ଅପରେସନ ପରେ ମହିଳାଙ୍କୁ ତଳେ ଶୋଇ ଦେଲେ

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅବତାର। ହେଲେ ମଧ୍ୟପ୍ରଦେଶର ଏକ ମେଡିକାଲରେ ଡାକ୍ତର ଓ ନର୍ସମାନେ ଏମିତି କାଣ୍ଡ କରିଛନ୍ତି ଯାହା ସବୁ ସୀମାସରହଦ ଟପିଯାଇଛି। ସତନା ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏପରି ଅମାନବିକତା। ଏଠାରେ ବନ୍ଧ୍ୟାକରଣ ପରେ ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୩୦ରୁ ଅଧିକ ମହିଳାଙ୍କୁ ତଳେ ଶୁଆଇ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଘଟଣାର ତଦନ୍ତ କରିବାକୁ […]

mp

mp

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 04:24 PM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅବତାର। ହେଲେ ମଧ୍ୟପ୍ରଦେଶର ଏକ ମେଡିକାଲରେ ଡାକ୍ତର ଓ ନର୍ସମାନେ ଏମିତି କାଣ୍ଡ କରିଛନ୍ତି ଯାହା ସବୁ ସୀମାସରହଦ ଟପିଯାଇଛି। ସତନା ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏପରି ଅମାନବିକତା। ଏଠାରେ ବନ୍ଧ୍ୟାକରଣ ପରେ ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୩୦ରୁ ଅଧିକ ମହିଳାଙ୍କୁ ତଳେ ଶୁଆଇ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଘଟଣାର ତଦନ୍ତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରୁସ୍ତମ ସିଂ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି,“ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଡାକ୍ତର ଓ ନର୍ସମାନେ ମାନବିକତା ଦେଖାଇବା ଦରକାର।”

ଡାକ୍ତରଖାନାରେ ମରାମତି ଚାଲୁଥିବାରୁ ରୋଗୀମାନଙ୍କୁ ତଳେ ଶୁଆଇ ଦି‌ଆଯାଇଥିଲା ବୋଲି ସତନା ଜିଲ୍ଲାର ଚିକିତ୍ସାଧିକାରୀ ଡି.ଏନ.ଗୌତମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story