ଚନ୍ଦ୍ରଯାନ-୨ ମିଶନ୍‌ର ସଫଳତା ପଛରେ ରହିଛନ୍ତି ଏହି ଦୁଇ ମହିଳା ବୈଜ୍ଞାନିକ

ନୂଆଦିଲ୍ଲୀ: ଗତକାଲି ଭାରତ ଚନ୍ଦ୍ରପୃଷ୍ଠକୁ ସଫଳତାର ସହିତ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିଛି। ଠିକ୍ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍ଏଲଭି-ଏମକେ-୩ ରକେଟ ଚନ୍ଦ୍ରଯାନ-୨ର ମହାକାଶକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ରକେଟ ଭାବେ ପରିଚିତ। ଆମେରିକା, ଚାଇନା ଓ ଋଷ୍‌ ପରେ ସ୍ପେସ୍‌ ଇତିହାସରେ ଭାରତର ନାମ ସ୍ୱର୍ଣ୍ଣିମ ଅଧ୍ୟାୟରେ ଯୋଡ଼ି ହୋଇଛି। ଏହା ସମସ୍ତ ଭାରତୀୟଙ୍କ ପାଇଁ […]

moon2

moon2

Puspanjali Panda
  • Published: Tuesday, 23 July 2019
  • Updated: 23 July 2019, 02:55 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଭାରତ ଚନ୍ଦ୍ରପୃଷ୍ଠକୁ ସଫଳତାର ସହିତ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିଛି। ଠିକ୍ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍ଏଲଭି-ଏମକେ-୩ ରକେଟ ଚନ୍ଦ୍ରଯାନ-୨ର ମହାକାଶକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ରକେଟ ଭାବେ ପରିଚିତ।

ଆମେରିକା, ଚାଇନା ଓ ଋଷ୍‌ ପରେ ସ୍ପେସ୍‌ ଇତିହାସରେ ଭାରତର ନାମ ସ୍ୱର୍ଣ୍ଣିମ ଅଧ୍ୟାୟରେ ଯୋଡ଼ି ହୋଇଛି। ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ।

ଭାରତର ଏହି ସଫଳତା ପାଇଁ ପ୍ରତ୍ୟେକ ଭାରତୀୟ ଖୁସି ମନାଉଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଚନ୍ଦ୍ରଯାନ-୨ର ସଫଳତା ପଛରେ ଦୁଇ ମହିଳା ବୈଜ୍ଞାନିକଙ୍କର ବିଶେଷ ଅବଦାନ ରହିଛି। ଯାହା ଜଣାପଡ଼ିବା ପରେ ଦୁହିଁଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ଆହୁରି ବଡ଼ କଥା ହେଉଛି ପ୍ରଥମଥର ପାଇଁ ଇସ୍ରୋର ସ୍ପେସ୍‌ ମିଶନ୍‌ରେ ଏହି ଦୁଇ ମହିଳା ବୈଜ୍ଞାନିକଙ୍କୁ ଭାଗ ନେବାର ସୁଯୋଗ ମିଳିଛି। ଏହି ମହିଳା ଦୁଇଜଣ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ମୁଥୟା ବନିତା ଏବଂ ଚନ୍ଦ୍ରଯାନ-୨ର ମିଶନ ଡାଇରେକ୍ଟର ରିତୁ କରିଢାଲ୍‌।

ଚନ୍ଦ୍ରଯାନ-୨ର ଏହି ମିଶନ୍‌ଟି ଏହି ଦୁଇ ମହିଳା ବୈଜ୍ଞାନିକଙ୍କ ବିନା ସଫଳ ହୋଇପାରିନଥାନ୍ତା। କାହିଁକିନା ମିଶନ୍‌ର ୩୦ ପ୍ରତିଶତ କାମ ଏହି ଦୁଇ ମହିଳା ବୈଜ୍ଞାନିକ କରୁଥିଲେ। ଭାରତୀୟ ସ୍ପେସ୍‌ ମିଶନ ଇତିହାସରେ ମଧ୍ୟ ପ୍ରଥମ ଘଟଣା। ଯେଉଁଥିପାଇଁ ସୋଶାଲ ମିଡିଆ ଆକାଉଣ୍ଟରେ ଦୁଇ ମହିଳା ବୈଜ୍ଞାନିକଙ୍କର ପରିଶ୍ରମ ପାଇଁ ୟୁଜର୍ସ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଉଛନ୍ତି।

ଏହି କଥା ଜଣାପଡ଼ିବା ପରେ ଅନେକ ମହିଳାଙ୍କ ପାଇଁ ଏହି ଦୁଇ ମହିଳା ମହାକାଶ ବିଜ୍ଞାନୀ ପ୍ରେରଣାର ଉତ୍ସ ପାଲଟିଛନ୍ତି ଏବଂ କିଛି ମହିଳା ଏସ୍‌ଇଏମ୍‌ରେ କ୍ୟାରିୟର୍‌ କରିବାକୁ ଚାହୁଁଛନ୍ତି।

ମୁଥୟା ବନିତା ଇସ୍ରୋରେ ୩୨ ବର୍ଷ ଧରି ଇଲେକ୍ଟ୍ରୋନିକସ୍‌ ଓ କମୁନିକେସନସ୍‌ ଇଞ୍ଜିନିୟର୍‌ ଭାବରେ କାର୍ଯ୍ୟ କରଛନ୍ତି । ସେହିପରି ରିତୁ କରିଢାଲ୍‌ ଏରୋସ୍ପେସ୍‌ ଇଞ୍ଜିନିୟର୍‌ ଭାବରେ ୨୨ ବର୍ଷ ଧରି ଇସ୍ରୋରେ କାମ କରୁଛନ୍ତି।
ଟ୍ୱିଟର୍‌ ଦୁହିଁଙ୍କର ପରିଶ୍ରମକୁ ଭୁରି ଭୁରି ପ୍ରଶଂସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story