ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନରେ ବିକ୍ଷୋଭକାରୀଙ୍କ ବିଳାସ

କଲମ୍ବୋ:ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ଗତକାଲିଠୁ ସେଠାରେ ଆଡ୍ଡା ଜମାଇ ବସିଥିବା ଆନ୍ଦୋଳନକାରୀଙ୍କ ହାତରେ ଲାଗିଲା ଦେଢ଼ କୋଟିରୁ ଅଧିକ ସିଂହଳୀ ଟଙ୍କା।ଏନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ, ପ୍ରେସିଡେନ୍ସିଆଲ୍ ପ୍ୟାଲେସ ଭିତରେ  ଆହୁରି ଅନେକ ରୋଚକ ଭିଡିଓ ଭାଇରାଲ୍ ହେଉଛି ।  ତେବେ ଏହି ମହାଆନ୍ଦୋଳନର ପରିଣାମ ସ୍ୱରୂପ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦରୁ ହଟିବା ପରେ, ଦେଶରେ ସରକାର କିପରି ଚାଲିବ, ତାକୁ ନେଇ ବଢ଼ିଛି ଉତ୍ସୁକତା। […]

iop1

iop1

Tapas Behera
  • Published: Sunday, 10 July 2022
  • Updated: 10 July 2022, 08:09 PM IST

Sports

Latest News

କଲମ୍ବୋ:ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ଗତକାଲିଠୁ ସେଠାରେ ଆଡ୍ଡା ଜମାଇ ବସିଥିବା ଆନ୍ଦୋଳନକାରୀଙ୍କ ହାତରେ ଲାଗିଲା ଦେଢ଼ କୋଟିରୁ ଅଧିକ ସିଂହଳୀ ଟଙ୍କା।ଏନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ, ପ୍ରେସିଡେନ୍ସିଆଲ୍ ପ୍ୟାଲେସ ଭିତରେ  ଆହୁରି ଅନେକ ରୋଚକ ଭିଡିଓ ଭାଇରାଲ୍ ହେଉଛି ।  ତେବେ ଏହି ମହାଆନ୍ଦୋଳନର ପରିଣାମ ସ୍ୱରୂପ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦରୁ ହଟିବା ପରେ, ଦେଶରେ ସରକାର କିପରି ଚାଲିବ, ତାକୁ ନେଇ ବଢ଼ିଛି ଉତ୍ସୁକତା।  ଏମିତିକି ବିକ୍ଷୋଭକାରୀଙ୍କକ ବିଚିତ୍ର କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ସୁଇମିଂ ପୁଲରେ ଡିଆଁଡେଇଁ,  କିଚେନରେ  ରୋଷେଇ, ଡାଇନିଂ ହଲରେ ଖାଇବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

ଆନ୍ଦୋଳନକାରୀମାନେ ରାଷ୍ଟ୍ରପତିଙ୍କ ବେଡ୍‌ରୁରେ ଶୋଇ ସେଲ୍ଫି ନେଥିଲେ।  ତା ଭିତରେ କିଏ ଲାଉଞ୍ଜରେ ବିଶ୍ରାମ ନେଇଥିଲା  ତ ଆଉ କିଏ ଜିମ୍‌ରେ ମଜା ନେଇଥିଲା।  କିଛି ଲୋକ ଆକ୍ୱାରିୟମରେ ମାଛକୁ ଖାଦ୍ୟ ଦେବାର ଭିଡିଓ ବି ଭାଇରାଲ୍ ହେଉଛି  । କହିବାକୁ ଗଲେ, ଆନ୍ଦୋଳନକାରୀ ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନକୁ କବ୍ଜାକୁ ନେବା ପରେ, ରିତିମତ୍ ଟୁରିଷ୍ଟ ସ୍ପଟ୍ ପାଲଟିଯାଇଛି ଏଇ ବ୍ରିଟିଶ୍ ଅମଳର ରାଜପ୍ରାସାଦ । ହଜାର ହଜାର ଲୋକ ସେଠାରେ କାଲିଠୁ ଆଡ୍ଡା ଜମାଇ ବସିଛନ୍ତି।   ତେବେ ଏଭିତରେ ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍‌ର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ।  ଅନ୍ୟପଟେ ଗତକାଲି ବିଦାୟୀ ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେଙ୍କ ନିଜସ୍ୱ ବାସଭବନରେ ନିଆଁ ଲଗାଇବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି।  ଗତକାଲି କଲମ୍ବୋ ସମେତ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ, ୯ ଜଣଙ୍କ ମୃତ୍ୟୁ ଓ ୩ଶହ ଆହତ ହୋଇଥିବା ଖବର ସାମ୍ନାକୁ ଆସୁଛି ।  ଲୋକଙ୍କୁ ଶାନ୍ତ ହେବା ପାଇଁ ଅପିଲ୍ କରିଛନ୍ତି ଶ୍ରୀଲଙ୍କା ଟିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଶବେନ୍ଦ୍ର ସିଲ୍ଭା।

ଖାଦ୍ୟ ଓ ଇନ୍ଧନ ସଂକଟରେ ବ୍ୟତିବ୍ୟସ୍ତ ଶ୍ରୀଲଙ୍କାବାସୀଙ୍କ ଏହି ମହାଆନ୍ଦୋଳନର ପ୍ରଭାବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗାଦି ଉପରେ  ପଡ଼ିଛି। ପ୍ରଧାନମନ୍ତ୍ରୀ ପଦରୁ ରାନିଲ ଓ୍ୱିକ୍ରମ ସିଂଘେ ଇସ୍ତଫା ଘୋଷଣା କରିଥିବା ବେଳେ, ଶୁକ୍ରବାର ରାତିଠୁ ଅଜ୍ଞାତବାସରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ମଧ୍ୟ ଆସନ୍ତା ୧୩ ତାରିଖରେ ପଦ ଛାଡ଼ିବେ।   ଗୋଟାବାୟାଙ୍କ ସହ ଯୋଗାଯୋଗ ପରେ, ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି। ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ।   ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା? ଶ୍ରୀଲଙ୍କା ସମ୍ବିଧାନ ଅନୁସାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ୩୦ ଦିନ ପାଇଁ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ।   ଏହି ୩୦ ଦିନ ଭିତରେ ସାଂସଦ ମାନେ ନିଜ ଭିତରୁ ଜଣଙ୍କୁ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବେ ।  ତେବେ ବର୍ତ୍ତମାନର ସଂକଟ ସ୍ଥିତିରେ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ପାଇଁ ନିଷ୍ପତ୍ତି ହୋଇଛି ।  ଗତକାଲି ସବୁ ରାଜନୈତିକ ଦଳକୁ ନେଇ ଅନୁଷ୍ଠିତ ଜରୁରୀକାଳୀନ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story