ସବୁଠୁ ବଡ଼ ବହିର ଉନ୍ମୋଚନ କରିବେ ବିଶ୍ୱର କ୍ଷୁଦ୍ର ମହିଳା

ଜୟପୁର: ରାଜସ୍ଥାନର ସୀକର ଜିଲ୍ଲାର ରାମଲୀଲା ମଇଦାନରେ ଆଜି ବିଶ୍ୱର ସବୁଠାରୁ ବୃହତ ପୁସ୍ତକର ଉନ୍ମୋଚନ କରାଯିବ। ବିଶ୍ୱର ସବୁଠାରୁ ସାନ (୨୪ ଇଞ୍ଚ) ମହିଳା ଜ୍ୟୋତି ଆମଗେ ଏହାର ଉନ୍ମୋଚନ କରିବେ। ଗିନିଜ ବୁକ୍ ଅଫ ୱାର୍ଲଡ୍ ରେକର୍ଡରେ ସବୁଠୁ କମ୍ ଉଚ୍ଚତାର ମହିଳା ମାନ୍ୟତା ପାଇଥିବା ୨୪ ବର୍ଷୀୟ ଆମଗେ ଏହି ବହିଟିକୁ ଲେଖିଛନ୍ତି। ବହିଟିର ଉଚ୍ଚତା ୫୧ ଫୁଟ୍‌। ଏହାର ନାମ ‘କଡ଼ୱେ ପ୍ରବଚନ’। ସମାଜକୁ ଭ୍ରୂଣ ହତ୍ୟା ବିରୋଧରେ ବାର୍ତ୍ତା ଦେବା […]

jyotiamge

jyotiamge

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 11:16 AM IST

Sports

Latest News

ଜୟପୁର: ରାଜସ୍ଥାନର ସୀକର ଜିଲ୍ଲାର ରାମଲୀଲା ମଇଦାନରେ ଆଜି ବିଶ୍ୱର ସବୁଠାରୁ ବୃହତ ପୁସ୍ତକର ଉନ୍ମୋଚନ କରାଯିବ। ବିଶ୍ୱର ସବୁଠାରୁ ସାନ (୨୪ ଇଞ୍ଚ) ମହିଳା ଜ୍ୟୋତି ଆମଗେ ଏହାର ଉନ୍ମୋଚନ କରିବେ। ଗିନିଜ ବୁକ୍ ଅଫ ୱାର୍ଲଡ୍ ରେକର୍ଡରେ ସବୁଠୁ କମ୍ ଉଚ୍ଚତାର ମହିଳା ମାନ୍ୟତା ପାଇଥିବା ୨୪ ବର୍ଷୀୟ ଆମଗେ ଏହି ବହିଟିକୁ ଲେଖିଛନ୍ତି। ବହିଟିର ଉଚ୍ଚତା ୫୧ ଫୁଟ୍‌। ଏହାର ନାମ ‘କଡ଼ୱେ ପ୍ରବଚନ’।

ସମାଜକୁ ଭ୍ରୂଣ ହତ୍ୟା ବିରୋଧରେ ବାର୍ତ୍ତା ଦେବା ପାଇଁ ସେ ଏହି ପୁସ୍ତକ ଲେଖିଛନ୍ତି। ସେ କହିଛନ୍ତି କନ୍ୟା ଭ୍ରୂଣ ହତ୍ୟା ସମାଜ ପାଇଁ ଏକ ଅଭିଶାପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story