ବିଚ୍ ରାସ୍ତାରେ ଗୋଡ଼-ହାତ ବାନ୍ଧି ଜାଳିଦେଲେ, ଭିଡିଓ ଭାଇରାଲ୍

ସିଆଲକୋଟ୍: ବିଚ୍ ରାସ୍ତାରେ ଜଣଙ୍କୁ ମାରିକି ଜାଳିଦେଲେ। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏମିତି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ପାକିସ୍ତାନର ସିଆଲକୋଟରେ ଶୁକ୍ରବାର ଏକ ଫ୍ୟାକ୍ଟ୍ରୀରେ ଶ୍ରମିକମାନେ ବିଚ୍ ରାସ୍ତାରେ ସେମାନଙ୍କର ମ୍ୟାନେଜରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି। ଫ୍ୟାକ୍ଟ୍ରୀର ମ୍ୟାନେଜର ହେଲେ ଜଣେ ଶ୍ରୀଲଙ୍କା ନାଗରିକ, ଯାହାଙ୍କ ନା ପ୍ରିୟାନ୍ତା କୁମାରା। ପ୍ରିୟାନ୍ତାଙ୍କ ଉପରେ ପ୍ରଫେଟ୍‌ ମହମ୍ମଦଙ୍କୁ ଅପମାନ କରିବାର ଅଭିଯୋଗ ଥିଲା। ଯେଉଁକାରଣରୁ ତାଙ୍କୁ […]

burnt

burnt

Ranjit Kumar Jena
  • Published: Friday, 03 December 2021
  • Updated: 03 December 2021, 08:01 PM IST

Sports

Latest News

ସିଆଲକୋଟ୍: ବିଚ୍ ରାସ୍ତାରେ ଜଣଙ୍କୁ ମାରିକି ଜାଳିଦେଲେ। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏମିତି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ପାକିସ୍ତାନର ସିଆଲକୋଟରେ ଶୁକ୍ରବାର ଏକ ଫ୍ୟାକ୍ଟ୍ରୀରେ ଶ୍ରମିକମାନେ ବିଚ୍ ରାସ୍ତାରେ ସେମାନଙ୍କର ମ୍ୟାନେଜରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି। ଫ୍ୟାକ୍ଟ୍ରୀର ମ୍ୟାନେଜର ହେଲେ ଜଣେ ଶ୍ରୀଲଙ୍କା ନାଗରିକ, ଯାହାଙ୍କ ନା ପ୍ରିୟାନ୍ତା କୁମାରା।

ପ୍ରିୟାନ୍ତାଙ୍କ ଉପରେ ପ୍ରଫେଟ୍‌ ମହମ୍ମଦଙ୍କୁ ଅପମାନ କରିବାର ଅଭିଯୋଗ ଥିଲା। ଯେଉଁକାରଣରୁ ତାଙ୍କୁ ମାରି ଜାଳି ଦେଇଥିବା ଜଣାପଡ଼ିଛି। ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ପ୍ରିୟାନ୍ତା ଏକ୍ସପୋର୍ଟ ମ୍ୟାନେଜର ଭାବେ ସିଆଲକୋଟର ଏହି ଫ୍ୟାକ୍ଟ୍ରୀରେ ଯୋଗ ଦେଇଥିଲେ।

'ଦି ଡନ୍' ନ୍ୟୁଜ୍ ମୁତାବକ, ଘଟଣା ଶୁକ୍ରବାର ଦ୍ୱିପ୍ରହରରେ ଘଟିଛି। ସିଆଲକୋଟର ୱଜିରାବାଦ ରୋଡ୍ ଅଞ୍ଚଳରେ ଏକ ମଲ୍ଟିନ୍ୟାଶନାଲ୍ ଫ୍ୟାକ୍ଟ୍ରୀ ଅଛି। ଯେଉଁଠାରେ ଆଜି ଅଚାନକ ହଙ୍ଗାମା ହୋଇଥିଲା। ଫ୍ୟାକ୍ଟ୍ରୀର ଶ୍ରମିକମାନେ ଭିଡ଼ ଭିତରେ ପ୍ରଥମେ ଏକ୍ସପୋର୍ଟ ମ୍ୟାନେଜରଙ୍କୁ ମାରପିଟ୍ କରି ବାହାରକୁ ବାହାର କରିଥିଲେ। ଏହାରି ଭିତରେ ମ୍ୟାନେଜରଙ୍କ ମୃତ୍ୟୁ ହୋଇଗଲା। ଯାହା ପରେ ତାଙ୍କୁ ବିଚ୍ ରାସ୍ତାରେ ଜୀଳନ୍ତା ଜାଳିଦିଆ ଗଲା।

ସିଆଲକୋଟର ପୁଲିସ୍ ଅଫିସର୍ ଉମର ସଇଦ ମଲିକ୍ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଲେ ପ୍ରିୟାନ୍ତା କୁମାରା। ସେ ଜଣେ ଶ୍ରୀଲଙ୍କା ନାଗରିକ ଥିଲେ। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ମାରପିଟ୍ କରାଯାଉଛି। ପରେ ତାଙ୍କୁ ଜଳାଇ ଦିଆଯାଉଛି। ଏହାରି ଭିତରେ ନାରାବାଜି ମଧ୍ୟ ଦେଖିବାକୁ ମିଳିଥିଲା।

ଘଟଣା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଉସମାନ୍ ବୁଜଦାର କହିଛନ୍ତି, ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବ୍ୟକ୍ତିଗତ ଭାବେ ମୁଁ ଏହି ହତ୍ୟାକାଣ୍ଡର ରିପୋର୍ଟ ଯାଞ୍ଚ କରିବି। ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ଯେଉଁମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବେ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସିଆଲକୋଟରେ ୨୦୧୦ରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ସେହି ସମୟରେ ଭିଡ଼ ଭିତରେ ଦୁଇ ଭାଇଙ୍କୁ ଲୁଟେରା କରି ଜୀଅନ୍ତା ଜାଳିଦିଆଯାଇଥିଲା। ଏହାର ମଧ୍ୟ ଭିଡିଓ ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story