ଲଞ୍ଚରେ ଲାଗିଲା ନିଆଁ: ୩୮ ମୃତ, ୨୦୦ରୁ ଅଧିକ ଆହତ

ଢାକା: ବାଂଲାଦେଶର ସୁଗନ୍ଧା ନଦୀରେ ଏକ ଲଞ୍ଚରେ ନିଆଁ ଲାଗି ଯିବାରୁ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ରାତି ପ୍ରାୟ ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତିନି ମହଲା ବିଶିଷ୍ଟ ଏହି ଲଞ୍ଚରେ ୫୦୦ରୁ ଅଧିକ ଯାତ୍ରୀ ଥିଲେ। ଏହା ଗତକାଲି ରାତିରେ ଢାକାରୁ ଯାତ୍ରା ଆରମ୍ଭ କରିଥିଲା। ଏହା ଝାଲକାଠି ଦେଇ ବରଗୁନାକୁ ଯାତ୍ରା କରୁଥିଲା। ଲଞ୍ଚଟି ରାତି ପ୍ରାୟ ୩ଟା ବେଳେ ଦାପଡ଼ପିଆ ଅଞ୍ଚଳରେ […]

Fire

Fire

Jitendra Garnayak
  • Published: Friday, 24 December 2021
  • Updated: 24 December 2021, 01:11 PM IST

Sports

Latest News

ଢାକା: ବାଂଲାଦେଶର ସୁଗନ୍ଧା ନଦୀରେ ଏକ ଲଞ୍ଚରେ ନିଆଁ ଲାଗି ଯିବାରୁ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ରାତି ପ୍ରାୟ ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ତିନି ମହଲା ବିଶିଷ୍ଟ ଏହି ଲଞ୍ଚରେ ୫୦୦ରୁ ଅଧିକ ଯାତ୍ରୀ ଥିଲେ। ଏହା ଗତକାଲି ରାତିରେ ଢାକାରୁ ଯାତ୍ରା ଆରମ୍ଭ କରିଥିଲା। ଏହା ଝାଲକାଠି ଦେଇ ବରଗୁନାକୁ ଯାତ୍ରା କରୁଥିଲା। ଲଞ୍ଚଟି ରାତି ପ୍ରାୟ ୩ଟା ବେଳେ ଦାପଡ଼ପିଆ ଅଞ୍ଚଳରେ ହୋଇଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଏହା ପରେ ଲଞ୍ଚଟି ଝାଲକାଠିର ଡାଇକୂଲ ଅଞ୍ଚଳରେ ନଦୀ କୂଳରେ ଆସି ଲାଗିଥିଲା। ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟ କରିଥିଲା। ଏଥିରେ ସ୍ଥାନୀୟ ପୁଲିସ୍, କୋଷ୍ଟ ଗାର୍ଡ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସାହାଯ୍ୟ କରିଥିଲେ। ଲଞ୍ଚରେ ନିଆଁ ଲାଗିବା ପରେ କିଛି ଲୋକ ନଦୀକୁ ଡେଇଁ ପଡ଼ିଥିଲେ ବୋଲି କୁହାଯାଇଛି।

[caption id="attachment_701338" align="aligncenter" width="650"]launch ଏହି ଲଞ୍ଚରେ ଲାଗି ଯାଇଥିଲା ନିଆଁ[/caption]

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଝାଲକାଠି ସଦର ହସ୍‌ପିଟାଲର ରେସିଡେଣ୍ଟ ମେଡିକାଲ ଅଫିସର ଡାକ୍ତର ଅମୀର ହୋସେନ୍‌ କହିଛନ୍ତି ଯେଉଁମାନେ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି ସେମାନଙ୍କୁ ବାରସଲ ସହର ସ୍ଥିତ ଶେର ଇ ବଂଲା ମେଡିକାଲ କଲେଜ ଓ ହସ୍‌ପିଟାଲକୁ ପଠାଇ ଦିଆଯାଇଛି।

ଅଗ୍ନିକାଣ୍ଡ ପରେ କିଛି ଲୋକ ନିଖୋଜ ଥିବା ମଧ୍ୟ ସୂଚନା ଦିଆଯାଇଛି। ତେବେ ଲଞ୍ଚରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଲଞ୍ଚର ଇଞ୍ଜିନ୍ ରୁମ୍‌ରେ ପ୍ରଥମେ ନିଆଁ ଲାଗିଥିଲା ବୋଲି ଆଶଙ୍କା କରାଯାଉଛି। ଘଟଣାର ତଦନ୍ତ କରିବା ପାଇଁ ବାଂଲାଦେଶ ସରକାର ଏକ ୬ ଜଣିଆ କମିଟି ଗଠନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story