ଆମେରିକାର ଡ୍ରୋନ ମାଡ଼ରେ ଆଇଏସଆଇଏସର ସିରିୟା ମୁଖ୍ୟ ନିହତ

ୱାଶିଂଟନ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସିରିୟା ମୁଖ୍ୟ ଆମେରିକାର ଡ୍ରୋନ ମାଡ଼ରେ ନିହତ ହୋଇଛି। ମଙ୍ଗଳବାର ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ପେଣ୍ଟାଗନର ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ଡାଭେ ଇଷ୍ଟାବର୍ଣ୍ଣ କହିଛନ୍ତି, ଆମେରିକାର ଡ୍ରୋନ ମାଡ଼ରେ ଆଇଏସଆଇଏସର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି। ସେ ସିରିୟାର ଜିନ୍ଦାୟାରିସ ନିକଟରେ ବାଇକ ନେଇ ଯାଉଥିବା ବେଳେ ଡ୍ରୋନ ମାଡ଼ର ଶିକାର ହୋଇଛି। […]

Drone

Drone

Hemant Lenka
  • Published: Tuesday, 12 July 2022
  • Updated: 12 July 2022, 09:21 PM IST

Sports

Latest News

ୱାଶିଂଟନ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସିରିୟା ମୁଖ୍ୟ ଆମେରିକାର ଡ୍ରୋନ ମାଡ଼ରେ ନିହତ ହୋଇଛି। ମଙ୍ଗଳବାର ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ପେଣ୍ଟାଗନର ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ଡାଭେ ଇଷ୍ଟାବର୍ଣ୍ଣ କହିଛନ୍ତି, ଆମେରିକାର ଡ୍ରୋନ ମାଡ଼ରେ ଆଇଏସଆଇଏସର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି। ସେ ସିରିୟାର ଜିନ୍ଦାୟାରିସ ନିକଟରେ ବାଇକ ନେଇ ଯାଉଥିବା ବେଳେ ଡ୍ରୋନ ମାଡ଼ର ଶିକାର ହୋଇଛି। ଏଥିରେ ତା’ର ମୃତ୍ୟୁ ଘଟିଥିବା ବେଳେ ତା’ର ଜଣେ ଘନିଷ୍ଠ ସହଯୋଗୀ ଗୁରୁତର ଆହତ ହୋଇଛି ବୋଲି ସେ କହିଛନ୍ତି।

ସିରିୟାର ମାନବାଧିକର ଉଲ୍ଲଙ୍ଘନ ଉପରେ ନଜର ରଖିଥିବା ସଂସ୍ଥା ମଧ୍ୟ ମାହେର ଡ୍ରୋନ ମାଡ଼ରେ ପ୍ରାଣ ହରାଇଥିବା ଖବରକୁ ନିଶ୍ଚିତ କରିଛି। ସିରିୟାନ ସିଭିଲ ଡିଫେନ୍ସ ଫୋର୍ସ କହିଛି, ଆଲେପୋ ନିକଟରେ ଡ୍ରୋନ ମାଡ଼ ହୋଇଛି। ଏହି ସମୟରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଛି। ସେହିପରି ଆଉ ଜଣେ ଆହତ ହୋଇଛି। କିନ୍ତୁ ଫୋର୍ସ ପକ୍ଷରୁ ମୃତକଙ୍କ ପରିଚୟ ସାର୍ବଜନୀନ କରାଯାଇନି।

ଏହାର ୫ ମାସ ପୂର୍ବରୁ ଆମେରିକା ସୁରକ୍ଷାକର୍ମୀମାନେ ନର୍ଦ୍ଦନ ସିରିୟା ସହର ଆଟମେରେ ରେଡ କରିଥିଲେ। ଏହି ସମୟରେ ଆଇଏସଆଇଏସ୍‌ର ମୁଖ୍ୟ ଅବୁ ଇବ୍ରାହିମ ଅଲ କ୍ୟୁରେଶୀ ନିହତ ହୋଇଥିଲା। ଆମେରିକା ସେନା ତା’କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ନିଜକୁ ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଥିବା ପେଣ୍ଟାଗନ ସେତେବେଳେ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story