ନିଜ ଦଳରେ ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଲେ ଏହି ନେତା: କହିଲେ ସଭାପତି ପଦ ପାଇଁ ସିଲେକ୍ସନ ନୁହେଁ ଇଲେକ୍ସନ ହେଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ବିରୋଧ। ଦଳ ଭିତରରୁ ରାହୁଲଙ୍କୁ ବିରୋଧ ହୋଇଛି। ରାହୁଲଙ୍କୁ କଂଗ୍ରେସ ସଭାପତି ଦାୟିତ୍ୱ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର କଂଗ୍ରେସ ସଚିବ ସେହେଜାଦ୍ ପୁନାୱାଲା। ରାହୁଲ କେବଳ କାହିଁକି ସଭାପତି ପାଇଁ ଲଢ଼ିବେ ? ତାକୁ ନେଇ ପ୍ରଶ୍ନ କରିଛନ୍ତି ସେହେଜାଦ୍। ସେ ନିଜେ କଂଗ୍ରେସ ସଭାପତି ପଦ ପାଇଁ ଇଚ୍ଛୁକ ତେଣୁ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାରେ ତାଙ୍କୁ […]

rahul-gandhi

rahul-gandhi

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 04:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ବିରୋଧ। ଦଳ ଭିତରରୁ ରାହୁଲଙ୍କୁ ବିରୋଧ ହୋଇଛି। ରାହୁଲଙ୍କୁ କଂଗ୍ରେସ ସଭାପତି ଦାୟିତ୍ୱ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର କଂଗ୍ରେସ ସଚିବ ସେହେଜାଦ୍ ପୁନାୱାଲା। ରାହୁଲ କେବଳ କାହିଁକି ସଭାପତି ପାଇଁ ଲଢ଼ିବେ ? ତାକୁ ନେଇ ପ୍ରଶ୍ନ କରିଛନ୍ତି ସେହେଜାଦ୍। ସେ ନିଜେ କଂଗ୍ରେସ ସଭାପତି ପଦ ପାଇଁ ଇଚ୍ଛୁକ ତେଣୁ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାରେ ତାଙ୍କୁ ବି ସୁଯୋଗ ମିଳୁ ବୋଲି ସେ ଦାବି କରିଛନ୍ତି। ଏହାସହ କଂଗ୍ରେସରେ ଚାଲୁଥିବା ପରିବାରବାଦ ରାଜନୀତିକୁ ବିରୋଧ କରିଛନ୍ତି। କେବଳ ଏତିକି ନୁହଁ ରାହୁଲଙ୍କୁ ଗଣମାଧ୍ୟମ ସମ୍ମୁଖରେ ତର୍କ ପାଇଁ ଖୋଲାଖୋଲି ଆୱାନ ଦେଇଛନ୍ତି ସେହଜାଦ୍। ସେପଟେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story