ଯୋଗୀଙ୍କୁ କୋଲକାତା ମନା!

ଲକ୍ଷ୍ନୌ: ବିଜେପିର ଷ୍ଟାର ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୋଲକାତା ଯିବାକୁ ଅନୁମତି ମିଳି ନଥିବା ବିଜେପି ଦାବି କରିଛି। ଆସନ୍ତା ୧୫ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋଗୀ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବାକୁ ଦକ୍ଷିଣ କୋଲକାତା ଯିବାର ଥିଲା। କିନ୍ତୁ ତାଙ୍କୁ ରାଲି ପାଇଁ ପଶ୍ଚିମବଙ୍ଗ ସରକାର ଓ ପ୍ରଶାସନ ଅନୁମିତି ଦେଇ ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, “୧୫ ତାରିଖ […]

y

y

Hemant Lenka
  • Published: Monday, 13 May 2019
  • Updated: 13 May 2019, 08:42 PM IST

Sports

Latest News

ଲକ୍ଷ୍ନୌ: ବିଜେପିର ଷ୍ଟାର ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୋଲକାତା ଯିବାକୁ ଅନୁମତି ମିଳି ନଥିବା ବିଜେପି ଦାବି କରିଛି। ଆସନ୍ତା ୧୫ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋଗୀ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବାକୁ ଦକ୍ଷିଣ କୋଲକାତା ଯିବାର ଥିଲା। କିନ୍ତୁ ତାଙ୍କୁ ରାଲି ପାଇଁ ପଶ୍ଚିମବଙ୍ଗ ସରକାର ଓ ପ୍ରଶାସନ ଅନୁମିତି ଦେଇ ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, “୧୫ ତାରିଖ ଦିନ ୩ଟାରେ ରାଲି କରିବାକୁ ପଶ୍ଚିମବଙ୍ଗ ପ୍ରଶାସନକୁ ଅନୁମତି ମଗା ଯାଇଥିଲା। ହେଲେ ପଶ୍ଚିମବଙ୍ଗ ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି। ସୋମବାର ମଧ୍ୟ ଯାଧବପୁରରେ ବିଜେପି ସଭାପତି ଅମିତ ଶାହ ରାଲି କରିବାର ଥିଲା। ଏଥିପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ହେଲିକପ୍ଟରକୁ ଲ୍ୟାଣ୍ଡିଂ କରିବାକୁ ଅନୁମତି ଦେଇ ନଥିଲା। ଏବେ ନିର୍ବାଚନ କମିଶନ ନିଜ ଆଡ଼ୁ ଏହାକୁ ବିଚାର କରିବା ଦରକାର। ପଶ୍ଚିମବଙ୍ଗ ସରକାର ହାରିବା ଭୟରେ ବିଜେପିକୁ ଏଭଳି ପ୍ରଚାର ପାଇଁ ଅନୁମତି ଦେଉ ନାହାନ୍ତି। ଏହା ଖୋଲାଖୋଲି ଭାବେ ଗଣତନ୍ତ୍ରର ହତ୍ୟା। ଯଦି ଦଳର ପ୍ରମୁଖ ନେତାମାନଙ୍କୁ ରାଲି ପାଇଁ ଅନୁମତି ମିଳିବ ନାହିଁ, ତା’ହେଲେ ସେଭଳି ନିର୍ବାଚନର ଅର୍ଥ କ’ଣ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story