ରାହୁଲ ଗାନ୍ଧି ଯେଉଁ ରାଜ୍ୟକୁ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି ସେଠାରେ ବିଜେପି ଜିତୁଛି: ଯୋଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ। ଗୁଜରାଟ ଭଲସାଦରେ ଏକ ଜନସଭାକୁ ସମ୍ବୋଧିତ କରି ଯୋଗୀ କହିଛନ୍ତି, ରାହୁଲ ଗାନ୍ଧୀ ଯେଉଁ ରାଜ୍ୟକୁ ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି, ସେହି ରାଜ୍ୟରେ କଂଗ୍ରେସ ହାରିବା ସହ ବିଜେପି ଜିତୁଛି। ନିକରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିଲେ ସେଠାରେବି ହାରିଗଲେ। ସେ କଣ ଗୁଜରାଟର ବିକାଶ କରିବେ ବୋଲି କଟାକ୍ଷ […]

rahul_gandhi1--621x414

rahul_gandhi1--621x414

Rakesh Mallick
  • Published: Friday, 13 October 2017
  • Updated: 13 October 2017, 10:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ। ଗୁଜରାଟ ଭଲସାଦରେ ଏକ ଜନସଭାକୁ ସମ୍ବୋଧିତ କରି ଯୋଗୀ କହିଛନ୍ତି, ରାହୁଲ ଗାନ୍ଧୀ ଯେଉଁ ରାଜ୍ୟକୁ ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି, ସେହି ରାଜ୍ୟରେ କଂଗ୍ରେସ ହାରିବା ସହ ବିଜେପି ଜିତୁଛି। ନିକରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିଲେ ସେଠାରେବି ହାରିଗଲେ। ସେ କଣ ଗୁଜରାଟର ବିକାଶ କରିବେ ବୋଲି କଟାକ୍ଷ କରି କହିଥିଲେ ଯୋଗୀ ଆଦିତ୍ୟନାଥ। ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ଅଛି। କିନ୍ତୁ ଏଯାଏଁ ତାରିଖ ଘୋଷଣା ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story