ଆପଣଙ୍କ ଫଟୋ ଜଗିବ ଫେସବୁକ: ଚୋରି ହେଲେ ଧରାପଡ଼ିବ  

ନୂଆଦିଲ୍ଲୀ: ଏଣିକି ଫେସବୁକ୍‌ରେ ଯଦି ଆପଣଙ୍କ ଫଟୋକୁ ଅନ୍ୟ କେହି ଅପଲୋଡ଼ କରୁଛନ୍ତି ତାହା ଆପଣ ଜାଣିପାରିବେ। କାରଣ ଆପଣଙ୍କ ଫଟୋ ଆଉ କାହା ଫେସବୁକ୍‌ ଆକାଉଣ୍ଟରେ ଅପଲୋଡ଼ ହେଲା ମାତ୍ରେ ନୋଟିସ୍ ଆସିଯିବ। ଏନେଇ ଏକ ନୂଆ ଅପ୍ସନ ମଧ୍ୟ ରହିବ। ସୋସିଆଲ ମିଡିଆକୁ ସ୍ୱଚ୍ଛ କରିବା ପାଇଁ ଏମିତି ଏକ  ଫିଚର  ଆଣିବାକୁ ଯାଉଛି ଫେସବୁକ୍‌।  ଏନେଇ ଏହାର ଅପ୍‌ଡେଟ୍ ଭର୍ସନ ସହ ନୂଆ ଅପ୍ସନ ରହିବ ବୋଲି ଫେସବକୁକ୍‌ ପକ୍ଷରୁ କୁହାଯାଇଛି। ଏହି […]

facebook

facebook

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 12:51 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଫେସବୁକ୍‌ରେ ଯଦି ଆପଣଙ୍କ ଫଟୋକୁ ଅନ୍ୟ କେହି ଅପଲୋଡ଼ କରୁଛନ୍ତି ତାହା ଆପଣ ଜାଣିପାରିବେ। କାରଣ ଆପଣଙ୍କ ଫଟୋ ଆଉ କାହା ଫେସବୁକ୍‌ ଆକାଉଣ୍ଟରେ ଅପଲୋଡ଼ ହେଲା ମାତ୍ରେ ନୋଟିସ୍ ଆସିଯିବ। ଏନେଇ ଏକ ନୂଆ ଅପ୍ସନ ମଧ୍ୟ ରହିବ। ସୋସିଆଲ ମିଡିଆକୁ ସ୍ୱଚ୍ଛ କରିବା ପାଇଁ ଏମିତି ଏକ  ଫିଚର  ଆଣିବାକୁ ଯାଉଛି ଫେସବୁକ୍‌।  ଏନେଇ ଏହାର ଅପ୍‌ଡେଟ୍ ଭର୍ସନ ସହ ନୂଆ ଅପ୍ସନ ରହିବ ବୋଲି ଫେସବକୁକ୍‌ ପକ୍ଷରୁ କୁହାଯାଇଛି।

ଏହି ନୂତନ ଫିଚର ଦ୍ୱାରା ଆପଣଙ୍କ ଫଟୋ ଅପବ୍ୟବହାର ହେଉଥିଲେ ଜଣାପଡ଼ିବ।  ସେହିପରି ଏହାର ଆଉ ଗୋଟିଏ ଭଲ ଗୁଣ ମଧ୍ୟ ରହିଛି। ଆପଣଙ୍କ ଫଟୋ ସେୟାର କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ସହ ଆପଣ ଟ୍ୟାଗ୍‌ କରିପାରିବେ। ନଚେତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆପଣଙ୍କ ଫଟୋକୁ ହଟାଇବା ପାଇଁ କହିପାରିବେ। ମୁଖ୍ୟତ ଫେସବୁକ୍‌ ଆକାଉଣ୍ଟଧାରୀଙ୍କ ପ୍ରୋଫାଇଲ ଫଟୋର ସୁରକ୍ଷା ଏବଂ ଗୋପନୀୟତା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story