ବିଗ୍‌ ବସ୍‌ ତେଲୁଗୁ’ରେ ଯୌନ କେଳେଙ୍କାରୀ!

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ମହିଳା ସାମ୍ବାଦିକ ‘ବିଗ୍‌ ବସ୍‌ ତେଲୁଗୁ’ କାର୍ଯ୍ୟକ୍ରମ ନାଁ’ରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ର ତୃତୀୟ ସଂସ୍କରଣ ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଶୋ’ର ଫାଇନାଲ୍‌ ସିଲେକ୍ସନ୍‌ ରାଉଣ୍ଡକୁ ଯିବାକୁ ହେଲେ ପ୍ରଥମେ ‘ବସ୍‌’ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅଧାରରେ ଏହି ରିଅଲିଟି ଶୋ’ର ଆୟୋଜକମାନଙ୍କ ନାମରେ […]

big-boss-3

big-boss-3

Subrat Kumar Nayak
  • Published: Sunday, 14 July 2019
  • Updated: 15 July 2019, 08:25 AM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ମହିଳା ସାମ୍ବାଦିକ ‘ବିଗ୍‌ ବସ୍‌ ତେଲୁଗୁ’ କାର୍ଯ୍ୟକ୍ରମ ନାଁ'ରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ର ତୃତୀୟ ସଂସ୍କରଣ ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଶୋ’ର ଫାଇନାଲ୍‌ ସିଲେକ୍ସନ୍‌ ରାଉଣ୍ଡକୁ ଯିବାକୁ ହେଲେ ପ୍ରଥମେ ‘ବସ୍‌’ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅଧାରରେ ଏହି ରିଅଲିଟି ଶୋ’ର ଆୟୋଜକମାନଙ୍କ ନାମରେ ବଞ୍ଜାରା ହିଲ୍ସ ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକ ଉକ୍ତ ଶୋ’ ପାଇଁ ସିଲେକ୍ଟ ହୋଇଥିବା ନେଇ ଏକ ଫୋନ୍ କଲ୍ ପାଇଥିଲେ। ଏହା ପରେ ସେ  ଆୟୋଜକ ଟିମ୍‌ର ୪ ଜଣ ସଦସ୍ୟଙ୍କୁ ଭେଟିଥିଲେ। ସେହି ସମୟରେ ସେମାନେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ସିଲେକ୍ସନ୍‌ର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବାକୁ ହେଲେ  ସେମାନଙ୍କ ‘ବସ୍‌’ଙ୍କ ସହିତ ତାଙ୍କୁ (ଉକ୍ତ ମହିଳା ସାମ୍ବାଦିକଙ୍କୁ) ଶାରିରୀକ ସମ୍ପର୍କ ରଖିବାକୁ ହେବ ବୋଲି କହିଥିଲେ। ଏହା ସହିତ ଉକ୍ତ ମହିଳା ସାମ୍ବାଦିକଙ୍କ ଶରୀରକୁ ନେଇ ସେମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story