ପଦାର୍ଥ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର-୨୦୨୧। ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ମୋଟ ୩ ଜଣଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ପଦାର୍ଥ ବିଜ୍ଞାନରେ ଉତ୍କୃଷ୍ଟ ଗବେଷଣା ପାଇଁ ବୈଜ୍ଞାନିକ ସୁକୋରୋ ମାନବେ, ବୈଜ୍ଞାନିକ କ୍ଲାଓସ ହାସେଲ୍ମାନ ଓ ବୈଜ୍ଞାନିକ ଜିଓର୍ଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର ମିଳିବ। ଜଟିଳ ଭୌତିକ ବୈଜ୍ଞାନିକ ପ୍ରଣାଳୀ ଗବେଷଣା ପାଇଁ ଉକ୍ତ ୩ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଯିବ। ରୟାଲ ସ୍ୱେଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ […]

Nobel prize in physics

Nobel prize in physics

Madhupriya Mistry
  • Published: Tuesday, 05 October 2021
  • Updated: 05 October 2021, 05:23 PM IST

Sports

Latest News

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର-୨୦୨୧। ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ମୋଟ ୩ ଜଣଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ପଦାର୍ଥ ବିଜ୍ଞାନରେ ଉତ୍କୃଷ୍ଟ ଗବେଷଣା ପାଇଁ ବୈଜ୍ଞାନିକ ସୁକୋରୋ ମାନବେ, ବୈଜ୍ଞାନିକ କ୍ଲାଓସ ହାସେଲ୍ମାନ ଓ ବୈଜ୍ଞାନିକ ଜିଓର୍ଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର ମିଳିବ। ଜଟିଳ ଭୌତିକ ବୈଜ୍ଞାନିକ ପ୍ରଣାଳୀ ଗବେଷଣା ପାଇଁ ଉକ୍ତ ୩ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଯିବ।

ରୟାଲ ସ୍ୱେଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନିଜଣଙ୍କୁ ମନୋନୀତ କରାଯାଇଛି। ସୁକୋରୋ ମାନବେ ଓ କ୍ଲାଓସ ହାସେଲ୍ମାନ କାର୍ବନ ଡାଇଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଥିଲେ। ସେହିପରି ଜିଓର୍ଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀରେ ଦ୍ରୁତ ପରିବର୍ତ୍ତନର ଗତି ବାବଦରେ ଗବେଷଣା କରିଛନ୍ତି।

୧୯୩୩ରେ ଜାପାନରେ ସୁକୋରୋଙ୍କ ଜନ୍ମ ହୋଇଥିଳା। ସେ ୟୁନିର୍ଭସିଟି ଅଫ୍‌ ଟୋକିଓରେ ୧୯୫୭ରେ ପିଏଚ୍‌ଡି କରିଥିଲେ। ସେ ବର୍ତ୍ତମାନ ଆମେରିକାର ପ୍ରିନ୍ସଟନ୍ ୟୁନିଭରସିଟିରେ ଜଣେ ବରିଷ୍ଠ ମହାକାଶଚାରୀ ବିଜ୍ଞାନଶାସ୍ତ୍ରୀ ଅଟନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ସେ ତାଙ୍କର ଗବେଷଣା କରିଥିଲେ, ଯାହା ପରେ ତାଙ୍କୁ ମନୋନୀତ କରାଯାଇଛି।

ସେହିପରି ୧୯୩୧ କ୍ଲାଓସ ହାସେଲ୍ମାନଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା। ସେ ୧୯୫୭ରେ ଜର୍ମାନୀରେ ହିଁ ପିଏଚ୍‌ଡି କରିଥିଲେ। ବର୍ତ୍ତମାନ ସେ ଜର୍ମାନୀର ମ୍ୟାକ୍ସ ପ୍ଲଙ୍କ ଇନଷ୍ଟିଚ୍ୟୁଟ ଅଫ୍‌ ମେଟ୍ରୋଲୋଜିର ପ୍ରଫେସର ଅଟନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ସେ ଏକ ମଡେଲ ତିଆରି କରିଛନ୍ତି।

ଅନ୍ୟପଟେ ୧୯୪୮ରେ ଜିଓର୍ଜିଓ ପାରିସୀଙ୍କ ଜନ୍ମ ଇଟାଲୀରେ ହୋଇଥିଲା। ସେ ରୋମରୁ ହିଁ ୧୯୭୦ରେ ପିଏଚ୍‌ଡି କରିଥିଲେ। ବର୍ତ୍ତମାନ ସେ ସ୍ପେନିଜ ୟୁନିର୍ଭସିଟି ଅଫ୍‌ ରୋମ୍‌ରେ ପ୍ରଫେସର ଅଛନ୍ତି।

ବିଶୃଙ୍ଖଳିତ ଜଟିଳ ପଦାର୍ଥରେ ଜିଓର୍ଜିଓ ଅନେକ ଲୁକ୍କାୟିତ ଢ଼ାଞ୍ଚା ଆବିଷ୍କାର କରିଥିଲେ । ତାଙ୍କର ଆବିଷ୍କାରଗୁଡ଼ିକ ଜଟିଳ ପ୍ରଣାଳୀର ସିଦ୍ଧାନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ। ପଦାର୍ଥ ବିଜ୍ଞାନ ବ୍ୟତୀତ ସେ ଗଣିତ, ଜୀବବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ ମେସିନ୍ ଲର୍ନିଂରେ ଅନେକ ମେଟେରିଆଲ୍ସ ବିଷୟରେ ସୂଚନା ଦେଇଛନ୍ତି।

ଏହି ନୋବେଲ ପୁରସ୍କାର ଗ୍ରହଣ କରୁଥିବା ୩ ବ୍ୟକ୍ତିଙ୍କୁ ନଗଦ ୧.୧୪ ମିଲିୟନ ଡଲାର ସହିତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଆମେରିକାର ବୈଜ୍ଞାନିକ ଆଣ୍ଡ୍ରେୟା ଗେଜ, ବ୍ରିଟେନର ରୋଜର ପେନ୍ରୋଜ ଏବଂ ଜର୍ମାନୀର ରିନାର୍ଡ ଗେନଜେଲଙ୍କୁ ପ୍ରଦାନ କରାଯାଇଥିଲା। ବ୍ଲାକ ହୋଲ ଉପରେ ଗବେଷଣା ପାଇଁ ଏହି ତିନିଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

https://twitter.com/NobelPrize/status/1445325078451867651?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story