କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷର ନିକଟତର, ଆମେରିକା ସ୍ଥିତି ସବୁଠାରୁ ଜଟିଳ

ୱାଶିଂଟନ: ମହାମାରୀ କାରୋନା ଭାଇରସ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାକୁ ବସିଲାଣି। ବିଶେଷ କରି ବିଶ୍ୱର ସୁପର ପାୱାର ଆମେରିକା ଏହି ଭାଇରସ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତି ଏପରି ହୋଇଛି ଯେ ମାତ୍ର ୭ ଦିନ ମଧ୍ୟରେ ସ୍ପେନ ଓ ଫ୍ରାନ୍ସର ମୃତ୍ୟୁସଂଖ୍ୟାକୁ ଆମେରିକା ଅତିକ୍ରମ କରିଯାଇଛି। ବର୍ତ୍ତମାନ ଆମେରିକାରେ ୪,୬୮,୮୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬,୬୯୭ରେ ପହଞ୍ଚି ଯାଇଛି। ଆକ୍ରାନ୍ତଙ୍କ ତାଲିକାରେ ଆମେରିକା […]

d

d

Hemant Lenka
  • Published: Friday, 10 April 2020
  • Updated: 10 April 2020, 05:38 PM IST

Sports

Latest News

ୱାଶିଂଟନ: ମହାମାରୀ କାରୋନା ଭାଇରସ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାକୁ ବସିଲାଣି। ବିଶେଷ କରି ବିଶ୍ୱର ସୁପର ପାୱାର ଆମେରିକା ଏହି ଭାଇରସ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତି ଏପରି ହୋଇଛି ଯେ ମାତ୍ର ୭ ଦିନ ମଧ୍ୟରେ ସ୍ପେନ ଓ ଫ୍ରାନ୍ସର ମୃତ୍ୟୁସଂଖ୍ୟାକୁ ଆମେରିକା ଅତିକ୍ରମ କରିଯାଇଛି।

ବର୍ତ୍ତମାନ ଆମେରିକାରେ ୪,୬୮,୮୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬,୬୯୭ରେ ପହଞ୍ଚି ଯାଇଛି। ଆକ୍ରାନ୍ତଙ୍କ ତାଲିକାରେ ଆମେରିକା ୧ନଂ ସ୍ଥାନରେ ରହିଛି। ଲଗାତାର ୩ ଦିନ ହେଲାଣି ଏଠାରେ ପ୍ରାୟ ୧୯ ଶହ ଲୋକଙ୍କ ଜୀବନ ଯାଉଛି।

ଅନ୍ୟପକ୍ଷରେ ବିଶ୍ୱର ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଯୋଗୁ ଇତି ମଧ୍ୟରେ ୯୬,୯୪୦ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ଏହି ଭାଇରସରେ ୧୬,୧୭,୫୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ୩,୬୫,୭୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗୋଟିଏ ତଥ୍ୟ ଅନୁଯାୟୀ, କରୋନା ଗୋଟିଏ ମାସ ମଧ୍ୟରେ ୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଥିଲା। ହେଲେ ୫ରୁ ୧୬ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେବାକୁ ମାତ୍ର ଗୋଟିଏ ସପ୍ତାହ ସମୟ ଲାଗିଛି। ଏହାର ଅର୍ଥ କରୋନା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି।

ଇଟାଲୀରେ ବିଶ୍ୱର ସର୍ବାଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏଠାରେ ବର୍ତ୍ତମାନ ସୁଦ୍ଧା ୧୮,୨୭୯ ଜଣ ପ୍ରାଣ ହରାଇଥିବା ବେଳେ ୧,୪୩,୬୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସ୍ପେନରେ ମୃତ୍ୟୁସଂଖ୍ୟା ୧୫,୮୩୪ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୭,୦୨୨ ରହିଛି। ଫ୍ରାନ୍ସ ସ୍ଥିତି ମଧ୍ୟ ଜଟିଳ ରହିଛି। ଏଠାରେ ୧,୧୭,୭୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ୧୨,୨୧୦ ଜଣ ପ୍ରାଣ ହରାଇଛନ୍ତି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୨୩୫ ଓ ମୃତ୍ୟୁସଂଖ୍ୟା ୨,୬୦୭ ରହିଛି।

ଚାଇନାରେ ୩୩୩୬, ଇରାନରେ ୪,୨୩୨, ବ୍ରିଟେନରେ ୭,୯୭୮, ତୁର୍କୀରେ ୯୦୮, ବେଲଜିୟମରେ ୩୦୧୯, ସ୍ୱିଜରଲ୍ୟାଣ୍ଡରେ ୯୫୮, ନେଦରଲ୍ୟାଣ୍ଡ୍ସରେ ୨୩୯୬, କାନାଡାରେ ୫୦୯, ବ୍ରାଜିଲରେ ୯୫୭, ପର୍ତ୍ତୁଗାଲରେ ୪୦୯, ଅଷ୍ଟ୍ରିଆରେ ୩୧୯, ରୁଷରେ ୯୪, ଦକ୍ଷିଣ କୋରିଆରେ ୨୦୮, ଇସ୍ରାଏଲରେ ୯୨, ସ୍ୱିଡେନରେ ୭୯୩, ଭାରତରେ ୧୯୯, ପାକିସ୍ତାନରେ ୬୬ ଓ ଇରାକରେ ୬୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story