ନୂଆଦିଲ୍ଲୀ: ଏଣିକି ଫେସବୁକ୍ରେ ଯଦି ଆପଣଙ୍କ ଫଟୋକୁ ଅନ୍ୟ କେହି ଅପଲୋଡ଼ କରୁଛନ୍ତି ତାହା ଆପଣ ଜାଣିପାରିବେ। କାରଣ ଆପଣଙ୍କ ଫଟୋ ଆଉ କାହା ଫେସବୁକ୍ ଆକାଉଣ୍ଟରେ ଅପଲୋଡ଼ ହେଲା ମାତ୍ରେ ନୋଟିସ୍ ଆସିଯିବ। ଏନେଇ ଏକ ନୂଆ ଅପ୍ସନ ମଧ୍ୟ ରହିବ। ସୋସିଆଲ ମିଡିଆକୁ ସ୍ୱଚ୍ଛ କରିବା ପାଇଁ ଏମିତି ଏକ ଫିଚର ଆଣିବାକୁ ଯାଉଛି ଫେସବୁକ୍। ଏନେଇ ଏହାର ଅପ୍ଡେଟ୍ ଭର୍ସନ ସହ ନୂଆ ଅପ୍ସନ ରହିବ ବୋଲି ଫେସବକୁକ୍ ପକ୍ଷରୁ କୁହାଯାଇଛି।
ଏହି ନୂତନ ଫିଚର ଦ୍ୱାରା ଆପଣଙ୍କ ଫଟୋ ଅପବ୍ୟବହାର ହେଉଥିଲେ ଜଣାପଡ଼ିବ। ସେହିପରି ଏହାର ଆଉ ଗୋଟିଏ ଭଲ ଗୁଣ ମଧ୍ୟ ରହିଛି। ଆପଣଙ୍କ ଫଟୋ ସେୟାର କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ସହ ଆପଣ ଟ୍ୟାଗ୍ କରିପାରିବେ। ନଚେତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆପଣଙ୍କ ଫଟୋକୁ ହଟାଇବା ପାଇଁ କହିପାରିବେ। ମୁଖ୍ୟତ ଫେସବୁକ୍ ଆକାଉଣ୍ଟଧାରୀଙ୍କ ପ୍ରୋଫାଇଲ ଫଟୋର ସୁରକ୍ଷା ଏବଂ ଗୋପନୀୟତା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।