ସାବରୀମାଲା ପ୍ରବେଶ କରି ଇତିହାସ ରଚିଥିବା କନକଦୁର୍ଗାଙ୍କୁ ସମ୍ପର୍କୀୟଙ୍କ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ଥିରୁଭନନ୍ତପୁରମ୍‌: କେରଳର ସାବରୀମାଲା ମନ୍ଦିରରେ ବର୍ଷ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭାଙ୍ଗିବା ସହିତ ମନ୍ଦିର ପ୍ରବେଶ କରି ଇତିହାସ ରଚିଥିବା ଦୁଇ ମହିଳାଙ୍କ ମଧ୍ୟରୁ କନକ ଦୁର୍ଗାଙ୍କୁ ତାଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଜଣାଯାଇଛି। ସେ ଘରକୁ ଫେରିବା ପରେ ଏହି ଆକ୍ରମଣ ହୋଇଥିଲା ଏବଂ ସେ ପେରନ୍ଥାଲମନ୍ନା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ଜାନୁଆରୀ ୨ ତାରିଖରେ ପ୍ରତ୍ୟକ୍ଷ ଠାକୁର ବିଶ୍ୱାସ କରାଯାଉଥିବା ଆୟପ୍ପା ଭଗବାନଙ୍କ ମନ୍ଦିରରେ ସେ ପ୍ରବେଶ କରିବାପରେ ତାଙ୍କ ପରିବାର […]

sabarimala

sabarimala

Subrat Kumar Nayak
  • Published: Tuesday, 15 January 2019
  • Updated: 15 January 2019, 11:56 AM IST

Sports

Latest News

ଥିରୁଭନନ୍ତପୁରମ୍‌: କେରଳର ସାବରୀମାଲା ମନ୍ଦିରରେ ବର୍ଷ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭାଙ୍ଗିବା ସହିତ ମନ୍ଦିର ପ୍ରବେଶ କରି ଇତିହାସ ରଚିଥିବା ଦୁଇ ମହିଳାଙ୍କ ମଧ୍ୟରୁ କନକ ଦୁର୍ଗାଙ୍କୁ ତାଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଜଣାଯାଇଛି। ସେ ଘରକୁ ଫେରିବା ପରେ ଏହି ଆକ୍ରମଣ ହୋଇଥିଲା ଏବଂ ସେ ପେରନ୍ଥାଲମନ୍ନା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗତ ଜାନୁଆରୀ ୨ ତାରିଖରେ ପ୍ରତ୍ୟକ୍ଷ ଠାକୁର ବିଶ୍ୱାସ କରାଯାଉଥିବା ଆୟପ୍ପା ଭଗବାନଙ୍କ ମନ୍ଦିରରେ ସେ ପ୍ରବେଶ କରିବାପରେ ତାଙ୍କ ପରିବାର ତାଙ୍କୁ ଗ୍ରହଣ କରିବନି ବୋଲି ମନା କରିବା ସହିତ ତାଙ୍କ ସ୍ୱାମୀ କନକ ନିଖୋଜ ଥିବା ପୁଲିସ୍‌ରେ ଜଣାଇଥିଲେ।

ସେ ସାବରୀମାଲା ମନ୍ଦିରରେ ପ୍ରବେଶ କରିବାପରେ କଠୋରପନ୍ଥୀଙ୍କଠାରୁ ଧମକ ପାଇ କନ୍ନୁର ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ବିନ୍ଦୁ ଆମିନି ମଧ୍ୟ ନିଖୋଜ ଅଛନ୍ତି। ଏହି ଦୁଇ ଜଣଙ୍କ ମନ୍ଦିର ପ୍ରବେଶ କାରଣରୁ କେରଳରେ ଅଶାନ୍ତି ଆରମ୍ଭ ହୋଇଥିଲା ଏବଂ ଦିନ ତମାମ ବିକ୍ଷୋଭ କରାଯାଇଥିଲା।

ଏକ ଅଜଣା ସ୍ଥାନରେ ଲୁଚିଥିବା ଅବସ୍ଥାରେ ବିନ୍ଦୁ ଗଣମାଧ୍ୟମକୁ କହିଥିଲେ, ସେମାନେ ବିକ୍ଷୋଭକାରୀଙ୍କଠାରୁ ଧମକ ପାଉଥିଲେ ମଧ୍ୟ ପ୍ରଶାସନକୁ ବିଶ୍ୱାସ କରି ମନ୍ଦିର ଯାଇଥିଲେ। ସେ କହିଥିଲେ,“ମୁଁ ସବୁବେଳେ କହିଆସିଛି ଆମର କେରଳ ପୁଲିସ୍‌ ଉପରେ, କେରଳ ରାଜ୍ୟ ସରକାରଙ୍କ ଉପରେ ଏବଂ କେରଳର ଗଣତାନ୍ତ୍ରିକ ସମାଜ ଉପରେ ଭରସା ଅଛି।”

ସୂଚନାଯୋଗ୍ୟ ଯେ, ଏହି ମନ୍ଦିରର ପରମ୍ପରାରେ ‘ଋତୁସ୍ରାବଯୋଗ୍ୟ’ ମହିଳାଙ୍କ ପ୍ରବେଶ ନିଷେଧ ରହିଛି। କିନ୍ତୁ ଲିଙ୍ଗଗତ ସମାନତା ଆଧାରରେ ମହିଳାଙ୍କର ଏଥିପାଇଁ ଅଧିକାର ରହିଛି ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ମନ୍ଦିର ପ୍ରବେଶ ନେଇ ରାୟ ଦେଇଥିଲେ। କିନ୍ତୁ ଏହାକୁ ତୀବ୍ର ବିରୋଧ କରାଯାଇଆସୁଛି। ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ପରେ ମଧ୍ୟ କେହି ମହିଳା ମନ୍ଦିର ପାଖାପାଖି ପହଞ୍ଚିପାରୁନଥିଲେ ମଧ୍ୟ ଏହି ଦୁଇ ମହିଳା ତାହା କରିଦେଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story