ଏଚ୍‌ଆଇଭି ଆକ୍ରାନ୍ତ ଜାଣି ଚାଲିଗଲା ଜୀବନ, ପରେ ଜଣା ପଡ଼ିଲା ଆଶ୍ଚର୍ଯ୍ୟଜନକ ସତ

ଚଣ୍ଡୀଗଡ଼: ଏଚ୍ଆଇଭି ଆକ୍ରାନ୍ତ ଜଣାପଡ଼ିବାରେ କୋମା ଅବସ୍ଥାକୁ ଚାଲିଯାଇ ମୃତ୍ୟୁବରଣ କରିଥିବା ଜଣେ ୨୨ ବର୍ଷ ବୟସ୍କ ଯୁବତୀ ପରେ ଏଚ୍ଆଇଭି ଆକ୍ରାନ୍ତ ନୁହେଁ ବୋଲି ଜଣାପଡ଼ିଛି। ତେବେ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା ଏବଂ ପରେ ସରକାରୀ ହସ୍ପିଟାଲରେ ଯେଉଁ ତଥ୍ୟ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ବିଧାୟକ ମୋହନ ଲାଲ ବ୍ରକ୍ତା ଏହି […]

aids

aids

Subrat Kumar Nayak
  • Published: Thursday, 29 August 2019
  • Updated: 29 August 2019, 04:56 PM IST

Sports

Latest News

ଚଣ୍ଡୀଗଡ଼: ଏଚ୍ଆଇଭି ଆକ୍ରାନ୍ତ ଜଣାପଡ଼ିବାରେ କୋମା ଅବସ୍ଥାକୁ ଚାଲିଯାଇ ମୃତ୍ୟୁବରଣ କରିଥିବା ଜଣେ ୨୨ ବର୍ଷ ବୟସ୍କ ଯୁବତୀ ପରେ ଏଚ୍ଆଇଭି ଆକ୍ରାନ୍ତ ନୁହେଁ ବୋଲି ଜଣାପଡ଼ିଛି। ତେବେ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା ଏବଂ ପରେ ସରକାରୀ ହସ୍ପିଟାଲରେ ଯେଉଁ ତଥ୍ୟ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ବିଧାୟକ ମୋହନ ଲାଲ ବ୍ରକ୍ତା ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବା ପରେ ଏହା ସମସ୍ତଙ୍କ ସାମ୍ନାକୁ ଆସିଛି। ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ପରେ ମୁଖ୍ରମନ୍ତ୍ରୀ ଠାକୁର କହିଥିଲେ, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏହାର ତଦନ୍ତ କରି ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯିବ।

ବିଧାୟକ ଆଜି ସୂଚନା ଦେଇଥିଲେ, ଶିମ୍ଲାର ଇନ୍ଦିରା ଗାନ୍ଧି ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଏହି ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ସେ ଏଚ୍ଆଇଭି ଆକ୍ରାନ୍ତ ଜାଣିବା ପରେ ମାନସିକ ଭାବେ ଯେଉଁ ଆଘାତ ପାଇଥିଲେ ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେଠାରେ ପରୀକ୍ଷାରୁ ଜଣାପଡ଼ିଥିଲା ପୂର୍ବ ରିପୋର୍ଟ ସମ୍ପୂର୍ଣ୍ଣ ଭୁଲ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story