ୟୋସିନୋରି ଓସୁମି ମେଡିସିନ୍ ପାଇଁ ପାଇବେ ନୋବେଲ୍ ପୁରସ୍କାର

ଷ୍ଟକହୋମ୍: ଜାପାନର ଜୀବ ବିଜ୍ଞାନୀ ୟୋସିନୋରି ଓସୁମି ଚଳିତ ବର୍ଷ ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଅଟୋଫାଗି’ ଉପରେ ସେ କରିଥିବା ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଅଟୋଫାଗି’ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ସେଲ୍‌ଗୁଡ଼ିକୁ ନିଜକୁ ନିଜେ ଖାଇ ଯାଆନ୍ତି। ଯଦି ସେମିତି ନ ଘଟେ ତା’ହେଲେ ଶରୀରରେ ପାର୍କିନ୍‌ସନ୍ ଓ ଡାଏବେଟିସ୍ ଭଳି ରୋଗ ଦେଖାଯାଏ। ୭୧ ବର୍ଷୀୟ ଓସୁମି ୧୯୭୪ ମସିହାରେ ଟୋକିଓ […]

osumi

osumi

Rakesh Mallick
  • Published: Monday, 03 October 2016
  • Updated: 04 May 2017, 03:44 PM IST

osumiଷ୍ଟକହୋମ୍: ଜାପାନର ଜୀବ ବିଜ୍ଞାନୀ ୟୋସିନୋରି ଓସୁମି ଚଳିତ ବର୍ଷ ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଅଟୋଫାଗି’ ଉପରେ ସେ କରିଥିବା ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଅଟୋଫାଗି’ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ସେଲ୍‌ଗୁଡ଼ିକୁ ନିଜକୁ ନିଜେ ଖାଇ ଯାଆନ୍ତି। ଯଦି ସେମିତି ନ ଘଟେ ତା’ହେଲେ ଶରୀରରେ ପାର୍କିନ୍‌ସନ୍ ଓ ଡାଏବେଟିସ୍ ଭଳି ରୋଗ ଦେଖାଯାଏ।

୭୧ ବର୍ଷୀୟ ଓସୁମି ୧୯୭୪ ମସିହାରେ ଟୋକିଓ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ସେ ଏବେ ଟୋକିଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି।

ଗତବର୍ଷ ଆମେରିକାର ୱିଲିୟମ କାମ୍ପବେଲ୍, ଜାପାନର ସତୋସୀ ଓମୁରା ଓ ଚୀନର ତୁ ୟୁୟୁ ମିଳିତ ଭାବେ ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story