କାଙ୍ଗାଳ ହେବାକୁ ବସିଲାଣି ପାକିସ୍ତାନ, କାର୍‌ କିଣିବା ଉପରେ ଲଗାଇଲା ରୋକ

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବାର ଆଶଙ୍କା ପ୍ରକାଶ ପାଇଛି। ଆର୍ଥିକ ସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ଏବେ ଧନୀ ଲୋକଙ୍କ ଉପରେ ଅଧିକ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ବିତ୍ତୀୟ ନିଅଣ୍ଟର ଚାପକୁ ନିୟନ୍ତ୍ରଣ ଓ ଆଇଏମଏଫ ଠାରୁ ବେଲ ଆଉଟ ଅର୍ଥ ହାସଲ କରିବା ପାଇଁ ପାକିସ୍ତାନ ସରକାର ନିଜ କର୍ମଚାରୀଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ପାକିସ୍ତାନର କୌଣସି ସରକାରୀ […]

Pakistan

Pakistan

Hemant Lenka
  • Published: Saturday, 11 June 2022
  • Updated: 11 June 2022, 09:20 AM IST

Sports

Latest News

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବାର ଆଶଙ୍କା ପ୍ରକାଶ ପାଇଛି। ଆର୍ଥିକ ସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ଏବେ ଧନୀ ଲୋକଙ୍କ ଉପରେ ଅଧିକ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ବିତ୍ତୀୟ ନିଅଣ୍ଟର ଚାପକୁ ନିୟନ୍ତ୍ରଣ ଓ ଆଇଏମଏଫ ଠାରୁ ବେଲ ଆଉଟ ଅର୍ଥ ହାସଲ କରିବା ପାଇଁ ପାକିସ୍ତାନ ସରକାର ନିଜ କର୍ମଚାରୀଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ପାକିସ୍ତାନର କୌଣସି ସରକାରୀ କର୍ମଚାରୀ ନୂଆ କାର କିଣି ପାରିବେ ନାହିଁ ବୋଲି ଅର୍ଥମନ୍ତ୍ରୀ ମିଫତା ଇସ୍ମାଇଲ କହିଛନ୍ତି।

୨୨୦ ମିଲିୟନ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଏବେ ଘୋର ଆର୍ଥିକ ସଙ୍କଟ ଦେଖାଯାଇଛି। ଜରୁରୀ ସାମଗ୍ରୀ ଆମାଦାନୀ ପାଇଁ ପାକିସ୍ତାନ ପାଖରେ ଆବଶ୍ୟକ ଅର୍ଥ ନାହିଁ। ଦେଶର ବିଦେଶୀ ମୁଦ୍ରା ପାଣ୍ଠି ୧୦ ବିଲିୟନ ଡଲାରରୁ କମ ରହିଛି। ଏହି ଅର୍ଥରେ ଅତି ବେଶୀରେ ୪୫ ଦିନ ଯାଏ ପାକିସ୍ତାନ ଆମଦାନୀ କରିପାରିବ।

ସେହିପରି ବୀତ୍ତିୟ ନିଅଣ୍ଟ ଓ ଦେଶରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସ୍ଥିତିକୁ ଆହୁରି ଜଟିଳ କରିଛି। ଏସବୁ ଭିତରେ ଜୁଲାଇ ୧ରୁ ଆରମ୍ଭ ହେଉଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଇସ୍ମାଇଲ ନୂଆ ବଜେଟର ବ୍ୟବସ୍ଥା କରିଛନ୍ତି।

ସେ କହିଛନ୍ତି, ସରକାର ରାଜସ୍ୱ ବୃଦ୍ଧି ପାଇଁ ଦେଶର ଧନୀ ଲୋକଙ୍କ ଉପରେ ଅଧିକ ଟିକସ ଲାଗୁ କରିବେ। ସେହିପରି କାର ଆମଦାନୀ ବନ୍ଦ ହେବ ଓ ସରକାରୀ କର୍ମଚାରୀମାନେ କୌଣସି ପ୍ରକାରର ନୂଆ ଗାଡ଼ି କିଣି ପାରିବେ ନାହିଁ। ତେବେ ଏହି ନିୟମ କେବଳ ସରକାରୀ ଗାଡ଼ି କିଣିବା କ୍ଷେତ୍ରରେ ନା କର୍ମଚାରୀମାନେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ନୂଆ ଗାଡ଼ି କିଣିପାରିବେ ନାହିଁ, ସେକଥା ସ୍ପଷ୍ଟ ହୋଇନି।

ଇସ୍ମାଇଲ ଆହୁରି କହିଛନ୍ତି, ସରକାର ଟିକସ ଛାଡ଼ ନିୟମକୁ ରୋକିବାକୁ ଚେଷ୍ଟା କରିବେ। ଏହାଦ୍ୱାରା ରାଜସ୍ୱ ଆୟ ୭ ଟ୍ରିଲିୟନ ପାକିସ୍ତାନୀ ଟଙ୍କା ବା ୩୪.୬୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ଏହାଦ୍ୱାରା ରାଜସ୍ୱ ନିଅଣ୍ଟକୁ ଭରଣ କରାଯାଇ ପାରିବ। ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୪.୯% ରଖିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ଏହା ୮.୬% ରହିଛି। ଘରୋଇକରଣ ଦ୍ୱାରା ସରକାର ୯୬ ବିଲିୟନ ପାକିସ୍ତାନୀ ଟଙ୍କା ଆୟ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି।

ଆଇଏମଏଫ ସର୍ତ୍ତକୁ ଅନୁପାଳନ କରି ଦାମୀ ତେଲ ଉପରେ ସରକାର ଦେଉଥିବା ସବସିଡିକୁ ପାକିସ୍ତାନରେ ପ୍ରତ୍ୟାହାର କରାଯାଇଛି। ଫଳରେ ତୈଳ ଦର ୪୦% ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୫.୯୭% ରହିଛି। ହେଲେ ୨୦୨୨-୨୩ରେ ଏହା ୫% ବେଗରେ ବଢ଼ିବ। ସେହିପରି ମୁଦ୍ରାସ୍ଫୀତି ୧୧.୫% ରହିବ ବୋଲି ଇସ୍ମାଇଲ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story