ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ‌ ଭର୍ତ୍ତି କରିଦେଲେ

ଭୋପାଲ: ଦିଲ୍ଲୀର ନିର୍ଭୟା କାଣ୍ଡର ପୁନରାବୃତ୍ତି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଘଟିଛି। ଜଣେ ବିଧବାଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରିଦେଇଛନ୍ତି। ଏଥିଯୋଗୁ ମହିଳା ଜଣଙ୍କ ଏବେ ହସ୍ପିଟାଲରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି। ଶନିବାର ସନ୍ଧ୍ୟାରେ ଏହି ମହିଳା ଜଣଙ୍କ ରହୁଥିବା ଛୋଟ କୁଡ଼ିଆ ନିକଟରେ ୩ ଜଣ ବ୍ୟକ୍ତି ପହଞ୍ଚିଥିଲେ। ଏହାପରେ ସେମାନେ ତାଙ୍କୁ ପାଣି ମାଗିଥିଲେ। ହେଲେ ମହିଳା ଜଣଙ୍କ ମନା […]

r

r

Ordigital Desk
  • Published: Monday, 11 January 2021
  • Updated: 11 January 2021, 07:05 PM IST

ଭୋପାଲ: ଦିଲ୍ଲୀର ନିର୍ଭୟା କାଣ୍ଡର ପୁନରାବୃତ୍ତି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଘଟିଛି। ଜଣେ ବିଧବାଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରିଦେଇଛନ୍ତି। ଏଥିଯୋଗୁ ମହିଳା ଜଣଙ୍କ ଏବେ ହସ୍ପିଟାଲରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଶନିବାର ସନ୍ଧ୍ୟାରେ ଏହି ମହିଳା ଜଣଙ୍କ ରହୁଥିବା ଛୋଟ କୁଡ଼ିଆ ନିକଟରେ ୩ ଜଣ ବ୍ୟକ୍ତି ପହଞ୍ଚିଥିଲେ। ଏହାପରେ ସେମାନେ ତାଙ୍କୁ ପାଣି ମାଗିଥିଲେ। ହେଲେ ମହିଳା ଜଣଙ୍କ ମନା କରିଦେଇଥିଲେ। କିଛି ସମୟ ପରେ ୩ ଜଣ ଯାକ ବ୍ୟକ୍ତି ମହିଳା ରହୁଥିବା ଘରେ ଲାଗିଥିବା ବାଉଁଶକୁ ଭାଙ୍ଗି ଏହା ମଧ୍ୟକୁ ଜୋରଜବରଦସ୍ତ ପ୍ରବେଶ କରିଥିଲେ।

ଏହି ବ୍ୟକ୍ତିମାନେ କେବଳ ମହିଳାଙ୍କୁ ଗଣଦୁଷ୍କର୍ମ କରି ନଥିଲେ ବରଂ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ଭର୍ତ୍ତି କରି ଫେରାର ହୋଇଯାଇ ଥିଲେ। ଏଭଳି ରକ୍ତାକ୍ତ ଅବସ୍ଥାରେ ମହିଳା ଜଣଙ୍କ ସକାଳ ଯାଏ ଘର ଭିତରେ ପଡ଼ି ରହିଥିଲେ। ସକାଳେ ତାଙ୍କ ଭଉଣୀ ଆସି ପୂରା ଘଟଣାକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ।

ସେ ତୁରନ୍ତ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ମହିଳାଙ୍କୁ ଅମିଲିଆ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ସିଦ୍ଧି ଜିଲ୍ଲାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବି ତାଙ୍କ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ଶେଷରେ ତାଙ୍କୁ ରେୱା ହସ୍ପିଟାଲକୁ ପଠାଯାଇଛି। ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ପୁଲିସ୍‌ ଏହି ଘଟଣାରେ ମହିଳା ରହୁଥିବା ଗାଁର ଲାଲୁ ପଟେଲ, ଭାଇଲାଲ ପଟେଲ ଓ ଆଉ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story