ଶ୍ରମିକ ଦିବସରେ ଶ୍ରମିକଙ୍କୁ ଯୋଗୀଙ୍କ ଉପହାର

ଲକ୍ଷ୍ନୌ: ଶ୍ରମିକ ଦିବସ ଅବସରରେ ନିଜ ରାଜ୍ୟର ଶ୍ରମିକଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶ୍ରମିକ ଦିବସ ଅବସରରେ ରାଜ୍ୟର ୩୦ ଲକ୍ଷ ଶ୍ରମିକଙ୍କ ପାଇଁ ହଜାରେ ଟଙ୍କା ଲେଖାଏଁ ଉପହାର ଘୋଷଣା କରିଛନ୍ତି ଯୋଗୀ। ଆଜିର ଦିନ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି ଯୋଗୀ। ଏହି ଅବସରରେ ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରମିକଙ୍କ ସହ କଥା ହେବେ ବୋଲି ସୂଚନା ରହିଛି। ଲକଡାଉନ୍ ବେଳେ ଉତ୍ତରପ୍ରଦେଶର ଲକ୍ଷ […]

yogi-1

yogi-1

Subhransu Sekhar
  • Published: Friday, 01 May 2020
  • Updated: 01 May 2020, 03:08 PM IST

Sports

Latest News

ଲକ୍ଷ୍ନୌ: ଶ୍ରମିକ ଦିବସ ଅବସରରେ ନିଜ ରାଜ୍ୟର ଶ୍ରମିକଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶ୍ରମିକ ଦିବସ ଅବସରରେ ରାଜ୍ୟର ୩୦ ଲକ୍ଷ ଶ୍ରମିକଙ୍କ ପାଇଁ ହଜାରେ ଟଙ୍କା ଲେଖାଏଁ ଉପହାର ଘୋଷଣା କରିଛନ୍ତି ଯୋଗୀ।

ଆଜିର ଦିନ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି ଯୋଗୀ। ଏହି ଅବସରରେ ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରମିକଙ୍କ ସହ କଥା ହେବେ ବୋଲି ସୂଚନା ରହିଛି।

ଲକଡାଉନ୍ ବେଳେ ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଅଟକି ରହିଛନ୍ତି। କେନ୍ଦ୍ର ସେମାନଙ୍କୁ ଆଣିବା ପାଇଁ ଅନୁମତି ଦେବା ପରେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁଠି ପ୍ରବାସୀ ଉତ୍ତର ପ୍ରଦେଶ ଶ୍ରମିକ ରହିଛନ୍ତି ସେମାନଙ୍କୁ ବ୍ୟସ୍ତ ନହେବାକୁ କହିଛନ୍ତି ଯୋଗୀ। ସରକାର ବସ ପଠାଇ ଆଣିବା ବ୍ୟବସ୍ଥା କରୁଛନ୍ତି ବୋଲି ଯୋଗୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story