ଯୁଦ୍ଧ କରିବା ମୁଡ଼ରେ ନାହାନ୍ତି ରୁଷ ସୈନ୍ୟ, ଟ୍ୟାଙ୍କରେ କରୁଛନ୍ତି କଣା!

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଆଜି ୭ମ ଦିନରେ ପହଞ୍ଚିଛି। ଏବେ ବିଭିନ୍ନ ସ୍ଥାନରେ ଦୁଇ ଦେଶର ଯବାନ ମୁହାଁମୁହିଁ ହେଉଛନ୍ତି। ରୁଷ ନିଜର ଆକ୍ରମଣକୁ ଅଧିକ ଜୋରଦାର କରୁଥିବା ଦାବି କରୁଥିଲେ ମଧ୍ୟ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ୟୁକ୍ରେନରେ ଯୁଦ୍ଧ ପାଇଁ ପ୍ରବେଶ କରିଥିବା ରୁଷ ସୈନ୍ୟଙ୍କୁ ଆଖିବୁଜା ଗୁଳି ଓ ରକେଟ ମାଡ଼ କରିବାକୁ କୁହାଯାଇଛି। ଯାହାକୁ ଦେଖିଲେ, ସେମାନଙ୍କୁ ଗୁଳି […]

Russia1

Russia1

Hemant Lenka
  • Published: Wednesday, 02 March 2022
  • Updated: 02 March 2022, 04:04 PM IST

Sports

Latest News

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଆଜି ୭ମ ଦିନରେ ପହଞ୍ଚିଛି। ଏବେ ବିଭିନ୍ନ ସ୍ଥାନରେ ଦୁଇ ଦେଶର ଯବାନ ମୁହାଁମୁହିଁ ହେଉଛନ୍ତି। ରୁଷ ନିଜର ଆକ୍ରମଣକୁ ଅଧିକ ଜୋରଦାର କରୁଥିବା ଦାବି କରୁଥିଲେ ମଧ୍ୟ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି।

ୟୁକ୍ରେନରେ ଯୁଦ୍ଧ ପାଇଁ ପ୍ରବେଶ କରିଥିବା ରୁଷ ସୈନ୍ୟଙ୍କୁ ଆଖିବୁଜା ଗୁଳି ଓ ରକେଟ ମାଡ଼ କରିବାକୁ କୁହାଯାଇଛି। ଯାହାକୁ ଦେଖିଲେ, ସେମାନଙ୍କୁ ଗୁଳି କରିବାକୁ କୁହାଯାଇଥିବାରୁ ଯବାନମାନେ ସମାନ୍ୟ ଚିନ୍ତାରେ ପଡ଼ିଛନ୍ତି। ଏପରି ଆକ୍ରମଣ ଦ୍ୱାରା ନିରୀହ ଲୋକଙ୍କ ଜୀବନ ଯାଉଥିବାରୁ ଯୁଦ୍ଧରୁ ପଛଘୁଞ୍ଚା ଦେଉଛନ୍ତି କିଛି ରୁଷ ସୈନ୍ୟ। ସେହିପରି ଆକ୍ରମଣ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ପାଇଁ ରୁଷ ଯବାନମାନେ ନିଜ ଗାଡ଼ି ଓ ଟ୍ୟାଙ୍କରେ କ୍ଷତି ପହଞ୍ଚାଉଛନ୍ତି।

ଏ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଛି। ପେଣ୍ଟାଗନର ଜଣେ ଅଧିକାରୀ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଅଧିକାରୀ ଜଣଙ୍କ କହିଛନ୍ତି, ଯୁଦ୍ଧରେ ରୁଷ ଅଧିକାଂଶ ଯୁବବର୍ଗର ଯବାନଙ୍କୁ ସାମିଲ କରିଛି। ସେମାନେ ଯୁଦ୍ଧ ପାଇଁ ପୂରା ତାଲିମ ପାଇ ନାହାନ୍ତି।

ତଥାପି ସେମାନଙ୍କୁ ପୂର୍ଣ୍ଣକାଳୀନ ଯୁଦ୍ଧ ମୈଦାନରେ ଓହ୍ଲାଇ ଦିଆଯାଇଛି। ସେମାନେ ଯୁବବର୍ଗର ହୋଇଥିବାରୁ ମାନସିକ ସ୍ତରରେ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି। ସେମାନେ ଖାଦ୍ୟ ଓ ତୈଳ ଭଳି ଆବଶ୍ୟକ ସାମଗ୍ରୀର ଅଭାବକୁ ଅନୁଭବ କରୁଛନ୍ତି। ଏଥିପାଇଁ ସେମାନେ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି।

ସମ୍ମୁଖ ଯୁଦ୍ଧରୁ ନିଜକୁ ଦୂରରେ ରଖିବା ପାଇଁ ସେମାନେ ନିଜ ନିଜ ଗାଡ଼ିରେ କଣା କରି ଦେଉଛନ୍ତି। ସେହିପରି ଯୁଦ୍ଧ ଟ୍ୟାଙ୍କର ଗ୍ୟାସ ଲାଇନକୁ ମଧ୍ୟ ଲିକ୍ କରି ଦେଉଛନ୍ତି। ଏପରି କରି ସେମାନେ ରଣକ୍ଷେତ୍ରରୁ ନିଜକୁ ଦୂରେଇ ରଖିବାକୁ ପ୍ରୟାସ କରୁଛନ୍ତି।

ୟୁକ୍ରେନ ସେନା ଯୁଦ୍ଧ ବେଳେ ଜୀବନ୍ତ ଅବସ୍ଥାରେ ଗିରଫ କରିଥିବା ଶତାଧିକ ଯୁବ ରୁଷ ଯବାନଙ୍କ ବୟାନକୁ ଭିତ୍ତିକରି ପେଣ୍ଟାଗନର ଅଧିକାରୀ ଜଣଙ୍କ ଏପରି ସୂଚନା ଦେଇଛନ୍ତି। ସେହିପରି ଯୁବ ଯବାନଙ୍କୁ ସହଯୋଗ କରିବା ପାଇଁ ୪୦ କିମି ବ୍ୟାପି ଯୁଦ୍ଧ ଗାଡ଼ି ଓ ପରିବହନ ଟ୍ୟାଙ୍କକୁ ରୁଷ ପକ୍ଷରୁ ୟୁକ୍ରେନ ସୀମାରେ ରଖାରଯାଇଛି।

ଏହି ଗାଡ଼ିଗୁଡ଼ିକ ୟୁକ୍ରେନ ସୀମାରେ ଥିଲେ ମଧ୍ୟ କମାଣ୍ଡିଂ ଅଫିସର ଏହାକୁ ଦେଶ ଭିତରେ ପଶିବାକୁ ଅନୁମତି ଦେଇନାହାନ୍ତି। ରୁଷ ଯବାନମାନେ ଯୁଦ୍ଧ କରିବା ମୁଡରେ ନଥିବାରୁ କମାଣ୍ତିଂ ଅଫିସର ନିଜର ରଣନୀତିରେ ପରବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ନୂଆ ରଣନୀତି ଚୂଡ଼ାନ୍ତ ହେବା ପରେ ହିଁ ଟ୍ୟାଙ୍କ ଓ ଗାଡ଼ିଗୁଡ଼ିକ ୟୁକ୍ରେନ ଭିତରେ ପଶିବ ବୋଲି ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଛି। ଏହାବାଦ ୟୁକ୍ରେନରେ ମ୍ୟାପ ଜନିତ ସମସ୍ୟା ଓ ଅନ୍ୟାନ୍ୟ ମାନବୀୟ ସମ୍ବଳର ଅଭାବକୁ ଯୋଗୁ ରୁଷ ଯବାନମାନେ ଠିକ୍‌ ଭାବେ ଲଢ଼େଇ କରିପାରୁ ନାହାନ୍ତି।

ଅନ୍ୟପକ୍ଷରେ ନ୍ୟୁୟର୍କ ଟାଇମ୍ସର ଖବରରେ ସତ୍ୟତା ଥିବା ବ୍ରିଟେନ ଗୁଇନ୍ଦା ବିଭାଗ ଜାରି କରିଥିବା ଗୋଟିଏ ରେଡିଓ ବାର୍ତ୍ତାରୁ ସ୍ପଷ୍ଟ ହୋଇଛି। କିଛି ଦିନ ତଳେ ୟୁକ୍ରେନ ସହ ଯୁଦ୍ଧ କରୁଥିବା ଜଣେ ଯୁବ ରୁଷ ଯବାନ ନିଜ ପରିବାର ଲୋକଙ୍କୁ ଭାବବିହ୍ୱଳ ମେସେଜ ପଠାଇଥିବା ମଧ୍ୟ ଖବର ସାମ୍ନାକୁ ଆସିଥିଲା। ସେ ୟୁକ୍ରେନରେ ପ୍ରାଣ ହରାଇବା ପୂର୍ବରୁ ନିଜ ମା’ଙ୍କ ପାଖକୁ ମେସେଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story