ବ୍ରିଟେନ୍‌ରେ ତିଆରି ହେଲା ବିଶ୍ୱର ଛୋଟ କ୍ରିସ୍‌ମାସ କାର୍ଡ

ୱାଶିଂଟନ୍‌: ଆଜି ସାରା ବିଶ୍ୱରେ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି କ୍ରିସ୍‌ମାସ। ଏହାସହିତ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଙ୍ଗରେ  କ୍ରିସ୍‌ମାସ ପାଳନ କରୁଥିବା ଦେଖିବାକୁ ମିଳିଛି। ତେବେ ବ୍ରିଟେନ୍‌ର ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା(ଏନ୍‌ପିଏଲ) ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଛୋଟ କ୍ରିସ୍‌ମାସ କାର୍ଡ  ତିଆରି କରିଛନ୍ତି। ଏହି କାର୍ଡର ଚଉଡ଼ା ୧୫ ମାଇକ୍ରୋମିଟର ହୋଇଥିବା ବେଳେ ଲମ୍ୱ ୨୦ ମାଇକ୍ରୋମିଟର ରହିଛି। ମାଇକ୍ରୋସ୍ଟୋପ୍‌ ଜରିଆରେ ଏହି କ୍ରିସ୍‌ମାସ କାର୍ଡକୁ ଦେଖିବାକୁ ପଡ଼ିବ। ଗବେଷକଙ୍କ ଦ୍ୱାରା ତିଆରି ହୋଇଥିବା ଏହି […]

card

card

Rakesh Mallick
  • Published: Monday, 25 December 2017
  • Updated: 25 December 2017, 11:36 AM IST

Sports

Latest News

ୱାଶିଂଟନ୍‌: ଆଜି ସାରା ବିଶ୍ୱରେ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି କ୍ରିସ୍‌ମାସ। ଏହାସହିତ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଙ୍ଗରେ  କ୍ରିସ୍‌ମାସ ପାଳନ କରୁଥିବା ଦେଖିବାକୁ ମିଳିଛି। ତେବେ ବ୍ରିଟେନ୍‌ର ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା(ଏନ୍‌ପିଏଲ) ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଛୋଟ କ୍ରିସ୍‌ମାସ କାର୍ଡ  ତିଆରି କରିଛନ୍ତି। ଏହି କାର୍ଡର ଚଉଡ଼ା ୧୫ ମାଇକ୍ରୋମିଟର ହୋଇଥିବା ବେଳେ ଲମ୍ୱ ୨୦ ମାଇକ୍ରୋମିଟର ରହିଛି। ମାଇକ୍ରୋସ୍ଟୋପ୍‌ ଜରିଆରେ ଏହି କ୍ରିସ୍‌ମାସ କାର୍ଡକୁ ଦେଖିବାକୁ ପଡ଼ିବ।

ଗବେଷକଙ୍କ ଦ୍ୱାରା ତିଆରି ହୋଇଥିବା ଏହି କାର୍ଡରେ ହିମ ମାନବଙ୍କୁ ଦେଖିବାକୁ ମିଳିଛି। ଏହି କାର୍ଡରେ କ୍ରସ୍‌ମାସ ସହ ଜଡ଼ିତ ବାର୍ତ୍ତା ଲେଖା ଯାଇଛି। ଏହି କାର୍ଡ ପ୍ଲାଟିନିୟମ ଲେପ ଥାଇ ସିଲିକନ୍ ନାଇଟ୍ରାଇଡ୍‌ରେ ତିଆରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story