ଗୁପ୍ତ ଭାବେ ଏହି ଦେଶରେ ସାମରିକ ପ୍ରତିଷ୍ଠାନ ତିଆରି କରୁଛି ଚାଇନା!

ୱାଶିଂଟନ: ଇଣ୍ଡୋ-ପ୍ୟାସିଫିକ ରିଜନରେ ନିଜର ଶକ୍ତିବୃଦ୍ଧି କରିବାକୁ ନୂଆ ଯୋଜନା କରୁଛି ଚାଇନା। ଏଥିପାଇଁ ବେଜିଂ ବେଶ ଗୁପ୍ତ ଭାବେ କାମ୍ବୋଡିଆରେ ତିଆରି କରୁଛି ନୌସେନା ବେସ୍‌। ଏହି ବେସ୍‌କୁ ସାମରିକ କାର୍ଯ୍ୟକଳାପ ପାଇଁ ଚାଇନା ବ୍ୟବହାର କରିବ ବୋଲି ଜଣାପଡ଼ିଛି। କୌଣସି ବିଦେଶ ରାଷ୍ଟ୍ରରେ ଚାଇନା ଦ୍ୱିତୀୟ ଥର ପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରିଛି। ସେହିପରି ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଚାଇନା ପ୍ରଥମଥର ପାଇଁ ଏପରି ଆଭିମୁଖ୍ୟ ଗ୍ରହଣ କରିଛି। ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଖବର […]

china

china

Hemant Lenka
  • Published: Tuesday, 07 June 2022
  • Updated: 07 June 2022, 06:41 PM IST

Sports

Latest News

ୱାଶିଂଟନ: ଇଣ୍ଡୋ-ପ୍ୟାସିଫିକ ରିଜନରେ ନିଜର ଶକ୍ତିବୃଦ୍ଧି କରିବାକୁ ନୂଆ ଯୋଜନା କରୁଛି ଚାଇନା। ଏଥିପାଇଁ ବେଜିଂ ବେଶ ଗୁପ୍ତ ଭାବେ କାମ୍ବୋଡିଆରେ ତିଆରି କରୁଛି ନୌସେନା ବେସ୍‌। ଏହି ବେସ୍‌କୁ ସାମରିକ କାର୍ଯ୍ୟକଳାପ ପାଇଁ ଚାଇନା ବ୍ୟବହାର କରିବ ବୋଲି ଜଣାପଡ଼ିଛି। କୌଣସି ବିଦେଶ ରାଷ୍ଟ୍ରରେ ଚାଇନା ଦ୍ୱିତୀୟ ଥର ପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରିଛି। ସେହିପରି ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଚାଇନା ପ୍ରଥମଥର ପାଇଁ ଏପରି ଆଭିମୁଖ୍ୟ ଗ୍ରହଣ କରିଛି।

ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ଗଲ୍ଫ ଅଫ ଥାଇଲ୍ୟାଣ୍ଡରେ କାମ୍ବୋଡିଆର ଉତ୍ତର ଭାଗରେ ଥିବା ରୀମ ନାଭାଲ ବେସ୍‌ରେ ଚାଇନାର ଯବାନମାନେ ମୁତୟନ ହେବେ। କାମ୍ବୋଡିଆ ପୂର୍ବରୁ ଚାଇନା ପୂର୍ବ ଆଫ୍ରିକୀୟ ଦେଶ Djiboutiରେ ତା’ର ସାମରିକ ବେସ ତିଆରି କରିଥିଲା।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ବିଭିନ୍ନ ସ୍ଥାନରେ ସାମରିକ ବେସ ସ୍ଥାପନ ପରି ନିଜର ନେଟୱର୍କକୁ ସୁଦୃଢ଼ କରିବାକୁ ଚାଇନା ଏବେ ରଣନୀତି ପ୍ରସ୍ତୁତ କରିଛି। ଏହି ରଣନୀତି ଆଧାରରେ ଚାଇନା ଏପରି ପଦକ୍ଷେପ ନେଇଛି। କାମ୍ବୋଡିଆରେ ବେସ୍‌ ପ୍ରତିଷ୍ଠାନ କରି ଚାଇନା ସୁରକ୍ଷାକର୍ମୀଙ୍କୁ ମୁତୟନ କରିବ। ଏଥିସହ ଆମେରିକା ପ୍ରତିରକ୍ଷା ସଂସ୍ଥା ଉପରେ ଗୁଇନ୍ଦାଗିରି କରିବାକୁ ମଧ୍ୟ ସକ୍ଷମ ହେବ। ଏଥିପାଇଁ ଚାଇନା ବେସ୍‌ ତିଆରି କରୁଥିବା ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story