୩୩ ଶହ ନୁହେଁ, ଚାଇନାରେ ୪୨ ହଜାର ମୁଣ୍ଡ ନେଇଛି କରୋନା!

ବେଜିଂ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ନିଜର ଉପସ୍ଥିତି ଜାରି କରିବାରେ ଲାଗିଛି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୧୯୯ଟି ଦେଶରେ ବ୍ୟାପି ସାରିଛି। ତେବେ ଭାଇରସର ଉତ୍ପତ୍ତି ସ୍ଥଳ ଚାଇନାରେ ଏହି ଭୂତାଣୁ ୩୩୦୪ ଜଣଙ୍କ ଜୀବନ ନେଇଥିବା ସେଠାକାର ସରକାର କହିଛନ୍ତି। ଏହା ତୁଳନାରେ ଇଟାଲୀ ଓ ସ୍ପେନ ଭଳି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ହେଲେ ବ୍ରିଟେନ୍‌ ଖବରକାଗଜ ଡେଲି ମେଲ୍‌ରେ ଏକ ଚାଞ୍ଚଲ୍ୟକର […]

h

h

Hemant Lenka
  • Published: Monday, 30 March 2020
  • Updated: 30 March 2020, 03:18 PM IST

Sports

Latest News

ବେଜିଂ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ନିଜର ଉପସ୍ଥିତି ଜାରି କରିବାରେ ଲାଗିଛି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୧୯୯ଟି ଦେଶରେ ବ୍ୟାପି ସାରିଛି। ତେବେ ଭାଇରସର ଉତ୍ପତ୍ତି ସ୍ଥଳ ଚାଇନାରେ ଏହି ଭୂତାଣୁ ୩୩୦୪ ଜଣଙ୍କ ଜୀବନ ନେଇଥିବା ସେଠାକାର ସରକାର କହିଛନ୍ତି।

ଏହା ତୁଳନାରେ ଇଟାଲୀ ଓ ସ୍ପେନ ଭଳି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ହେଲେ ବ୍ରିଟେନ୍‌ ଖବରକାଗଜ ଡେଲି ମେଲ୍‌ରେ ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି। ଯେଉଁ ଉହାନରେ ଏହି ଭାଇରସ ପ୍ରଥମେ ସୃଷ୍ଟି ହୋଇଥିଲା, ସେଠାକାର ଲୋକମାନେ ଏହି ଖବରକାଗଜକୁ ମୃତ୍ୟୁସଂଖ୍ୟା ସମ୍ପର୍କରେ ତଥ୍ୟ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କରୋନା ଯୋଗୁ ଚାଇନାରେ ୪୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ବିନା ଯାଞ୍ଚରେ ମାତ୍ର ଗୋଟିଏ ମାସରେ ୨୮ ହଜାର ଲୋକଙ୍କ ଶବ ଦାହ କରାଯାଇଥିଲା। ଏହାକୁ ବେଶ ଗୋପନ ଭାବେ କରାଯାଇଥିଲା। ତେଣୁ ଚାଇନା ସରକାର ମୃତ୍ୟୁସଂଖ୍ୟା କମ କରି ବିଶ୍ୱକୁ ଅବଗତ କରାଇଛନ୍ତି।

ସ୍ଥାନୀୟ ଲୋକମାନେ କହିଛନ୍ତି, ଚାଇନା ସରକାର ମୃତ୍ୟୁର ସଂଖ୍ୟା ଯେତିକି କହିଛନ୍ତି, ତା’ଠାରୁ ୧୦ ଗୁଣ ଅଧିକ ଲୋକ ଏଠାରେ ପ୍ରାଣ ହରାଇଛନ୍ତି। ହୁବେଇ ପ୍ରଦେଶରେ ଥିବା ଅଲଗା ଅଲଗା ଶବ ଦାହ କରାଯାଉଥିବା ସ୍ଥାନରେ ବିଭିନ୍ନ ଲୋକଙ୍କୁ ପ୍ରତିଦିନ ୫ଶହରୁ ଅଧିକ ଅସ୍ଥି ବିସର୍ଜନ ପାଇଁ ଦିଆଯାଉଥିଲା। ହୁବେଇ ପ୍ରଦେଶରେ ପ୍ରାୟ ୭ଟି ଶବଦାହ କେନ୍ଦ୍ର ରହିଛି। ଅର୍ଥାତ ପ୍ରତିଦିନ ପ୍ରାୟ ୩୫ ଶହ ଲୋକଙ୍କ ଅସ୍ଥିକୁ ସେମାନଙ୍କ ପରିଜନମାନଙ୍କୁ ଦିଆଯାଇଛି।

ହଙ୍କଉ, ଉଚାଙ୍ଗ ଏବଂ ହାନୟାଙ୍ଗରେ ରହୁଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଏପ୍ରିଲ୍ ସୁଦ୍ଧା ସେମାନଙ୍କୁ ପରିବାର ଲୋକଙ୍କ ଅସ୍ଥିକୁ ଦିଆଯିବ ବୋଲି କୁହାଯାଇଛି। ତେଣୁ ସରକାର ହୁବେଇ ପ୍ରଦେଶରେ ପ୍ରକୃତରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି, ସେକଥା ସାରା ବିଶ୍ୱକୁ ଲୁଚାଇ ଥିବା ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story