ଆମେରିକାରେ ଭାରତୀୟ ପରିବାରକୁ ଅପହରଣ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଭାରତୀୟ ପରିବାରକୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଅପହୃତଙ୍କ ମଧ୍ୟରେ ୮ମାସର ଶିଶୁ ଥିବା ଜଣାପଡିଛି। ହେଲେ ଏଯାଏଁ ଅପହରଣକାରୀଙ୍କ ବିଷୟରେ ପୁଲିସକୁ କୌଣସି ସୁରାକ୍ ମିଳିନାହିଁ। ଏପରି ଘଟଣା ଘଟିଛି କାଲିଫର୍ଣ୍ଣିଆର ମସର୍ଡ କାଉଣ୍ଟି ଅଞ୍ଚଳରେ। ସୂଚନା ମୁତାବକ, ଅପହୃତ ହୋଇଥିବା ପରିବାରରେ ୩୬ ବର୍ଷୀୟ ଜଶଦୀପ ସିଂହ, ୨୭ ବର୍ଷୀୟ ତାଙ୍କ ପତ୍ନୀ ଜସଲିନ୍ କୌର, ତାଙ୍କର ୮ମାସର […]

indian-origin-people-abducted-in-california

Madhupriya Mistry
  • Published: Tuesday, 04 October 2022
  • Updated: 04 October 2022, 12:50 PM IST

Sports

Latest News

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଭାରତୀୟ ପରିବାରକୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଅପହୃତଙ୍କ ମଧ୍ୟରେ ୮ମାସର ଶିଶୁ ଥିବା ଜଣାପଡିଛି। ହେଲେ ଏଯାଏଁ ଅପହରଣକାରୀଙ୍କ ବିଷୟରେ ପୁଲିସକୁ କୌଣସି ସୁରାକ୍ ମିଳିନାହିଁ। ଏପରି ଘଟଣା ଘଟିଛି କାଲିଫର୍ଣ୍ଣିଆର ମସର୍ଡ କାଉଣ୍ଟି ଅଞ୍ଚଳରେ।

ସୂଚନା ମୁତାବକ, ଅପହୃତ ହୋଇଥିବା ପରିବାରରେ ୩୬ ବର୍ଷୀୟ ଜଶଦୀପ ସିଂହ, ୨୭ ବର୍ଷୀୟ ତାଙ୍କ ପତ୍ନୀ ଜସଲିନ୍ କୌର, ତାଙ୍କର ୮ମାସର ଝିଅ ଅରୋହି, ତାଙ୍କର ଜଣେ ୩୯ ବର୍ଷୀୟ ବନ୍ଧୁ ଅମନଦୀପ ସିଂହ ଅଛନ୍ତି। ପୁଲିସର କହିବା ଅନୁସାରେ, ଏହି ପରିବାରକୁ ସାଉଥ୍ ହାଇୱେରୁ ଅପହରଣ କରାଯାଇଛି।

ରିପୋର୍ଟ ମୁତାବକ, ଏହି ଘଟଣାରେ ଅଧିକ କିଛି ତଥ୍ୟ ମିଳିପାରିନାହିଁ । ଏଯାଏଁ ଅପହରଣକାରୀଙ୍କୁ ପୁଲିସ ଖୋଜା ଜାରି ରଖିଛି। ସେମାନଙ୍କର ଅପହରଣ କରିବାର ଉଦ୍ଦେଶ୍ୟ ମଧ୍ୟ ଜଣାପଡିନାହିଁ। ପ୍ରଶାସନର କହିବା ମୁତାବକ, ଏହି ୪ ଜଣଙ୍କୁ ଜୋର ଜବରଦସ୍ତି ସାଉଥ ହାଇୱେ-୫୯ର ୮୦୦ ବ୍ଲକରୁ ଅପହରଣ କରାଯାଇଛି।

ଅପରାଧିଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ସନ୍ଦିଗ୍ଧ ତଥା ପୀଡିତଙ୍କ ପାଖକୁ ପହଞ୍ଚିବା ପାଇଁ ପୁଲିସ ଲଗାତର ଉଦ୍ୟମ ଜାରି ରଖିଛି। ଏହାପୂର୍ବରୁ ୨୦୧୯ରେ ଭାରତୀୟ ତୂଷାର ଅତ୍ରେଙ୍କ ତାଙ୍କ ପ୍ରେମିକାଙ୍କ କାର୍‌ରୁ ମୃତଦେହ ମିଳିଥିଲା। ସେ ଏକ ଡିଜିଟ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। କାଲିଫର୍ନିଆର ତାଙ୍କ ବିଳାସପୂର୍ଣ୍ଣ ଘରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story