ସହିଦ ଭାଇର ପ୍ରତିମୂର୍ତ୍ତିରେ ଭଉଣୀ ବାନ୍ଧିଲା ରାକ୍ଷୀ

ଯୋଧପୁର: ଗତକାଲି  ସମଗ୍ର ଦେଶରେ ପାଳିତ ହୋଇଛି ରାକ୍ଷୀ ପୂର୍ଣ୍ଣିମା। ଭଉଣୀମାନେ ବର୍ଷ ସାରା ଏହି ଦିନଟିକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଭାଇ ହାତରେ ରାକ୍ଷୀ ବାନ୍ଧି ପ୍ରତିବଦଳରେ ଢେର ଭଲ ପାଇବା ଓ ଉପହାର ପାଇଥାନ୍ତି। ଭାଇଠୁ ମିଳିଥାଏ ସାରା ଜୀବନ ସବୁ ବିପଦଆପଦରେ ଛିଡ଼ା ହେବାର ପ୍ରତିଶ୍ରୁତି। ହେଲେ ଏବେ ରାଜସ୍ଥାନର  ରାକ୍ଷୀ ପୂର୍ଣ୍ଣିମାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁ ଫଟୋ ଆପଣଙ୍କୁ ପ୍ରଥମେ ଏକ ସାଧାରଣ ଫଟୋ […]

rakhi

rakhi

Niharika Rout
  • Published: Friday, 12 August 2022
  • Updated: 12 August 2022, 02:13 PM IST

Sports

Latest News

ଯୋଧପୁର: ଗତକାଲି  ସମଗ୍ର ଦେଶରେ ପାଳିତ ହୋଇଛି ରାକ୍ଷୀ ପୂର୍ଣ୍ଣିମା। ଭଉଣୀମାନେ ବର୍ଷ ସାରା ଏହି ଦିନଟିକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଭାଇ ହାତରେ ରାକ୍ଷୀ ବାନ୍ଧି ପ୍ରତିବଦଳରେ ଢେର ଭଲ ପାଇବା ଓ ଉପହାର ପାଇଥାନ୍ତି। ଭାଇଠୁ ମିଳିଥାଏ ସାରା ଜୀବନ ସବୁ ବିପଦଆପଦରେ ଛିଡ଼ା ହେବାର ପ୍ରତିଶ୍ରୁତି। ହେଲେ ଏବେ ରାଜସ୍ଥାନର  ରାକ୍ଷୀ ପୂର୍ଣ୍ଣିମାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଯେଉଁ ଫଟୋ ଆପଣଙ୍କୁ ପ୍ରଥମେ ଏକ ସାଧାରଣ ଫଟୋ ପରି ଲାଗିବ । କିନ୍ତୁ ତା’ ମର୍ମ କଥା ବୁଝିଲେ ଆପଣ ନିଜ ଲୁହକୁ ରୋକି ପାରିବେନି ।  ଏହି ଫଟୋରେ ଜଣେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଉଛି ତାହା ସତ, କିନ୍ତୁ ପ୍ରତିବଦଳରେ ଭଉଣୀକୁ ଉପହାର ଦେବାକୁ ଉଠୁନି ଭାଇର ହାତ । ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ବି ଦେଇପାରୁନି ଭାଇ। କାରଣ ଭାଇ ହୋଇ ଯାଇଛି ନିଶ୍ଚଳ । ମହିଳାଜଣକ ଯେଉଁ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ତାହା ତାଙ୍କ ଭାଇର ହାତ ନୁହେଁ, ଉକ୍ତ ହାତଟି ତାଙ୍କ ଭାଇଙ୍କ ପ୍ରତିମୂର୍ତ୍ତିର ।

ସେନାରେ ଥିବା ଭାଇ ସହିଦ ହେବା ପରେ ରାକ୍ଷୀ ପୂର୍ଣ୍ଣିମାରେ ଭାଇର ଅନୁପସ୍ଥିତି ଅନୁଭବ କରୁଥିବା ଭଉଣୀ ସବୁ ବର୍ଷ ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ନିଜ ମନକୁ ବୁଝାଇଥାଏ। ଭାଇର ହାତ ସିନା ଭଉଣୀକୁ ଆର୍ଶୀବାଦ ଦେବାକୁ କିମ୍ବା ଉପହାର ଦେବାକୁ ଉଠି ନ ଥାଏ ହେଲେ ନିଜ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ଭଉଣୀ ପାଇଥାଏ ପରମ ତୃପ୍ତି।

ଏହି ପ୍ରତିମୂର୍ତ୍ତି ହେଉଛି ସହିଦ ଗଣପତ ରାମ କଡୱାସରାଙ୍କର । ତାଙ୍କ ଘର ରାଜସ୍ଥାନର ଯୋଧପୁର ଜିଲ୍ଲାର ଖୁଡିୟାଲା ଗାଁରେ ବୋଲି ଜଣାଯାଇଛି। ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଥିବା ବେଳେ ଗଣପତ ୨୦୧୭ ମସିହା ସେପ୍ଟେମ୍ବର ୨୪ ତାରିଖରେ ଶତ୍ରୁ ପକ୍ଷଙ୍କ ଗୁଳିରେ ସହିଦ ହୋଇଥିଲେ ।  ଭାଇକୁ ହରାଇବାର ଦୁଃଖ ସବୁବେଳେ ଭଉଣୀ ମନକୁ ଆନ୍ଦୋଳିତ କରୁଥିବା ବେଳେ ଦେଶ ପାଇଁ ଭାଇର ବଳିଦାନ ଯୋଗୁ କିନ୍ତୁ ଗର୍ବିତ ଅନୁଭବ କରୁଛି।

ବେଦାନ୍ତ ବିର୍ଲା ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ବେଳେ ହୃଦୟକୁ ଛୁଇଁବା ପରି କ୍ୟାପସନ ଦେଇଛନ୍ତି। ସେ ଲେଖିଛନ୍ତି, ଏହା ହେଉଛି ଦୁଃଖ ଓ ଗର୍ବର କ୍ଷଣ । ଏହା ଏପରି ମୁହୂର୍ତ୍ତ  ଯାହା ଭାରତବୁ ଅବିଶ୍ୱସନୀୟ କରୁଛି। ଜଣେ ଭଉଣୀ ମନରେ ଭାଇକୁ ହରାଇବାର ଦୁଃଖ ଥିବା ବେଳେ ଭାଇ ଦେଶ ପାଇଁ ବଳିଦାନ ଦେଇଥିବାର ଗର୍ବ ବି ବାରି ହୋଇ ପଡ଼ୁଛି ।  ଭାଇକୁ ହରାଇ ମାନସିକ ଭାବେ ଶକ୍ତ ଆଘାତ ପାଇଥିବା ଭଉଣୀ, ନିଜ ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ନିଜ ମନକୁ ବୁଝାଉଛି। ଏହି ଫଟୋକୁ ୩ ହଜାରକୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଏହା ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଭାଇରାଲ ହେବା ପରେ ବହୁ ଇମୋସନାଲ କମେଣ୍ଟ ଆସିବାରେ ଲାଗିଛି।

ଜସ୍ଥାନର ଫତେହପୁରରେ ବି ଏପରି ଘଟଣା ଘଟିଥିବା ସାମନାକୁ ଆସିଛି। ନିଜ ସହିଦ ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବାକୁ ଜଣେ ଭଉଣୀ ପ୍ରତିବର୍ଷ ୮ଶହ କିମି ଅତିକ୍ରମ କରି ଆସୁଛି। ଏହି ସହିଦଜଣକ ହେଉଛନ୍ତି ଧର୍ମବୀର ସିଂ । ଧର୍ମବୀର କଶ୍ମୀରର ଲାଲ ଚୌକରେ ମୁତୟନ ଥିବା ବେଳେ ୨୦୦୫ ମସିହାରେ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story