ୟୋସିନୋରି ଓସୁମି ମେଡିସିନ୍ ପାଇଁ ପାଇବେ ନୋବେଲ୍ ପୁରସ୍କାର

osumiଷ୍ଟକହୋମ୍: ଜାପାନର ଜୀବ ବିଜ୍ଞାନୀ ୟୋସିନୋରି ଓସୁମି ଚଳିତ ବର୍ଷ ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଅଟୋଫାଗି’ ଉପରେ ସେ କରିଥିବା ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଅଟୋଫାଗି’ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ସେଲ୍‌ଗୁଡ଼ିକୁ ନିଜକୁ ନିଜେ ଖାଇ ଯାଆନ୍ତି। ଯଦି ସେମିତି ନ ଘଟେ ତା’ହେଲେ ଶରୀରରେ ପାର୍କିନ୍‌ସନ୍ ଓ ଡାଏବେଟିସ୍ ଭଳି ରୋଗ ଦେଖାଯାଏ।

୭୧ ବର୍ଷୀୟ ଓସୁମି ୧୯୭୪ ମସିହାରେ ଟୋକିଓ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ସେ ଏବେ ଟୋକିଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି।

ଗତବର୍ଷ ଆମେରିକାର ୱିଲିୟମ କାମ୍ପବେଲ୍, ଜାପାନର ସତୋସୀ ଓମୁରା ଓ ଚୀନର ତୁ ୟୁୟୁ ମିଳିତ ଭାବେ ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ।

ଆହୁରି ପଢ଼ନ୍ତୁ

ବଦଳିବ କି ଝିଅଙ୍କ ସର୍ବନିମ୍ନ ବିବାହ ବୟସ? ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ

‘ଦେଶର ପ୍ରତି ନାଗରିକଙ୍କୁ ଦିଆଯିବ ହେଲ୍‌ଥ ଆଇଡି କାର୍ଡ’

‘ଗୋଟିଏ ପରିବାର ପାଇଁ ଯାହା ଦରକାର, ତାହା ଦେଶ ପାଇଁ ଦରକାର’

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌