କମୁଛି ଅଶୋଧିତ ତେଲର ଦାମ, ୫୦ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ୍!

ନୂଆଦିଲ୍ଲୀ: ଅଶୋଧିତ ତେଲର ଦାମକୁ ନେଇ ଋଷ ଓ ସାଉଦି ଆରବ ମୁଲଚାଲ କରିବା ଆରମ୍ଭ କରିଛନ୍ତି। କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି। ଯାହାର ପ୍ରଭାବ ତେଲ ବଜାର ଉପରେ ମଧ୍ୟ ପଡ଼ିଛି। ଆଜି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୩୧% ହ୍ରାସ ପାଇଛି। ଏହାର କାରଣ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା। ଋଷରୁ ‘ପ୍ରତିଶୋଧ’ ନେଇ ସାଉଦି ଆରବ ଏହି ମୂଲ୍ୟ ହ୍ରାସ କରିଛି। କାରଣ […]

Crude-Oil-2

Crude-Oil-2

Subhransu Sekhar
  • Published: Monday, 09 March 2020
  • Updated: 11 March 2020, 11:37 AM IST

Sports

Latest News

ନୂଆଦିଲ୍ଲୀ: ଅଶୋଧିତ ତେଲର ଦାମକୁ ନେଇ ଋଷ ଓ ସାଉଦି ଆରବ ମୁଲଚାଲ କରିବା ଆରମ୍ଭ କରିଛନ୍ତି। କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି। ଯାହାର ପ୍ରଭାବ ତେଲ ବଜାର ଉପରେ ମଧ୍ୟ ପଡ଼ିଛି। ଆଜି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୩୧% ହ୍ରାସ ପାଇଛି। ଏହାର କାରଣ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା। ଋଷରୁ 'ପ୍ରତିଶୋଧ' ନେଇ ସାଉଦି ଆରବ ଏହି ମୂଲ୍ୟ ହ୍ରାସ କରିଛି। କାରଣ ଋଷ ତେଲ ଉତ୍ପାଦନ ହ୍ରାସ କରିବାକୁ ରାଜି ନଥିଲା। କରୋନା ପାଇଁ ଅନେକ ସ୍ଥାନରେ ଆମଦାନୀ ଓ ରପ୍ତାନୀ ବନ୍ଦ ରହିଥିବାରୁ ତେଲ ଉତ୍ପାଦନକୁ କମାଇବାକୁ ଋଷକୁ କୁହାଯାଇଥିଲା। ଯାହାକୁ ଋଷ ଗ୍ରହଣ କରିନଥିବା ବେଳେ ସାଉଦି ଆରବ ଦାମ ପାଖରୁ ଆରମ୍ଭ କରି ସମସ୍ତ ପ୍ରକାର ସର୍ତ୍ତ ପାଇଁ ରାଜି ହେଉଥିବା ଦେଖିବାକୁ ମିଳିଛି।

ଭାରତ ସାଉଦି ଆରବ ପାଖରୁ କଞ୍ଚା ତେଲ ଆଣୁଛି। ଯେହେତୁ ସାଉଦି ଆରବ ତେଲର ଦାମ କମିଛି ତେଣୁ ଆଗାମୀ ଦିନରେ ଭାରତ ମଧ୍ୟ ଏହାର ଲାଭ ପାଇବ ବୋଲି ଆକଳନ କରାଯାଉଛି। ଯଦି କଞ୍ଚା ତେଲର ଦାମ ୩୦% ପର୍ଯ୍ୟନ୍ତ ହ୍ରାସ ପାଇବ ତାହେଲେ ଆମଦାନୀ ଟଙ୍କା ହ୍ରାସ ପାଇବ। ଫଳରେ ଗ୍ରାହକ ମଧ୍ୟ ଏହାଦ୍ୱାରା ଉପକୃତ ହେବେ। ଏଭଳି ସ୍ଥିତିରେ ଘରୋଇ ବଜାରରେ ପେଟ୍ରୋଲର ମୂଲ୍ୟ ୫୦ ଟଙ୍କା ପାଖାପାଖି ପହଞ୍ଚିପାରେ। ଏବେ ଦେଶରେ ପେଟ୍ରୋଲ ମୂଲ୍ୟ ପ୍ରାୟ ୭୦ ଟଙ୍କା ରହିଛି।

ଭାରତର ବର୍ତ୍ତମାନ କଞ୍ଚା ତେଲର ଦାମ ବ୍ୟାରେଲ (୧୫୯ ଲିଟର) ପିଛା ୪୭.୯୨ ଡଲାର ରହିଛି। ଏହାର ଦାମ ଭାରତୀୟ ମୁଦ୍ରା ଅନୁସାରେ ୩୫୩୦ ଟଙ୍କା ରହିଛି। ଯଦି ୩୦ ପ୍ରତିଶତ ଶସ୍ତା ହେବ ତାହେଲେ ଏହାର ଦାମ କମି ୨୪୭୦ ଟଙ୍କା ହୋଇପାରେ। ଯଦି ସରକାର ଚାହିଁବେ ତାହେଲେ ଏହାର ଲାଭ ଲୋକମାନଙ୍କୁ ମିଳିପାରିବ। ସେତେବେଳେ ପେଟ୍ରୋଲର ଦାମ ଲିଟର ପିଛା ୫୦ ଟଙ୍କା ହୋଇପାରେ।
ପେଟ୍ରୋଲିୟମ ଯୋଜନା ଏବଂ ସମୀକ୍ଷା ସେଲର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୯ ରେ ଏକ ଅଶୋଧିତ ତେଲ ବ୍ୟାରେଲ ପିଛା ହାରାହାରି ୬୫.୫୨ ଡଲାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story