ଇସ୍ତଫା ଦେବାକୁ ରାଜି ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସବୁଠି ଅଶାନ୍ତିର ନିଆଁ। ଆର୍ଥିକ ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବିଦ୍ରୋହ ଥମୁ ନାହିଁ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଶ୍ରୀଲଙ୍କ ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ ପରେ ସେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଦଳୀୟ ନେତାଙ୍କ ପ୍ରସ୍ତାବରେକୁ […]

srilanka

srilanka

Tapas Behera
  • Published: Saturday, 09 July 2022
  • Updated: 09 July 2022, 08:04 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସବୁଠି ଅଶାନ୍ତିର ନିଆଁ। ଆର୍ଥିକ ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବିଦ୍ରୋହ ଥମୁ ନାହିଁ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଶ୍ରୀଲଙ୍କ ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ ପରେ ସେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଦଳୀୟ ନେତାଙ୍କ ପ୍ରସ୍ତାବରେକୁ ମୁଁ ମାନିବାକୁ ରାଜି ବୋଲି ଶ୍ରଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି। ନୂଆ ତଥ୍ୟ ଅନୁଯାୟୀ  ଶ୍ରୀଲଙ୍କାରେ  ସର୍ବଦଳୀୟ ସରକାର ପାଇଁ ପ୍ରସ୍ତାବ ଆସିଛି।

ଏଥିରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ସମ୍ମତି ପ୍ରକାଶ କରିବା ସହ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଆଜି ଲକ୍ଷଲକ୍ଷ  ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରିବା ସହ ଭିତରକୁ ପଶିବା ଉଦ୍ୟମ କରିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇଛନ୍ତି। ଶ୍ରୀଲଙ୍କାର ଋଣ ପ୍ରାୟ ୪ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ଶୂନ୍ୟ ହୋଇଯାଇଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏବେ ପେଟ୍ରୋଲ ମିଳୁ ନଥିବା ବେଳେ ବିଜୁଳି ବି ମିଳୁନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଏହି ଦୂରାବସ୍ଥା ଲାଗି ସରକାରଙ୍କୁ ଟର୍ଗେଟ୍ କରୁଛନ୍ତି।

ଲକ୍ଷଲକ୍ଷ  ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବଜା କରିନେଇଛନ୍ତି । ତେବେ ପରିସ୍ଥିତିକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ବେଳେ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି ରାନିଲ ବିକ୍ରମସିଂଘେ।  ଗୋଟିଏପଟେ ବିକ୍ଷୋଭ ଚାଲିଥିବା ବେଳେ ଅନ୍ୟପଟେ ଜରୁରିକଳୀନ ବୈଠକ ଡାକିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେ। ଏହି ବୈଠକରେ ଗୋଟାବାୟାଙ୍କର ଇସ୍ଥଫାକୁ ନେଇ ଆଲୋଚନା ଜାରି ରହିଛି। ଯଦି ଗୋଟାବାୟା ଇସ୍ତଫା ଦିଅନ୍ତି ତେବେ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story