ଆଜି ବିଶ୍ୱ ବ୍ରେଲି ଦିବସ

ପ୍ୟାରିସ୍: ଆଜି ବିଶ୍ୱ ବ୍ରେଲି ଦିବସ। ଦୃଷ୍ଟିହୀନଙ୍କ ପଢ଼ିବା ଓ ଲେଖିବା ପାଇଁ ବ୍ୟବହୃତ ବ୍ରେଲି ଲିପିର ଉଦ୍ଭାବକ ଲୁଇସ୍ ବ୍ରେଲିଙ୍କ ଜନ୍ମ ଦିବସ ଅବସରରେ ସାରା ବିଶ୍ୱରେ ଏହା ପାଳନ କରାଯାଉଛି। ସେ ୧୮୦୯ ମସିହା ଜାନୁଆରୀ ୪ତାରିଖରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ଦୃଷ୍ଟିହୀନଙ୍କ ପାଇଁ କାର୍ଯ୍ୟକରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆଜି ସଚେତନତା ସୃଷ୍ଟି କରାଯିବା ସହ ପ୍ରତିଯୋଗୀତା ଆଦି ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ସମସ୍ତ ସୂଚନାର ୧୦ପ୍ରତିଶତରୁ କମ୍ ଭାଗ […]

Louis

Louis

Rakesh Mallick
  • Published: Monday, 04 January 2016
  • Updated: 04 May 2017, 03:44 PM IST

Sports

Latest News

ପ୍ୟାରିସ୍: ଆଜି ବିଶ୍ୱ ବ୍ରେଲି ଦିବସ। ଦୃଷ୍ଟିହୀନଙ୍କ ପଢ଼ିବା ଓ ଲେଖିବା ପାଇଁ ବ୍ୟବହୃତ ବ୍ରେଲି ଲିପିର ଉଦ୍ଭାବକ ଲୁଇସ୍ ବ୍ରେଲିଙ୍କ ଜନ୍ମ ଦିବସ ଅବସରରେ ସାରା ବିଶ୍ୱରେ ଏହା ପାଳନ କରାଯାଉଛି। ସେ ୧୮୦୯ ମସିହା ଜାନୁଆରୀ ୪ତାରିଖରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ଦୃଷ୍ଟିହୀନଙ୍କ ପାଇଁ କାର୍ଯ୍ୟକରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆଜି ସଚେତନତା ସୃଷ୍ଟି କରାଯିବା ସହ ପ୍ରତିଯୋଗୀତା ଆଦି ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ସମସ୍ତ ସୂଚନାର ୧୦ପ୍ରତିଶତରୁ କମ୍ ଭାଗ ବ୍ରେଲି ଲିପିରେ ଉପଲବ୍ଧ ଅଛି। ତେଣୁ ଦୃଷ୍ଟିହୀନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସୂଚନାକୁ ବ୍ରେଲିରେ ଅନୁବାଦ ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆହ୍ୱାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story