ।

ସଞ୍ଜୁ ନାମ୍ନୀ ସମ୍ପୃକ୍ତ ମହିଳା ଜଣକ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତିରେ ତାଙ୍କ ସ୍ୱାମୀ ପ୍ରବଳ ମଦ୍ୟପାନ କରି ତାଙ୍କୁ ମାରପିଟ୍‌ କରିଥିଲେ। ପରେ ସ୍ୱାମୀ ଜଣକ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗି ଥିଲେ।

ଏପରିକି  ତାଙ୍କୁ ହତ୍ୟା ପାଇଁ ଗୋଡ଼ାଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ପଳାଇଥିଲେ। ହେଲେ ଗୁରୁତର ଅବସ୍ଥାରେ ସେ ବଞ୍ଚିବା ପାଇଁ ସାହାଯ୍ୟ ମାଗୁଥିଲେ ମଧ୍ୟ ପାଖରେ ଥିବା ଲୋକମାନେ ମୋବାଇଲରେ ଫଟୋ ଉଠାଇଥିଲେ। କେତେ ସମୟ ପରେ ଖବର ପାଇ ଆମ୍ବୁଲାନ୍ସ ଆସିବା ପରେ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ସୁସ୍ଥ ହେବା ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ସ୍ୱାମୀ ବିରୋଧରେ ଅଭିଯୋଗ କରିବା ସହ ଉପରୋକ୍ତ  ଘଟଣା ସମ୍ପର୍କରେ କହିଥିଲେ। ମହିଳା ଜଣକର ୩ଟି ପିଲା ଅଛନ୍ତି।

ସୌଜନ୍ୟ: ଏନଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story