ଭାରତ ସହ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଛି ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ସହ ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି ତାଲିବାନ। ଏବେ କିନ୍ତୁ ଭାରତକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହି ତାଲିବାନ ନୂଆଦିଲ୍ଲୀ ସହ ବ୍ୟବସାୟିକ ଓ ଅର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ମତ ଦେଇଛି। ବରିଷ୍ଠ ତାଲିବାନ ନେତା ଶେର ମହମ୍ମଦ ଷ୍ଟାନିକଜାଇ କହିଛନ୍ତି, ଭାରତକୁ ଆମେ ସବୁବେଳେ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରି ଆସିଛୁ। ଆମେ ଆମ ପଡ଼ୋଶୀ ଦେଶ ସହ ଭଲ […]

Taliban

Taliban

Hemant Lenka
  • Published: Monday, 30 August 2021
  • Updated: 30 August 2021, 04:05 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ସହ ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି ତାଲିବାନ। ଏବେ କିନ୍ତୁ ଭାରତକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହି ତାଲିବାନ ନୂଆଦିଲ୍ଲୀ ସହ ବ୍ୟବସାୟିକ ଓ ଅର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ମତ ଦେଇଛି।

ବରିଷ୍ଠ ତାଲିବାନ ନେତା ଶେର ମହମ୍ମଦ ଷ୍ଟାନିକଜାଇ କହିଛନ୍ତି, ଭାରତକୁ ଆମେ ସବୁବେଳେ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରି ଆସିଛୁ। ଆମେ ଆମ ପଡ଼ୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ। ଆମେ ଭାରତ ସହ ବ୍ୟବସାୟିକ ଓ ଅର୍ଥନୀତିକ ସମ୍ପର୍କ ଭାୟା ପାକିସ୍ତାନ ଦେଇ ରଖିବାକୁ ଚାହୁଁଛୁ। ଆମ ବ୍ୟବସାୟିକ ରାସ୍ତା ସବୁବେଳେ ଖୋଲା ରହିଛି ବୋଲି ସେ କହିଛନ୍ତି।

ଏଥିସହ ଭାରତ ସହାୟତାରେ ଇରାନରେ ତିଆରି ହେଉଥିବା ଚାବାହାର ପ୍ରକଳ୍ପକୁ ତାଲିବାନ ସବୁ ପ୍ରକାରର ସହାୟତା ଯୋଗାଇ ଦେବ ବୋଲି ଷ୍ଟାନିକଜାଇ ପ୍ରତିଶ୍ରୁତି ଦେଇଛନ୍ତି। ଏହାବାଦ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦରେ ତାଲିବାନ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ। ଏହି ବିବାଦ ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ତାଲିବାନ ନେତା ଷ୍ଟାନିକଜାଇ କହିଛନ୍ତି।

ତାଲିବାନ ମୁଖପାତ୍ର ଜୈବହୁଲ୍ଲା ମୁଜାହିଦ ମଧ୍ୟ ଭାରତକୁ ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରି ତାଲିବାନ ପକ୍ଷରୁ ନୂଆଦିଲ୍ଲୀକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି। ଏଥିସହ ସବୁ ଦେଶର ସରକାରମାନଙ୍କୁ କାବୁଲରେ ଦୂତାବାସ ଖୋଲିବାକୁ ସେ କହିଛନ୍ତି। ଦୂତାବାସର ସୁରକ୍ଷା ତାଲିବାନର ଦାୟିତ୍ୱ ବୋଲି ସେ ସମସ୍ତଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ କାବୁଲ ସହ ପୂରା ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାପରେ ଭାରତ ସମେତ ଏକଧିକ ରାଷ୍ଟ୍ରପକ୍ଷରୁ କାବୁଲରେ ଥିବା ଦୂତାବାସକୁ ଖାଲି କରିବା ସହ ନିଜ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଲାଗିଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ତାଲିବାନ ଭାରତ ସହ ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଥିଲେ। ହେଲେ ଏବେ ନିଜର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ତାଲିବାନ ଭାରତ ସହ ବ୍ୟବସାୟକ କରିବାକୁ ଆଗ୍ରହ ଦେଖାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story