ସ୍ୱାମୀଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ; ଚାଲିଗଲା ଜୀବନ

ନୂଆଦିଲ୍ଲୀ: ସ୍ୱାମୀଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ ହେଲେ ଚାଲିଗଲା ଜୀବନ। ଏହି ୩୦ବର୍ଷୀୟ ମହିଳା ତଥା ଦୁଇଟି ପିଲାର ମାଆ ‘ବ୍ରେଷ୍ଟ ଏନ୍‌ଲାର୍ଜମେଣ୍ଟ’ ସର୍ଜରୀ କରି ସ୍ୱାମୀଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିବା ବେଳେ ତାଙ୍କର ମୃତ୍ୟୁଘଟିଛି। ଏମିତି ଏକ ଘଟଣା ଘଟିଛି ଋଷରେ। ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାଁ ଗଲିନା ରକୁଶିନା। ସେ ଗତ ବର୍ଷ ଏପ୍ରିଲ ୧୭ତାରିଖ ଦିନ ମୋସ୍କୋର ଏକ କ୍ଳିନିକ୍‌କୁ ସର୍ଜରୀ କରିବାକୁ ଯାଇଥିଲେ। ଆନେସ୍ଥେସିଆ ଦେବା ପରେ ତାଙ୍କ ହୃତପିଣ୍ଡ […]

sei_15460071-e1528186298245

sei_15460071-e1528186298245

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 01:13 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାମୀଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ ହେଲେ ଚାଲିଗଲା ଜୀବନ। ଏହି ୩୦ବର୍ଷୀୟ ମହିଳା ତଥା ଦୁଇଟି ପିଲାର ମାଆ 'ବ୍ରେଷ୍ଟ ଏନ୍‌ଲାର୍ଜମେଣ୍ଟ' ସର୍ଜରୀ କରି ସ୍ୱାମୀଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିବା ବେଳେ ତାଙ୍କର ମୃତ୍ୟୁଘଟିଛି। ଏମିତି ଏକ ଘଟଣା ଘଟିଛି ଋଷରେ।

ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାଁ ଗଲିନା ରକୁଶିନା। ସେ ଗତ ବର୍ଷ ଏପ୍ରିଲ ୧୭ତାରିଖ ଦିନ ମୋସ୍କୋର ଏକ କ୍ଳିନିକ୍‌କୁ ସର୍ଜରୀ କରିବାକୁ ଯାଇଥିଲେ। ଆନେସ୍ଥେସିଆ ଦେବା ପରେ ତାଙ୍କ ହୃତପିଣ୍ଡ କିଛି ସମୟ ପାଇଁ କାମ କରିବା ବନ୍ଦ କରିଦେଇଥିଲା। ପାଖାପାଖି ୩ମିନିଟ୍‌ ପର୍ଯ୍ୟନ୍ତ ତାଙ୍କ ହୃତପିଣ୍ଡ କାମ କଲାନି। ପୁଣିଥରେ ଯେତେବେଳେ ହୃତପିଣ୍ଡ କାମ କରିବା ଆରମ୍ଭ କଲା ସେତବେଳକୁ ଆଉ ଏକ ସମସ୍ୟା ଦେଖା ଦେଇଥିଲା। ତାଙ୍କ ମସ୍ତିଷ୍କରେ ଅକ୍ସିଜେନ୍‌ର ଅଭାବ ଦେଖା ଦେଇଥିଲା। ଫଳରେ ସେ କୋମାକୁ ଚାଲିଯାଇଥିଲେ। ଦୀର୍ଘ ବର୍ଷେ ପର୍ଯ୍ୟନ୍ତ କୋମାରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗଲିନାଙ୍କର ଜଣେ ସାଙ୍ଗ କହିଛନ୍ତି, ''ଆମେ ସମସ୍ତେ ଗୋଟେ ଚମତ୍କାର ଆଶାରେ ଥିଲୁ। ଗଲିନା ଏହି ସର୍ଜରୀ ପାଇଁ ଲୁଚେଇକି ପଇସା ସଞ୍ଚୟ କରୁଥିଲେ।"

ଗଲିନାଙ୍କ ମୃତ୍ୟୁପରେ ପୋଲିସ କ୍ଳିନିକ୍‌ରେ ପହଞ୍ଚି ସର୍ଜରୀ ସମୟରେ ତାଙ୍କୁ ଦିଆଯାଇଥିବା ଔଷଧର ଯାଞ୍ଚ କରିଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ନିକଟରେ ଋଷର ଜଣେ ୫୪ବର୍ଷୀୟ ମହିଳଙ୍କର ପ୍ଲାଷ୍ଟିକ ସର୍ଜରୀ ସମୟରେ ମୃତ୍ୟୁ ଘଟିଥିଲା। ଏଥିସହ ଋଷର ରାଜଧାନୀ ମୋସ୍କୋରେ ବ୍ୟୁଟି ସର୍ଜରୀ ସମୟରେ ଅନେକ ମହିଳାଙ୍କର ମୃତ୍ୟୁ ହେଉଥିବାର ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story