ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମାଦ୍ରାସାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ବୁଧବାର କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ୨୦ ଜଣକର ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। କାବୁଲର ଉତ୍ତର ପଶ୍ଚିମରେ କଥଟାଲ-ଇ-କାହିର ଖାନ୍ନା ଅଞ୍ଚଳରେ ଏହି ଘଟଣା ଘଟିଛି। କାବୁଲ ସୁରକ୍ଷା କମାଣ୍ଡର ମୁଖପାତ୍ର ଖଲିଦ ଜରଦାନ କହିଛନ୍ତି ଯେ, ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି କି ଏହାର କାରଣ ଜଣାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
୨ ପୋଷ୍ୟ ପୁତ୍ରଙ୍କୁ ଦୁଷ୍କର୍ମ କରିଥିଲେ: ୧୦୦ ବର୍ଷର ଜେଲଦଣ୍ଡ ପାଇଲେ ସମଲିଙ୍ଗୀ ଗେ’ ଦମ୍ପତି
ସେମାନେ ବିନା ପ୍ୟାରୋଲ ସୁବିଧାରେ ୧୦୦ ବର୍ଷ ଲେଖାଏ ଜେଲରେ ରହିବେ।
International
ବିଗିଡ଼ିଲା ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି
International
ବ୍ରାଜିଲ୍ରେ ପୁଣି ଅଘଟଣ, ଭୁଶୁଡ଼ିଲା ପୋଲ, ୨ ମୃତ
ସେହିପରି ୧୨ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
International
ଶାସନ ଗଲା ଏବେ ସମ୍ପର୍କ ବି ତୁଟିବ! ବଶର ଅଲ ଅସଦଙ୍କ ଠାରୁ ଛାଡ଼ପତ୍ର ନେବେ ପତ୍ନୀ
ରୁଷର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଅସଦଙ୍କ ପତ୍ନୀ ଆସ୍ମା।
International
ସୀମାପାର ଆତଙ୍କବାଦକୁ ଭାରତ ଓ କୁଏତର ନିନ୍ଦା
ଆତଙ୍କବାଦର ମୂଳୋତ୍ପାଟନ ପାଇଁ ହାତ ମିଳାଇଲେ ଭାରତ ଓ କୁଏତ।