ଯଶୱନ୍ତ ସିହ୍ନା ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ!

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ। ଟିଏମ୍‌ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ ସାମ୍ମୁଖ୍ୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ। ଏହି ନିଷ୍ପତ୍ତି ପରେ ଶ୍ରୀ ସିହ୍ନା କହିଛନ୍ତି ଯେ, ସେ ପାର୍ଟି ରାଜନୀତିରୁ ବାହାରକୁ ଆସି ଦେଶ ନିମନ୍ତେ କାମ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଟିଏମ୍‌ସିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତୃଣମୂଳ […]

jaswant

jaswant

Niranjan Mishra
  • Published: Tuesday, 21 June 2022
  • Updated: 21 June 2022, 03:34 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ। ଟିଏମ୍‌ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ ସାମ୍ମୁଖ୍ୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ।

ଏହି ନିଷ୍ପତ୍ତି ପରେ ଶ୍ରୀ ସିହ୍ନା କହିଛନ୍ତି ଯେ, ସେ ପାର୍ଟି ରାଜନୀତିରୁ ବାହାରକୁ ଆସି ଦେଶ ନିମନ୍ତେ କାମ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଟିଏମ୍‌ସିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତୃଣମୂଳ କଂଗ୍ରେସର ଉପସଭାପତି ଥିଲେ। ଦଳରୁ ଇସ୍ତଫା ଦେଇ ସେ ନିର୍ଦଲୀୟ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ପଦ ପାଇଁ ମନୋନୟନପତ୍ର ଦାଖଲ କରିବେ।

ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି।

ସୂଚନା ଥାଉକି, ବିରୋଧୀ ଦଳମାନେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଖୋଜୁଥିବା ବେଳେ ସିହ୍ନାଙ୍କ ନାମ ସାମ୍ନାକୁ ଆସିଛି। ଏହା ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧି, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲାଙ୍କ ନାମ ଏହି ପଦ ନିମନ୍ତେ ଚର୍ଚ୍ଚାକୁ ଆସିଥିଲା। ଏହି ବ୍ୟକ୍ତିମାନେ ବିରୋଧୀ ସାମ୍ମୁଖ୍ୟର ପ୍ରସ୍ତାବକୁ ମନା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story