କରୋନା ତଦନ୍ତ ପାଇଁ ରାଜି ହେଲାନି ଚୀନ୍

ବେଜିଂ: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ଚୀନକୁ ସମାଲୋଚନା କରୁଛି। ବର୍ଷ ଆରମ୍ଭରୁ କରୋନା ପ୍ରସଙ୍ଗରେ କେବେ ମୁହଁଖୋଲିନଥିବା ଚୀନ ରାଷ୍ଟ୍ରପତି ପ୍ରଥମ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ହେଲଥ ଆସେମ୍ୱଲି ବୈଠକରେ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ମତ ରଖିଛନ୍ତି। ଭାରତ ସମେତ 63ଟି ଦେଶ ଏବେ କରୋନାର ତଦନ୍ତ ଦାବି କରୁଥିବାବେଳେ ଚୀନ୍ ରାଷ୍ଟପତି ଜିଙ୍ଗପିଙ୍ଗ୍ ଆଜିର ଏହି ବୈଠକରେ ତଦନ୍ତ ପ୍ରସ୍ତାବକୁ ଖାରଜ କରିଛନ୍ତି। ଏହି ମହାମାରୀର […]

Chinese President Xi Jinping in Wuhan

Chinese President Xi Jinping in Wuhan

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 10:39 PM IST

Sports

Latest News

ବେଜିଂ: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ଚୀନକୁ ସମାଲୋଚନା କରୁଛି। ବର୍ଷ ଆରମ୍ଭରୁ କରୋନା ପ୍ରସଙ୍ଗରେ କେବେ ମୁହଁଖୋଲିନଥିବା ଚୀନ ରାଷ୍ଟ୍ରପତି ପ୍ରଥମ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ହେଲଥ ଆସେମ୍ୱଲି ବୈଠକରେ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ମତ ରଖିଛନ୍ତି।

ଭାରତ ସମେତ 63ଟି ଦେଶ ଏବେ କରୋନାର ତଦନ୍ତ ଦାବି କରୁଥିବାବେଳେ ଚୀନ୍ ରାଷ୍ଟପତି ଜିଙ୍ଗପିଙ୍ଗ୍ ଆଜିର ଏହି ବୈଠକରେ ତଦନ୍ତ ପ୍ରସ୍ତାବକୁ ଖାରଜ କରିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ଚୀନ୍ ସମସ୍ତ ଦେଶକୁ ନିଜ କ୍ଷମତା ପର୍ଯ୍ୟନ୍ତ ସହଯୋଗ କରିଛି। WHO ସହିତ ଅନ୍ୟାନ୍ୟ ଦେଶକୁ ଏହି ପ୍ରସଙ୍ଗରେ ସହଯୋଗ କରିବା ପାଇଁ ଆହ୍ୱାନ କରିଛନ୍ତି କରୋନାର ଖଳନାୟକ କୁହାଯାଉଥିବା ଜିଙ୍ଗପିଙ୍ଗ୍।

ତେବେ ଏହି ଅବସରରେ କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶକୁ ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ଚୀନ୍ ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ୍। ମୋଟ୍ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି ସେ ଘୋଷଣା କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ପଇସା ଦିଆଯିବ ବୋଲି ଜିଙ୍ଗପିଙ୍ଗ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story