୧୧ଶହ କିଲୋ ଓଜନର ଖିଚୁଡି: ଶୁଦ୍ଧ ଘିଅରେ ଛୁଙ୍କ ମାରିଲେ ରାମଦେବ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ପ୍ରସ୍ତୁତ ହୋଇଛି ରେକର୍ଡ ଓଜନର ଖିଚୁଡି। ୱାଲ୍ଡ ଫୁଡ୍‌ ଇଣ୍ଡିଆ ଅବସରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଖିଚୁଡିର ଓଜନ ରହିଛି ୧୧୦୦ କେଜି। ଏହାକୁ ପ୍ରସ୍ତୁତ କରିବାକୁ ୫୦ ଜଣ ଭାରତୀୟ ଲୋପକ୍ରିୟ ରୋଷେୟା ଲାଗିଥିଲେ। ଖିଚୁଡିରେ ସୁଦ୍ଧ ଦେଶୀ ଘିଅରେ ଯୋଗଗୁରୁ ରାମଦେବ ଛୁଙ୍କ ଦେଇଥିଲେ। ଏହାକୁ ପ୍ରସ୍ତୁତ କରିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଏବଂ ହରସମିରନ କୌରଙ୍କ ସମେତ ଅନ୍ୟମାନେ […]

khichadi

khichadi

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 05:08 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ପ୍ରସ୍ତୁତ ହୋଇଛି ରେକର୍ଡ ଓଜନର ଖିଚୁଡି। ୱାଲ୍ଡ ଫୁଡ୍‌ ଇଣ୍ଡିଆ ଅବସରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଖିଚୁଡିର ଓଜନ ରହିଛି ୧୧୦୦ କେଜି। ଏହାକୁ ପ୍ରସ୍ତୁତ କରିବାକୁ ୫୦ ଜଣ ଭାରତୀୟ ଲୋପକ୍ରିୟ ରୋଷେୟା ଲାଗିଥିଲେ। ଖିଚୁଡିରେ ସୁଦ୍ଧ ଦେଶୀ ଘିଅରେ ଯୋଗଗୁରୁ ରାମଦେବ ଛୁଙ୍କ ଦେଇଥିଲେ।

ଏହାକୁ ପ୍ରସ୍ତୁତ କରିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଏବଂ ହରସମିରନ କୌରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଇଣ୍ଟିଆ ଗେଟ୍‌ରେ ନିଆଁ ଜାଳିବା ଉପରେ ନିଷେଧାଦେଶ ଥିବାରୁ ଇନ୍‌ସୁଲେଟେଡ କଢାଇରେ ଏହି ଖିଚୁଡି ପ୍ରସ୍ତୁତ କରାଯାଇଥିଲା। ଡାଲି, ଚାଉଳ, ବାଜରା, ମୁଗ ଓ ମସୁରକୁ ନେଇ ଏହି ଖିଚୁଡି ପ୍ରସ୍ତୁତ କରାଯାଇଛି। ଏଥିରେ ୫୦୦ କେଜି ଚାଉଳ, ୩୦୦ କେଜି ଡାଲି, ୧୦୦ କେଜି ଘିଅ ସହ ଅନ୍ୟ ମସଲା ବ୍ୟବହାର ହୋଇଛି।

ଆହୁରି ମଧ୍ୟ ପଢନ୍ତୁ: ବୟସ ମାତ୍ର ୬ ବର୍ଷ, ହେଲେ ଦିନକୁ ରୋଜଗାର ଲକ୍ଷେରୁ ଅଧିକ: ବିସ୍ମୟ ବାଳକର ଅବିଶ୍ୱାସନୀୟ କାରନାମା

ଲୋକପ୍ରିୟ କୁକ୍‌ ସଞ୍ଜୀବ କପୁର କହିଛନ୍ତି, “ମୁଁ ଏତିକି ଜାଣିଛି, ଯାହା ଆମେ ପ୍ରତିଦିନ ଖାଉଛୁ, ପୂରା ଭାରତ ସେହି ଖାଦ୍ୟ ଖାଉଛନ୍ତି। ଏନେଇ ସାରା ଦୁନିଆ ଜାଣିବା ଦରକାର ଓ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହେବ ଦରକାର।”

ସେ ଆହୁରି କହିଛନ୍ତି,“ୱାଲ୍ଡ ଫୁଡ ଇଣ୍ଡିଆ ଜରିଆରେ ଏପରି ପୁଷ୍ଠିକର ଖିଚୁଡି ବନାବା ସମ୍ଭବ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story