ସପିଂ ମଲ୍‌ରେ ଗୁଳିମାଡ଼, ୧୨ ଆହତ

ୱାଶିଂଟନ: ସପିଂ ମଲ୍‌ରେ ଆଖିବୁଜା ଗୁଳିମାଡ। କିଛି ଦୁର୍ବୃତ୍ତ ସପିଂ ମଲ୍‌ ଭିତରେ ପଶି ଲୋକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ଆମେରିକାର ସାଉଥ କ୍ୟାରୋଲିନା ସ୍ଥିତ କଲମ୍ବିଆନ୍‌ ସହରର ଏକ ମଲ୍‌ରେ। ସାଉଥ କାରୋଲିନାର କଲମ୍ବିଆନ୍‌ ସହରରେ ଥିବା ଏକ ବ୍ୟସ୍ତବହୁଳ ସପିଂ ମଲରେ ଗୁଳି ବିନିମୟରେ ୧୨ ଜଣଙ୍କୁ ଗୁଳି ବାଜିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି […]

shooting at mall

shooting at mall

Madhupriya Mistry
  • Published: Sunday, 17 April 2022
  • Updated: 17 April 2022, 11:31 AM IST

Sports

Latest News

ୱାଶିଂଟନ: ସପିଂ ମଲ୍‌ରେ ଆଖିବୁଜା ଗୁଳିମାଡ। କିଛି ଦୁର୍ବୃତ୍ତ ସପିଂ ମଲ୍‌ ଭିତରେ ପଶି ଲୋକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ଆମେରିକାର ସାଉଥ କ୍ୟାରୋଲିନା ସ୍ଥିତ କଲମ୍ବିଆନ୍‌ ସହରର ଏକ ମଲ୍‌ରେ।

ସାଉଥ କାରୋଲିନାର କଲମ୍ବିଆନ୍‌ ସହରରେ ଥିବା ଏକ ବ୍ୟସ୍ତବହୁଳ ସପିଂ ମଲରେ ଗୁଳି ବିନିମୟରେ ୧୨ ଜଣଙ୍କୁ ଗୁଳି ବାଜିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗୁଳିମାଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

କଲମ୍ବିଆନ ସେଣ୍ଟରରେ କଲମ୍ବିଆନ୍‌ ପୁଲିସର କହିବା ମୁତାବକ, ଶନିବାର ଅପରାହ୍ଣରେ ସପିଂ ମଲ୍‌ର ଫୁଡ୍‌ କୋର୍ଟରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ଗୁଳିମାଡ କରୁଥିଲେ। ତେବେ ଏହି ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ଗୁଳିମାଡରେ ୧୦ ଜଣ ଆହତ ହୋଇଥିବା ବେଳେ ଦୌଡାଦୌଡି ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି।

ଘଟଣା ପୂର୍ବରୁ ତିନି ଜଣ ବ୍ୟକ୍ତି, ଯେଉଁମାନେ ପୂର୍ବ ପରିଚିତ ଥିଲେ, ସେମାନେ ମଲରେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ। କଥାବାର୍ତ୍ତା ବେଳେ ପରସ୍ପର ମଧ୍ୟରେ ଏକ ପ୍ରକାର ବାଦବିବାଦ ଉପୁଜିଥିଲା। ଏହାପରେ ସେମାନେ ଗୁଳି ଫୁଟାଇଥିଲେ।

୧୨ ଜଣ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ୬ ଜଣଙ୍କ ଅବସ୍ଥା ସ୍ଥିର ଅଛି। ସମସ୍ତ ଗୁରୁତରଙ୍କ ବୟସ ୧୫ରୁ ୭୩ ବର୍ଷ ମଧ୍ୟରେ ଥିବା ପୁଲିସ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story