ଚାଲିଗଲେ ବିଶ୍ୱର ସବୁଠୁ ଓଜନିଆ ମହିଳା  

ନୂଆଦିଲ୍ଲୀ:ବିଶ୍ୱର ସବୁଠୁ ଓଜନିଆ ମହିଳା  ଇମାନ ଅହମ୍ମଦଙ୍କ ସୋମବାର ଭୋର ପରଲୋକ ହୋଇଯାଇଛି। ଆବୁଧାବିରେ ବର୍ଜିଲ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ। ହୃଦ ରୋଗ, କିଡ୍‌ନି ରୋଗଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।  ଇଜିପ୍ଟର ନାଗରିକ  ଏହି ମହିଳା ଜଣକର ଓଜନ ହେଉଛି ୫୦୦ କେଜି। ମହିଳା ଜଣକ ପିଲାବେଳୁ ଥାଏରଡ଼ ରୋଗରେ ଆକ୍ରାନ୍ତ ଥିଲେ। ପ୍ରଥମେ ସେ ଅସ୍ତ୍ରୋପଚାର ପାଇଁ ଭାରତ ଆସିଥିଲେ। ମୁମ୍ବାର ସୈଫି ହସ୍‌ପିଟାଲ୍‌ରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରିଥିଲେ । […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 11:24 AM IST

ନୂଆଦିଲ୍ଲୀ:ବିଶ୍ୱର ସବୁଠୁ ଓଜନିଆ ମହିଳା  ଇମାନ ଅହମ୍ମଦଙ୍କ ସୋମବାର ଭୋର ପରଲୋକ ହୋଇଯାଇଛି। ଆବୁଧାବିରେ ବର୍ଜିଲ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ। ହୃଦ ରୋଗ, କିଡ୍‌ନି ରୋଗଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।  ଇଜିପ୍ଟର ନାଗରିକ  ଏହି ମହିଳା ଜଣକର ଓଜନ ହେଉଛି ୫୦୦ କେଜି। ମହିଳା ଜଣକ ପିଲାବେଳୁ ଥାଏରଡ଼ ରୋଗରେ ଆକ୍ରାନ୍ତ ଥିଲେ।

ପ୍ରଥମେ ସେ ଅସ୍ତ୍ରୋପଚାର ପାଇଁ ଭାରତ ଆସିଥିଲେ। ମୁମ୍ବାର ସୈଫି ହସ୍‌ପିଟାଲ୍‌ରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରିଥିଲେ । ବୈରିୟାଟ୍ରିକ୍ ସର୍ଜରୀ ପରେ ତାଙ୍କର ଫିଜିଓଥେରାପି କରାଯାଇଥିଲା। ଏହି ରୋଗ କାରଣରୁ ୩୭ ବର୍ଷୀୟା ଇମାନଙ୍କ ଓଜନ କ୍ରମାଗତ ବଢ଼ି ୫୦୦ କେଜିରେ ପହଞ୍ଚି ଯାଇଥିଲା। ମୁମ୍ବାଇ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗତ ମେ’ ମାସ ୪ ତାରିଖରେ ଆବୁଧାବି ନିଆଯାଇଥିଲା।  ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story