ତିହାର ଜେଲକୁ ସ୍ଥାନାନ୍ତର ହେଲା ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ, ଏନଆଇଏରେ ହୋଇପାରେ ହାଜର

ନୂଆଦିଲ୍ଲୀ: ଜମ୍ମୁର କୋଟ ବଲୱଲ ଜେଲରୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତର ହୋଇଛି ଜମ୍ମୁ କଶ୍ମୀର ଲିବରେସନ (ଜେକେଏଲଏଫ) ଫ୍ରଣ୍ଟର ମୁଖିଆ ୟାସିନ ମଲ୍ଲିକ। ଗୁରୁବାର ଏନଆଇଏ କୋର୍ଟରେ ୟାସିନ ମଲ୍ଲିକ ହାଜର ହୋଇପାରେ ବୋଲି ସୂଚନା ରହିଛି। ଗତକାଲି ରାତିରେ ଏୟାର ଇଣ୍ଡିଆ ବିମାନ ଯୋଗେ ୟାସିନ ମଲ୍ଲିକକୁ ଜମ୍ମୁରୁ ଦିଲ୍ଲୀ ଅଣାଯାଇଛି। ଆତଙ୍କବାଦୀ ଲିଙ୍କ୍ ମାମଲାରେ ଗତ ମାସ ମାର୍ଚ୍ଚ ୭ ତାରିଖରେ ୟାସିନ ମଲ୍ଲିକ ଗିରଫ ହୋଇଥିଲା। ପବ୍ଲିକ ସେଫଟି ଆକ୍ଟରେ ଗିରଫ ହୋଇଥିବାରୁ […]

yasin

yasin

Subhransu Sekhar
  • Published: Wednesday, 10 April 2019
  • Updated: 10 April 2019, 08:56 AM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁର କୋଟ ବଲୱଲ ଜେଲରୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତର ହୋଇଛି ଜମ୍ମୁ କଶ୍ମୀର ଲିବରେସନ (ଜେକେଏଲଏଫ) ଫ୍ରଣ୍ଟର ମୁଖିଆ ୟାସିନ ମଲ୍ଲିକ। ଗୁରୁବାର ଏନଆଇଏ କୋର୍ଟରେ ୟାସିନ ମଲ୍ଲିକ ହାଜର ହୋଇପାରେ ବୋଲି ସୂଚନା ରହିଛି। ଗତକାଲି ରାତିରେ ଏୟାର ଇଣ୍ଡିଆ ବିମାନ ଯୋଗେ ୟାସିନ ମଲ୍ଲିକକୁ ଜମ୍ମୁରୁ ଦିଲ୍ଲୀ ଅଣାଯାଇଛି।

ଆତଙ୍କବାଦୀ ଲିଙ୍କ୍ ମାମଲାରେ ଗତ ମାସ ମାର୍ଚ୍ଚ ୭ ତାରିଖରେ ୟାସିନ ମଲ୍ଲିକ ଗିରଫ ହୋଇଥିଲା। ପବ୍ଲିକ ସେଫଟି ଆକ୍ଟରେ ଗିରଫ ହୋଇଥିବାରୁ ଏବେ ୨ ବର୍ଷ ପର୍ଯ୍ୟନ୍ତ ଜେଲରେ ୟାସିନ ମଲ୍ଲିକ ରହିବ ବୋଲି ଜଣାପଡ଼ିଛି।

କଶ୍ମୀର ପଣ୍ଡିତ ନରସଂହାର ମାମଲାର ମୁଖ୍ୟ ଅଭିଯୁକ୍ତ ୟାସିନ ମଲ୍ଲିକ ଅଟେ। ଏଥିସହ ଭାରତୀୟ ବାୟୁସେନାର ୪ ଅଧିକାରୀଙ୍କୁ ଜେକେଏଲଏଫ ଦ୍ବାରା ହତ୍ୟା କରାଯାଇଥିବା ପ୍ରମାଣ ରହିଛି। ଏମିତିକି ଜେକେଏଲଏଫର ଟେରର ଫଣ୍ଡିଂ ଲିଙ୍କ୍ ଥିବା ଜଣାପଡ଼ିଛି।

କଶ୍ମୀରର ଜାମତ-ଏ-ଇସଲାମି ପରେ ୟାସିନ ମଲ୍ଲିକର ଜମ୍ମୁ କଶ୍ନୀର ଲିବରେସନ ଫ୍ରଣ୍ଟକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story