ବ୍ରିଟେନ ପାଇଁ କାମ କରୁଥିବା ଆଫଗାନୀଙ୍କ ପ୍ରତି ତାଲିବାନୀ ବିପଦ, ଦୂତାବାସରେ ରହିଗଲା ସବୁ ତଥ୍ୟ

ଲଣ୍ଡନ: ତାଲିବାର କବଜା ପୂର୍ବରୁ ବ୍ରିଟେନର ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ବିଦେଶୀ ଶକ୍ତି ବଳରେ ତାଲିବାନ ବିରୋଧରେ କାମ କରୁଥିବା ଆଫଗାନବାସୀଙ୍କ ତଥ୍ୟ ଯୋଗାଡ଼ କରିବାରେ ସଂଗଠନ ଲାଗି ପଡ଼ିଛି। ଏସବୁ ଭିତରେ ବିଭିନ୍ନ ରାଷ୍ଟ୍ରର ଦୂତାବାସ କର୍ମଚାରୀମାନେ ସେମାନଙ୍କ ପାଇଁ କାମ କରୁଥିବା ଆଫଗାନୀଙ୍କ ତଥ୍ୟକୁ ନଷ୍ଟ କରି ଦେଶ ଛାଡ଼ୁଛନ୍ତି। ହେଲେ ବ୍ରିଟେନ କର୍ମଚାରୀମାନେ ଭୁଲବଶତଃ ଦୂତାବାସ ଛାଡ଼ିବା ପୂର୍ବରୁ କିଛି ଆଫଗାନୀଙ୍କ […]

Taliban

Taliban

Hemant Lenka
  • Published: Friday, 27 August 2021
  • Updated: 27 August 2021, 10:16 AM IST

Sports

Latest News

ଲଣ୍ଡନ: ତାଲିବାର କବଜା ପୂର୍ବରୁ ବ୍ରିଟେନର ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ବିଦେଶୀ ଶକ୍ତି ବଳରେ ତାଲିବାନ ବିରୋଧରେ କାମ କରୁଥିବା ଆଫଗାନବାସୀଙ୍କ ତଥ୍ୟ ଯୋଗାଡ଼ କରିବାରେ ସଂଗଠନ ଲାଗି ପଡ଼ିଛି। ଏସବୁ ଭିତରେ ବିଭିନ୍ନ ରାଷ୍ଟ୍ରର ଦୂତାବାସ କର୍ମଚାରୀମାନେ ସେମାନଙ୍କ ପାଇଁ କାମ କରୁଥିବା ଆଫଗାନୀଙ୍କ ତଥ୍ୟକୁ ନଷ୍ଟ କରି ଦେଶ ଛାଡ଼ୁଛନ୍ତି।

ହେଲେ ବ୍ରିଟେନ କର୍ମଚାରୀମାନେ ଭୁଲବଶତଃ ଦୂତାବାସ ଛାଡ଼ିବା ପୂର୍ବରୁ କିଛି ଆଫଗାନୀଙ୍କ ତଥ୍ୟକୁ ନଷ୍ଟ କରିପାରି ନାହାନ୍ତି। କାବୁଲରେ ଥିବା ବ୍ରିଟେନ ଦୂତାବାସକୁ ତାଲିବାନୀମାନେ ସିଜ୍‌ କରିଥିବା ବେଳେ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ରହି ଯାଇଥିବା ଜଣାପଡ଼ିଛି।

ଏହି ଦସ୍ତାବିଜ୍‌ରେ ବ୍ରିଟେନ ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ଠିକଣା ରହିଛି। ତେଣୁ ସେମାନଙ୍କୁ ଏହି ଦସ୍ତାବିଜ ଜରିଆରେ ଠାବ କରି ତାଲିବାନୀ ଦଣ୍ଡ ଦେବାର ଆଶଙ୍କା ପ୍ରକାଶ ପାଇଛି। ତଥାପି ସେଭଳି ଲୋକ ଓ ସେମାନଙ୍କ ପରିବାର ବର୍ଗଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ବ୍ରିଟେନ ସରକାର ପ୍ରୟାସ କରୁଛନ୍ତି।

ବ୍ରିଟେନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, କାବୁଲ ସ୍ଥିତି ବିଗିଡ଼ିବା ସହ ଆମ ଦୂତାବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦସ୍ତାବିଜ୍‌ ଗୁଡ଼ିକୁ ନଷ୍ଟ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲୁ। ତଥାପି କିଛି ଦସ୍ତାବିଜ୍‌ କର୍ମଚାରୀମାନେ ଦୂତାବାସରେ ଛାଡ଼ି ଦେଇଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି।

ଦି ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦୂତାବାସରୁ ବ୍ରିଟେନ ପାଇଁ କାମ କରୁଥିବା ୭ ଜଣ ଆଫଗାନ ନାଗରିକଙ୍କ ତଥ୍ୟ ସମ୍ବଳିତ କାବଜପତ୍ର ଠାବ ହୋଇଛି। ତାଲିବାନୀମାନେ ଦୂତାବାସରେ ପ୍ୟାଟ୍ରୋଲିଂ ଜାରି ରଖିଛନ୍ତି। ତେବେ ଟାଇମ୍ସ ପକ୍ଷରୁ ବ୍ରିଟେନ ବୈଦେଶିକ ମନ୍ତ୍ରଣାଳୟକୁ ୩ ଜଣ ଆଫଗାନୀ କର୍ମଚାରୀ ଓ ସେମାନଙ୍କର ୮ ଜଣ ପରିବାର ସଦସ୍ୟଙ୍କ ବିସ୍ତୃତ ଦିଆଯାଇଛି। ମନ୍ତ୍ରଣାଳୟ ଉକ୍ତ ୩ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛି। ଏସବୁ ଆଫଗାନୀଙ୍କ ତଥ୍ୟ ତାଲିବାନ ହାତରେ ଲାଗିଛି କି ନାହିଁ, ସେକଥା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story