ୟାକୁବର କ୍ଷମା ଆବେଦନକୁ ଖାରଜ କରିଥିବା ଜଷ୍ଟିସ ଦୀପକ ମିଶ୍ରଙ୍କୁ ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି। ୧୯୯୩ ମୁମ୍ୱାଇ ବିସ୍ଫୋରଣ ମାମଲାର ଦୋଷୀ ୟାକୁବ ମେମନକୁ ଫ।ଶୀ ଦଣ୍ଡାଦେଶ ବିରୋଧରେ ଦାଏର ଆବେଦନକୁ ଖାରଜ କରିଦେଇଥିବା ୩ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ମିଶ୍ର ଥିଲେ। ଏହାକୁ ନେଇ ଜଷ୍ଟିସ ମିଶ୍ରଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଆସିଥିବା ଜଣାପଡିଛି । ସୁରକ୍ଷା ବୃଦ୍ଧି ସତ୍ତ୍ୱେ ତାଙ୍କୁ ଟାର୍ଗେଟ କରାଯିବ ବୋଲି ଅଜଣା ବ୍ୟକ୍ତି ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି। ଦିଲ୍ଲୀ ପୋଲିସ ଏନେଇ […]

jastic

jastic

Rakesh Mallick
  • Published: Friday, 07 August 2015
  • Updated: 07 August 2015, 10:38 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି। ୧୯୯୩ ମୁମ୍ୱାଇ ବିସ୍ଫୋରଣ ମାମଲାର ଦୋଷୀ ୟାକୁବ ମେମନକୁ ଫ।ଶୀ ଦଣ୍ଡାଦେଶ ବିରୋଧରେ ଦାଏର ଆବେଦନକୁ ଖାରଜ କରିଦେଇଥିବା ୩ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ମିଶ୍ର ଥିଲେ। ଏହାକୁ ନେଇ ଜଷ୍ଟିସ ମିଶ୍ରଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଆସିଥିବା ଜଣାପଡିଛି । ସୁରକ୍ଷା ବୃଦ୍ଧି ସତ୍ତ୍ୱେ ତାଙ୍କୁ ଟାର୍ଗେଟ କରାଯିବ ବୋଲି ଅଜଣା ବ୍ୟକ୍ତି ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି। ଦିଲ୍ଲୀ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଦିଲ୍ଲୀସ୍ଥିତ ଜଷ୍ଟିସ ମିଶ୍ରଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗତ ଜୁଲାଇ ୩୦ ତାରିଖରେ ୟାକୁବଙ୍କୁ ଫ।ଶୀ ଦିଆଯାଇଥିଲା। ଦଣ୍ଡାଦେଶ ବିରୋଧରେ ୟାକୁବ କରିଥିବା ଶେଷ ଆବେଦନକୁ  ୨୯ ତାରିଖ ବିଳମ୍ୱିତ ରାତିରେ ଏକ ଐତିହାସିକ ଶୁଣାଣିରେ ଜଷ୍ଟିସ ଦୀପକ ମିଶ୍ର ଓ ତାଙ୍କ ଦୁଇ ସହଯୋଗୀ ଖାରଜ କରିଦେଇଥିଲେ। ଏହା ପରେ ତିନି ଜଷ୍ଟିସଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story