ଜାଗୁଆର ସହ ସେଲଫି ମହଙ୍ଗା ପଡ଼ିଲା, କ୍ଷତାକ୍ତ ହେଲେ ମହିଳା

ୱାଶିଂଟନ୍‌: ସେଲଫି ନିଶା କେତେ ଭୟଙ୍କର ହୋଇପାରେ, ତା’ର ଆଉ ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଆମେରିକାର ଆରିଜୋନା ଚିଡ଼ିଆଖାନାରେ ଜଣେ ମହିଳା ଗୋଟିଏ ଜାଗୁଆର ସହ ସେଲଫି ନେବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି। ‘ସନ୍‌’ରେ ପ୍ରକାଶିତ ଖବର ଅନୁଯାୟୀ, ମହିଳା ଜଣଙ୍କ ଚିଡ଼ିଆଖାନାରେ ଥିବା ବିଭିନ୍ନ ଜନ୍ତୁଙ୍କୁ ଦେଖୁଥିଲେ। ହେଲେ ହଠାତ୍‌ ସେ ଜାଗୁଆର ସହ ସେଲଫି ନେବା ପାଇଁ ତା’ର ଏନ୍‌କ୍ଲୋଜନର ମଧ୍ୟକୁ ବ୍ୟାରିକେଡ୍‌ ଡେଇଁ ଚାଲି ଯାଇଥିଲେ। ଏହି […]

j

j

Hemant Lenka
  • Published: Monday, 11 March 2019
  • Updated: 11 March 2019, 05:35 PM IST

Sports

Latest News

ୱାଶିଂଟନ୍‌: ସେଲଫି ନିଶା କେତେ ଭୟଙ୍କର ହୋଇପାରେ, ତା’ର ଆଉ ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଆମେରିକାର ଆରିଜୋନା ଚିଡ଼ିଆଖାନାରେ ଜଣେ ମହିଳା ଗୋଟିଏ ଜାଗୁଆର ସହ ସେଲଫି ନେବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି।

'ସନ୍‌'ରେ ପ୍ରକାଶିତ ଖବର ଅନୁଯାୟୀ, ମହିଳା ଜଣଙ୍କ ଚିଡ଼ିଆଖାନାରେ ଥିବା ବିଭିନ୍ନ ଜନ୍ତୁଙ୍କୁ ଦେଖୁଥିଲେ। ହେଲେ ହଠାତ୍‌ ସେ ଜାଗୁଆର ସହ ସେଲଫି ନେବା ପାଇଁ ତା'ର ଏନ୍‌କ୍ଲୋଜନର ମଧ୍ୟକୁ ବ୍ୟାରିକେଡ୍‌ ଡେଇଁ ଚାଲି ଯାଇଥିଲେ। ଏହି ସମୟରେ ଜାଗୁଆରଟି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସେ କ୍ଷତାକ୍ତ ହୋଇଥିଲେ ହେଁ ଚିଡ଼ିଆଖାନା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story