ମହିନ୍ଦା ରାଜପକ୍ଷଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି। ଆଜି ସୁପ୍ରିମକୋର୍ଟ ଦୁଇ ଭ୍ରାତାଙ୍କ ଦେଶ ଛାଡ଼ିବା ଉପରେ ଏପରି ରୋକ ଲଗାଇଛନ୍ତି। ଏମାନଙ୍କ ଭାଇ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କାରୁ ଫେରାର ହେବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା […]

Mahinda

Mahinda

Hemant Lenka
  • Published: Friday, 15 July 2022
  • Updated: 15 July 2022, 06:03 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି। ଆଜି ସୁପ୍ରିମକୋର୍ଟ ଦୁଇ ଭ୍ରାତାଙ୍କ ଦେଶ ଛାଡ଼ିବା ଉପରେ ଏପରି ରୋକ ଲଗାଇଛନ୍ତି।

ଏମାନଙ୍କ ଭାଇ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କାରୁ ଫେରାର ହେବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଭଳି ମହିନ୍ଦା ଓ ବାସିଲ ମଧ୍ୟ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ସେମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗୋଟାବାୟା ଶ୍ରୀଲଙ୍କାରୁ ପ୍ରଥମେ ମାଳଦ୍ୱୀପ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ସିଙ୍ଗାପୁର ଚାଲି ଯାଇଛନ୍ତି।

ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏପ୍ରିଲ ମାସରୁ ବିକ୍ଷୋଭ ଜାରି ରହିଛି। ଲୋକମାନେ ଦୀର୍ଘ ଦିନ ଧରି ଗୋଟାବାୟା ରାଜପକ୍ଷଙ୍କ ଘର ବାହାରେ ବିକ୍ଷୋଭ କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପଦରେ ଥିବା ମହିନ୍ଦା ରାଜପକ୍ଷ ବିରୋଧ କରିଥିଲେ। ଏପରି କି ବିକ୍ଷୋଭକାରୀଙ୍କୁ ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ମାଡ଼ ମାରିଥିଲେ।

ଏହାକୁ ନେଇ ପୂରା ଦେଶରେ ବ୍ୟାପକ ପୋଡ଼ାଜଳା ଦେଖାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଘର ଜାଳି ଦେଇଥିଲେ। ଏହି ପୋଡ଼ାଜଳାକୁ ଦେଖି ମହିନ୍ଦା ରାଜପକ୍ଷ ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଏବେ ତାଙ୍କର ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।

ଅନ୍ୟପକ୍ଷରେ ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ପଦ ଛାଡ଼ିଥିବାରୁ ରାନୀଲ ବିକ୍ରମସିଂଘେ ଶ୍ରୀଲଙ୍କାର କାମ ଚଳା ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି। ରାଜପକ୍ଷ ଇସ୍ତଫା ଦେଇଥିବାରୁ ଶ୍ରୀଲଙ୍କାରେ ମଧ୍ୟ ଶାନ୍ତି ଫେରିବା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ମଧ୍ୟ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story