ତିନି ଦିନ ମଧ୍ୟରେ ୟେସ୍ ବ୍ୟାଙ୍କ କଟକଣା ହଟିବ

ନୂଆଦିଲ୍ଲୀ: ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କକୁ ଟ୍ରାକକୁ ଆଣିବା ପାଇଁ ଆରବିଆଇ ଓ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ୟେସ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ଶୁକ୍ରବାର ବିଳମ୍ୱିତ ରାତ୍ରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ମୋରାଟୋରିଅମ ଅବଧି ହଟାଇ ଦିଆଯିବ। ଅର୍ଥାତ୍ ବ୍ୟାଙ୍କର ଜମାକାରୀଙ୍କ ଉପରେ ଟଙ୍କା ଉଠାଇବା ନେଇ ଆରବିଆଇ ଯେଉଁ କଟକଣା ଲଗାଇଥିଲା ତାହା ଉଠାଇ ଦିଆଯିବ। ଅର୍ଥାତ୍ ୧୮ ମାର୍ଚ୍ଚ […]

yes

yes

Subhransu Sekhar
  • Published: Saturday, 14 March 2020
  • Updated: 14 March 2020, 12:47 PM IST

Sports

Latest News

ନୂଆଦିଲ୍ଲୀ: ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କକୁ ଟ୍ରାକକୁ ଆଣିବା ପାଇଁ ଆରବିଆଇ ଓ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ୟେସ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ଶୁକ୍ରବାର ବିଳମ୍ୱିତ ରାତ୍ରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ମୋରାଟୋରିଅମ ଅବଧି ହଟାଇ ଦିଆଯିବ। ଅର୍ଥାତ୍ ବ୍ୟାଙ୍କର ଜମାକାରୀଙ୍କ ଉପରେ ଟଙ୍କା ଉଠାଇବା ନେଇ ଆରବିଆଇ ଯେଉଁ କଟକଣା ଲଗାଇଥିଲା ତାହା ଉଠାଇ ଦିଆଯିବ। ଅର୍ଥାତ୍ ୧୮ ମାର୍ଚ୍ଚ ସଂଧ୍ୟା ୬ଟା ପରେ ଜମାକାରୀ ସ୍ୱାଭାବିକ ଭାବରେ ଟଙ୍କା ଉଠାଇପାରିବେ।

ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାରୁ ୭ ଦିନ ମଧ୍ୟରେ ନୂଆ ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଏସବିଆଇର ଦୁଇ ଜଣ ନିର୍ଦ୍ଦେଶକ ସଦସ୍ୟ ଭାବରେ ରହିବେ। ବୋର୍ଡ ଗଠନ ହେବା ପରେ ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କୁ ଦାୟିତ୍ୱରୁ ମୁକ୍ତ କରାଯିବ।

ଆରବିଆଇର ପ୍ରସ୍ତାବ ଅନୁଯାୟୀ, ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଶାନ୍ତ କୁମାର ୟେସ୍ ବ୍ୟାଙ୍କର ନୂଆ ପ୍ରବନ୍ଧକ ତଥା ପରିଚାଳନା ନିର୍ଦ୍ଦେଶକ ରହିବେ। ବ୍ୟାଙ୍କ ପରିଚାଳନା ପାଇଁ ଯେଉଁ ବୋର୍ଡ ଗଠନ ହେବ ସେଥିରେ ଅଧ୍ୟକ୍ଷ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆରବିଆଇ ନିଯୁକ୍ତ କରିବ। ଆରବିଆଇର ପ୍ରସ୍ତାବ ଅନୁଯାୟୀ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡା ୟେସ୍ ବ୍ୟାଙ୍କର ଦୁଇଜଣ ସ୍ୱାଧୀନ ନିର୍ଦ୍ଦେଶକ ରହିବେ।

ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କ୍ ଦେବାଳିଆ ସ୍ଥିତିକୁ ଆସିବା ପରେ ବ୍ୟାଙ୍କର ବୋର୍ଡକୁ ଭାଙ୍ଗିଦେଇଥିଲା ଆରବିଆଇ। ଏହାପରେ ଏପ୍ରିଲ ୩ ଯାଏ ମୋରାଟୋରିଅମ ଲାଗୁ କରିଦେଇଥିଲେ ଆରବିଆଇ। ଏହି ସମୟରେ ଜମାକାରୀ ୫୦, ୦୦୦ ଟଙ୍କା ଭିତରେ ଟଙ୍କା ଉଠାଇପାରିବେ ବୋଲି ନିୟମ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story