ମୋଦିଙ୍କୁ ବାହା ହେବାକୁ ମାସେ ହେଲାଣି ଧାରଣାରେ ବସିଛନ୍ତି ଜଣେ ମହିଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାହା ହେବାର ସ୍ୱପ୍ନ ଦେଖୁଛନ୍ତି ଜଣେ ମହିଳା। ଏଥିପାଇଁ ସେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ରାଜସ୍ଥାନର ଏହି ମହିଳାଙ୍କ ନାଁ ହେଉଛି ଓମ୍ ଶାନ୍ତି ଶର୍ମା। ବୟସ ୪୪ ବର୍ଷ। ସେପ୍ଟେମ୍ବର ୮ ତାରିଖରୁ ସେ ମୋଦିଙ୍କୁ ବାହା ହେବା ଦାବିରେ ଧାରଣାରେ ବସିଛନ୍ତି। ଏହି ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଛନ୍ତି। ଏମିତି ସ୍ଥିତିରେ ତାଙ୍କ ଦୁଃଖ ଓ ବେଦନା କେବଳ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 01:45 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାହା ହେବାର ସ୍ୱପ୍ନ ଦେଖୁଛନ୍ତି ଜଣେ ମହିଳା। ଏଥିପାଇଁ ସେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ରାଜସ୍ଥାନର ଏହି ମହିଳାଙ୍କ ନାଁ ହେଉଛି ଓମ୍ ଶାନ୍ତି ଶର୍ମା। ବୟସ ୪୪ ବର୍ଷ। ସେପ୍ଟେମ୍ବର ୮ ତାରିଖରୁ ସେ ମୋଦିଙ୍କୁ ବାହା ହେବା ଦାବିରେ ଧାରଣାରେ ବସିଛନ୍ତି।

ଏହି ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଛନ୍ତି। ଏମିତି ସ୍ଥିତିରେ ତାଙ୍କ ଦୁଃଖ ଓ ବେଦନା କେବଳ ପ୍ରଧାନମନ୍ତ୍ରୀ ହିଁ ବୁଝିପାରିବେ। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ବୟସରେ ବଡ଼। ତେଣୁ ସେ ତାଙ୍କର ସେବା କରିବା ପାଇଁ ଚାହୁଁଛନ୍ତି।

ଶାନ୍ତି ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ଖୁବ୍‌ ଭଲ। ସେ ଗରିବଙ୍କ ଦୁଃଖ ଶୁଣନ୍ତି। ତାଙ୍କର ଏହି ସ୍ୱଭାବ ତାଙ୍କୁ ଭାରି ଭଲ ଲାଗେ।

ପ୍ରାୟ ମାସେ ଜନ୍ତର ମନ୍ତରରେ ମୋଦିଙ୍କ ଫଟୋ ରଖି ବସିଥିବା ଏହି ମହିଳା ଜଣଙ୍କ କହିଛନ୍ତି,“ମୋର ପୂରା ବିଶ୍ୱାସ ଯେ ମୋଦି ମୋ ଦୁଃଖ କାହାଣୀ ଶୁଣିବା ପରେ ମୋତେ ଭେଟିବାକୁ ଆସିବେ ଓ ଆପଣାଇ ନେବେ।”

ସେ ଯନ୍ତର ମନ୍ତରରେ ଫୁଟ୍‌ପାଥ୍‌ ଉପରେ ରହୁଛନ୍ତି। ସେଇଠି ବି ଶୋଉଛନ୍ତି। ପ୍ରଧାନମନ୍ତ୍ରୀ ଥରେ ତାଙ୍କୁ ଭେଟିବାକୁ ଆସିଲେ ସେ ଧାରଣାରୁ ଉଠିଯିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story