ଯୌତୁକ ଲୋଭରେ ରାକ୍ଷସ ପାଲଟି ଗଲେ; ଆଖି ତାଡ଼ି ବିଷ ପିଆଇ ଦେଲେ

ପାଟନା: ଯୌତୁକ ଲୋଭରେ ପଶୁ ପାଲଟି ଗଲେ। ପ୍ରଥମେ ବୋହୂର ଆଖି ତାଡ଼ି ଦେଲେ ଓ ତା’ପରେ ତାକୁ ବିଷ ପିଆଇ ମାରି ଦେଲେ। ଏମିତି ଏକ ଘଟଣା ଘଟିଛି ବିହାରର ନାଳନ୍ଦା ଜିଲ୍ଲାର ଫୁଲଓରିୟା ଗାଁରେ। ମୃତ ମହିଳାଙ୍କ ନାଁ ବବିତା ଦେବୀ। ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ରାତିରେ ଶ୍ୱଶୁର ଘର ଲୋକେ ପ୍ରଥମେ ବବିତାଙ୍କୁ ଖୁବ୍ ମାଡ଼ ମାରିଥିଲେ। ତା’ପରେ ତାଙ୍କ ଆଖି ତାଡ଼ି ଦେଇଥିଲେ। ଆଉ ତା’ପରେ ବିଷ ପିଆଇ ମାରି […]

deadbody

deadbody

Jitendra Garnayak
  • Published: Sunday, 23 September 2018
  • Updated: 23 September 2018, 08:19 AM IST

Sports

Latest News

ପାଟନା: ଯୌତୁକ ଲୋଭରେ ପଶୁ ପାଲଟି ଗଲେ। ପ୍ରଥମେ ବୋହୂର ଆଖି ତାଡ଼ି ଦେଲେ ଓ ତା’ପରେ ତାକୁ ବିଷ ପିଆଇ ମାରି ଦେଲେ। ଏମିତି ଏକ ଘଟଣା ଘଟିଛି ବିହାରର ନାଳନ୍ଦା ଜିଲ୍ଲାର ଫୁଲଓରିୟା ଗାଁରେ। ମୃତ ମହିଳାଙ୍କ ନାଁ ବବିତା ଦେବୀ।

ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ରାତିରେ ଶ୍ୱଶୁର ଘର ଲୋକେ ପ୍ରଥମେ ବବିତାଙ୍କୁ ଖୁବ୍ ମାଡ଼ ମାରିଥିଲେ। ତା’ପରେ ତାଙ୍କ ଆଖି ତାଡ଼ି ଦେଇଥିଲେ। ଆଉ ତା’ପରେ ବିଷ ପିଆଇ ମାରି ଦେଇଥିଲେ।

ବବିତାଙ୍କ ମୃତଦେହକୁ ଜହାନାବାଦର ଗୋବିନ୍ଦପୁର ଗାଁରେ ଏକ ଜମିରେ ଫୋପାଡ଼ି ଦେଇଥିଲେ। ସେଠାକାର ଲୋକେ କ୍ଷତାକ୍ତ ଶବ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଛାନ୍‌ଭିନ୍ କରିବା ପରେ ବବିତାଙ୍କ ସଂପର୍କରେ ଜଣାପଡ଼ିଥିଲା।

ପୁଲିସ୍ ବବିତାଙ୍କ ସ୍ୱାମୀ ସୁଧୀର କୁମାରଙ୍କୁ ଗିରଫ କରିଛି। ତେବେ ତାଙ୍କ ପରିବାରର ଆଉ ୫ ସଦସ୍ୟ ଫେରାର ଅଛନ୍ତି। ପୁଲିସ୍ ସେମାନଙ୍କୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story